ବିଗ୍‌ ବି'ଙ୍କୁ ଲିଗାଲ୍‌ ନୋଟିସ୍

ମୁମ୍ବାଇ: ରିଲିଜ୍‌ ପୂର୍ବରୁ ବିବାଦରେ ଫସିଯାଇଛି ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଝୁଣ୍ଡ୍’। ଫିଲ୍ମ ଉପରେ କପିରାଇଟ୍‌ ଉଲ୍ଲଙ୍ଘନ କରିଥିବାର ସଙ୍ଗୀନ ଅଭିଯୋଗ ଲାଗିଛି। ଏପରିକି ଫିଲ୍ମ ନିର୍ମାତା ଓ ବଚ୍ଚନଙ୍କୁ କୋର୍ଟର ଲିଗାଲ୍‌ ନୋଟିସ୍‌ ମଧ୍ୟ ପଠାଯାଇଛି। ହାଇଦ୍ରାବାଦର ଫିଲ୍ମ ନିର୍ଦ୍ଦେଶକ ନନ୍ଦି ଚିନ୍ନି କୁମାର୍ କପିରାଇଟ୍‌ ଉଲଙ୍ଗନ ମାମଲାରେ ‘ଝୁଣ୍ଡ୍’ ଫିଲ୍ମର ନିର୍ଦ୍ଦେଶକ ନାଗରାଜ ମଜୁଲେ ନିର୍ମାତା କୃଷ୍ଣ କୁମାର, ଟି-ସିରିଜ୍‌ର ମାଲିକ ଭୂଷଣ କୁମାର୍, ଅଭିନେତା ଅମିତାଭ ବଚ୍ଚନ ଓ ଏନ୍‌ଜଜିଓ […]

amitabh

amitabh

Chinmayee Roy
  • Published: Tuesday, 19 November 2019
  • Updated: 19 November 2019, 12:29 PM IST

ମୁମ୍ବାଇ: ରିଲିଜ୍‌ ପୂର୍ବରୁ ବିବାଦରେ ଫସିଯାଇଛି ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଝୁଣ୍ଡ୍’। ଫିଲ୍ମ ଉପରେ କପିରାଇଟ୍‌ ଉଲ୍ଲଙ୍ଘନ କରିଥିବାର ସଙ୍ଗୀନ ଅଭିଯୋଗ ଲାଗିଛି। ଏପରିକି ଫିଲ୍ମ ନିର୍ମାତା ଓ ବଚ୍ଚନଙ୍କୁ କୋର୍ଟର ଲିଗାଲ୍‌ ନୋଟିସ୍‌ ମଧ୍ୟ ପଠାଯାଇଛି।

ହାଇଦ୍ରାବାଦର ଫିଲ୍ମ ନିର୍ଦ୍ଦେଶକ ନନ୍ଦି ଚିନ୍ନି କୁମାର୍ କପିରାଇଟ୍‌ ଉଲଙ୍ଗନ ମାମଲାରେ ‘ଝୁଣ୍ଡ୍’ ଫିଲ୍ମର ନିର୍ଦ୍ଦେଶକ ନାଗରାଜ ମଜୁଲେ ନିର୍ମାତା କୃଷ୍ଣ କୁମାର, ଟି-ସିରିଜ୍‌ର ମାଲିକ ଭୂଷଣ କୁମାର୍, ଅଭିନେତା ଅମିତାଭ ବଚ୍ଚନ ଓ ଏନ୍‌ଜଜିଓ ସ୍ଲମ ସକୋର୍‌ର ପ୍ରତିଷ୍ଠାତା ବିଜୟ ବରସେ(ଯାହାଙ୍କ ଜୀବନ କାହାଣୀ ନେଇ ତିଆରି ହୋଇଛି ଫିଲ୍ମ)ଙ୍କ ନାରେ ଲିଗାଲ୍‌ ନୋଟିସ୍‌ ପଠେଇଛନ୍ତି।

ନନ୍ଦିଙ୍କ କହିବା ମୁତାବକ ସେ ୨୦୧୭ରେ ବସ୍ତିର ଜଣେ ଫୁଟବଲ୍‌ ଖେଳାଳୀ ଅଖିଳେଶ ପଲ୍‌ଙ୍କ ଜୀବନ ଉପରେ ଫିଲ୍ମ ତିଆରି କରିବାର ଅଧିକାର କିଣିଥିଲେ। ଯିଏ କି ହୋମ୍‌ଲେସ୍ ୱାର୍ଲ୍ଡ କପ୍‌ର କ୍ୟାପ୍ଟେନ୍‌ ଥିଲେ। ଏହାପରେ ସେ ଅଖିଳେଶଙ୍କ ଜୀବନୀ ଉପରେ ଆଧାରିତ ବହୁଭାଷୀ ଫିଲ୍ମ ‘ସ୍ଲମ ସକୋର୍’ ଲେଖିବା ଓ ନିର୍ଦ୍ଦେଶନା ଦେବାର ଯୋଜନା କରିଥିଲେ। ୨୦୧୮ ଜୁନ୍ ୧୧ରେ ତେଲେଙ୍ଗାନା ସିନେମା ରାଇଟର୍‌ ଆସୋସିଏସନ୍‌ରେ ସେ ଏହାର ସ୍କ୍ରିପ୍ଟ ପଞ୍ଜିକରଣ ମଧ୍ୟ କରିଥିଲେ।

ଅନ୍ୟପଟେ ନାଗରାଜ ମଜୁଲେ କହୁଛନ୍ତି ଯେ ସେ ଏନ୍‌ଜଜିଓ ସ୍ଲମ ସକୋର୍‌ର ପ୍ରତିଷ୍ଠାତା ବିଜୟ ବରସେଙ୍କ ଉପରେ ଫିଲ୍ମ ତିଆରି କରିବାର ରାଇଟ୍ସ କିଣିଛନ୍ତି ଯିଏ କି ଅଖିଳେଶଙ୍କ ଗୁରୁ ଅଟନ୍ତି। ଯାହାଫଳରେ ଦୁହିଁଙ୍କ ଫିଲ୍ମର କାହାଣୀ ସମାନ ହୋଇଯାଇଛି।

ହେଲେ ନନ୍ଦି ଅଭିଯୋଗ କରିଛନ୍ତି ଯେ ନାଗରାଜ ମଜୁଲେ କୌଣସି ରାଇଟ୍ସ କିଣିନାହାଁନ୍ତି। କାରଣ ସେ ଅଖିଳେଶଙ୍କଠୁ ୪ ଲକ୍ଷ ଦେଇ ରାଇଟ୍ସ କିଣିଥିବା କହିଥିବାବେଳେ ଅଖିଲେଶ କିନ୍ତୁ ଏହାକୁ ମିଛ ବୋଲି କହିଛନ୍ତି। ଏବଂ ବିନା କାଗଜପତ୍ର ଦେଖାଇ ସେ ତାଙ୍କୁ ସେଟେଲମେଣ୍ଟ କରିବାକୁ ବାଧ୍ୟ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story