‘ଆମ ପିଲାଦିନେ ଗୋଟିଏ ଚାପୁଡ଼ାରେ ନେଟ୍‌ୱାର୍କ ଆସୁଥିଲା’

ମୁମ୍ୱାଇ : ଅମିତାଭ ବଚ୍ଚନ ସୋଶାଲ୍‌ ମିଡିଆରେ ଭାରି ଆକ୍ଟିଭ୍ ରହନ୍ତି। ନିକଟରେ ବିଗ୍‌ ବି ତାଙ୍କ ଟ୍ୱିଟର୍‌ ଆକାଉଣ୍ଟରେ ଏକ ମଜାଳିଆ ଟ୍ୱିଟ୍‌ କରିଥିଲେ, ଯାହା ବହୁଳ ମାତ୍ରାରେ ଭାଇରାଲ୍‌ ହୋଇଛି। ଏହି ଟ୍ୱିଟ୍‌କୁ ପଢ଼ିଲେ ଆପଣ ବି ନ ହସି ରହିପାରିବେ ନାହିଁ। ଏଥିରେ ଅମିତାଭ ଲେଖିଛନ୍ତି, ଆମ ପିଲାଦିନେ ୩ଜି, ୪ଜି ଓ ୫ଜି ନଥିଲା। କେବଳ ଗୁରୁଜୀ, ପିତାଜୀ ଓ ମାତାଜୀ ଥିଲେ। ଗୋଟିଏ ଚାପୁଡ଼ାରେ ହିଁ ଆମର ନେଟୱାର୍କ ଚାଲି […]

55555

55555

Puspanjali Panda
  • Published: Monday, 30 September 2019
  • Updated: 30 September 2019, 05:08 PM IST

Sports

Latest News

ମୁମ୍ୱାଇ : ଅମିତାଭ ବଚ୍ଚନ ସୋଶାଲ୍‌ ମିଡିଆରେ ଭାରି ଆକ୍ଟିଭ୍ ରହନ୍ତି। ନିକଟରେ ବିଗ୍‌ ବି ତାଙ୍କ ଟ୍ୱିଟର୍‌ ଆକାଉଣ୍ଟରେ ଏକ ମଜାଳିଆ ଟ୍ୱିଟ୍‌ କରିଥିଲେ, ଯାହା ବହୁଳ ମାତ୍ରାରେ ଭାଇରାଲ୍‌ ହୋଇଛି। ଏହି ଟ୍ୱିଟ୍‌କୁ ପଢ଼ିଲେ ଆପଣ ବି ନ ହସି ରହିପାରିବେ ନାହିଁ।

ଏଥିରେ ଅମିତାଭ ଲେଖିଛନ୍ତି, ଆମ ପିଲାଦିନେ ୩ଜି, ୪ଜି ଓ ୫ଜି ନଥିଲା। କେବଳ ଗୁରୁଜୀ, ପିତାଜୀ ଓ ମାତାଜୀ ଥିଲେ। ଗୋଟିଏ ଚାପୁଡ଼ାରେ ହିଁ ଆମର ନେଟୱାର୍କ ଚାଲି ଆସୁଥିଲା। ବିଗ୍‌ ବିଙ୍କର ଏହି ଟ୍ୱିଟ୍‌ଟି ଫ୍ୟାନ୍‌ମାନଙ୍କ ମନକୁ ବେଶ୍‌ ଛୁଇଁଛି।

https://twitter.com/SrBachchan/status/1178050785336147968

ଏହି ମଜାଦାର ଟ୍ୱିଟ୍‌ରେ ଫ୍ୟାନ୍‌ମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ଏହାକୁ ୬୯ ହଜାର ୩୯୬ ଜଣ ୟୁଜର୍‌ ଲାଇକ୍‌ କରିଥିବା ବେଳେ ୬,୦୮୮ ଥର ରିଟ୍ୱିଟ୍‌ କରାଯାଇଛି।

ନିକଟରେ ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲ୍‌କେ ପୁରସ୍କାର ପାଇଁ ଚୟନ କରାଯାଇଛି। ଏହି ପୁରସ୍କାର ପାଇଁ ସାରା ଦେଶବାସୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଗାମୀ ଦିନରେ ଅମିତାଭଙ୍କୁ ‘ବ୍ରାହ୍ମାସ୍ତ୍ର’, ‘ଚେହରେ’, ‘ଝୁଣ୍ଡ’ ଓ ‘ଗୁଲାବୋ ସିତାବୋ’ ପରି ଫିଲ୍ମରେ ଦେଖିବାକୁ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story