Advertisment

ହାତ ଯୋଡ଼ି କ୍ଷମା ମାଗିଲେ ବିଗ୍‌ ବି

ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ ସେଶାଲ୍‌ ମିଡିଆରେ ଆକ୍ଟିଭ୍‌ ରୁହନ୍ତି। ସେ ସବୁବେଳେ କିଛି ନା କିଛି ପୋଷ୍ଟ କରନ୍ତି। ଅମିତାଭ ଆଜି ଏକ ଟ୍ୱିଟ୍ କରିଛନ୍ତି, ଯେଉଁଥିରେ ସେ ନିଜ ଫ୍ୟାନ୍‌ମାନଙ୍କୁ ହାତ ଯୋଡ଼ି କ୍ଷମା ମାଗିଛନ୍ତି। ଏହି ଟ୍ୱିଟ୍ ସୋଶାଲ୍‌ ମିଡିଆରେ ବେଶ୍ ଭାଇରାଲ୍‌ ହେଉଛି। ଏଥିରେ ଲୋକେ ଅନେକ କମେଣ୍ଟ ମଧ୍ୟ କରୁଛନ୍ତି। ଏହି ଟ୍ୱିଟ୍‌ରେ ଅମିତାଭ ବଚ୍ଚନ ନିଜ ଘର ବାହାରର ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ଲୋକଙ୍କ ଭିଡ଼ […]

ଅଦ୍ୟତନ ହୋଇଛି
ହାତ ଯୋଡ଼ି କ୍ଷମା ମାଗିଲେ ବିଗ୍‌ ବି

bigb

Advertisment

ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ ସେଶାଲ୍‌ ମିଡିଆରେ ଆକ୍ଟିଭ୍‌ ରୁହନ୍ତି। ସେ ସବୁବେଳେ କିଛି ନା କିଛି ପୋଷ୍ଟ କରନ୍ତି। ଅମିତାଭ ଆଜି ଏକ ଟ୍ୱିଟ୍ କରିଛନ୍ତି, ଯେଉଁଥିରେ ସେ ନିଜ ଫ୍ୟାନ୍‌ମାନଙ୍କୁ ହାତ ଯୋଡ଼ି କ୍ଷମା ମାଗିଛନ୍ତି।

Advertisment

ଏହି ଟ୍ୱିଟ୍ ସୋଶାଲ୍‌ ମିଡିଆରେ ବେଶ୍ ଭାଇରାଲ୍‌ ହେଉଛି। ଏଥିରେ ଲୋକେ ଅନେକ କମେଣ୍ଟ ମଧ୍ୟ କରୁଛନ୍ତି। ଏହି ଟ୍ୱିଟ୍‌ରେ ଅମିତାଭ ବଚ୍ଚନ ନିଜ ଘର ବାହାରର ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳୁଛି। ସେ ଏହି ଫଟୋକୁ ପୋଷ୍ଟ କରି ଲେଖିଛନ୍ତି, ‘ମୁଁ ମନା କରିଥିଲି, ତଥାପି ଲୋକମାନେ ରବିବାର ମୋତେ ଦେଖା କରିବାକୁ ଆସିଛନ୍ତି। ମୋତେ କ୍ଷମା କରନ୍ତୁ ମୁଁ ବାହାରକୁ ଆସିପାରିବି ନାହିଁ।'

https://twitter.com/SrBachchan/status/1185990293146886144

ବାସ୍ତବରେ ଅମିତାଭ ବଚ୍ଚନ ପ୍ରତି ରବିବାର ନିଜ ଫ୍ୟାନ୍‌ମାନଙ୍କୁ ଦେଖା କରନ୍ତି। ଲୋକମାନେ ତାଙ୍କୁ ଦେଖିବାକୁ ତାଙ୍କ ଘର ବାହାରେ ଭିଡ଼ ଜମାଇଥା'ନ୍ତି, ଆଉ ବିଗ୍‌ ବି ବାହାରକୁ ଆସି ସମସ୍ତଙ୍କୁ ଦେଖାଦେଇଥା'ନ୍ତି। ହେଲେ ଏଥର ବିଗ୍‌ ବି ଏପରି କରିପାରିଲେ ନାହିଁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe