ଋଷିଙ୍କୁ ମନେପକାଇ ଭାବୁକ ହେଲେ ଅମିତାଭ

ମୁମ୍ବାଇ: ବର୍ଷୀୟାନ ଅଭିନେତା ଋଷି କପୁରଙ୍କ ଦେହାନ୍ତ ନେଇ କେବଳ ଭାରତ ନୁହେଁ ବରଂ ସମଗ୍ର ବିଶ୍ୱର ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି। ଦେଶରେ ଲକଡାଉନ୍ ପରିସ୍ଥିତିରେ ହଠାତ୍ ଋଷିଙ୍କ ବିୟୋଗ ସମସ୍ତଙ୍କ ମନକୁ ଆଘାତ ଦେଇଛି। ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ସହ ଋଷିଙ୍କ ଖୁବ୍ ନିବିଡ଼ ସମ୍ପର୍କ ଥିଲା। ପରଦାରେ ଦୁହେଁ ଅନେକଗୁଡ଼ିଏ ଫିଲ୍ମରେ ଏକାଠି ଅଭିନୟ କରିଥିବା ବେଳେ ବ୍ୟକ୍ତିଗତ ଜୀବନରେ ମଧ୍ୟ ଉଭୟ ଘନିଷ୍ଠ ବନ୍ଧୁ ଥିଲେ।  ନିଜର ପ୍ରିୟ […]

big-b

big-b

Chinmayee Roy
  • Published: Monday, 04 May 2020
  • Updated: 04 May 2020, 02:51 PM IST

Sports

Latest News

ମୁମ୍ବାଇ: ବର୍ଷୀୟାନ ଅଭିନେତା ଋଷି କପୁରଙ୍କ ଦେହାନ୍ତ ନେଇ କେବଳ ଭାରତ ନୁହେଁ ବରଂ ସମଗ୍ର ବିଶ୍ୱର ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି। ଦେଶରେ ଲକଡାଉନ୍ ପରିସ୍ଥିତିରେ ହଠାତ୍ ଋଷିଙ୍କ ବିୟୋଗ ସମସ୍ତଙ୍କ ମନକୁ ଆଘାତ ଦେଇଛି। ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ସହ ଋଷିଙ୍କ ଖୁବ୍ ନିବିଡ଼ ସମ୍ପର୍କ ଥିଲା। ପରଦାରେ ଦୁହେଁ ଅନେକଗୁଡ଼ିଏ ଫିଲ୍ମରେ ଏକାଠି ଅଭିନୟ କରିଥିବା ବେଳେ ବ୍ୟକ୍ତିଗତ ଜୀବନରେ ମଧ୍ୟ ଉଭୟ ଘନିଷ୍ଠ ବନ୍ଧୁ ଥିଲେ।  ନିଜର ପ୍ରିୟ ବନ୍ଧୁ ଋଷିଙ୍କ ମୃତ୍ୟୁ ହେତୁ ଅମିତାଭ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ସେ ଏକ ଭିଡିଓ ମାଧ୍ୟମରେ ନିଜ ଦିବଂଗତ ବନ୍ଧୁଙ୍କୁ ମନେ ପକାଇଛନ୍ତି।

ବିଗ୍ ବି ଟ୍ୱିଟରରେ ‘ଇନ୍ ମେମୋରିୟମ୍’ ନାମକ ଏକ ଭିଡିଓ ଶେଆର୍ କରିଛନ୍ତି, ଯେଉଁଥିରେ ସେ ଋଷିଙ୍କ ବିଷୟରେ କହୁଥିବା ଦେଖିବାକୁ ମିଳିଛି। ଭିଡିଓରେ ସେ କହୁଛନ୍ତି, ‘ଋଷି କପୁର ଜଣେ ଚିତ୍ତାକର୍ଷକ ଏବଂ ଯୁବ ବ୍ୟକ୍ତିତ୍ୱ, ଯିଏ ନିଜ ଆଖିରେ ହିଁ ବହୁତ କିଛି କହିଦେଉଥିଲେ। ମୁଁ ତାଙ୍କୁ ‘ବବି’ ଫିଲ୍ମ ପାଇଁ ଆର.କେ. ଷ୍ଟୁଡିଓରେ ସଂଘର୍ଷ କରୁଥିବା ଦେଖିଲି। ନିମନ୍ତ୍ରଣ ପାଇ ଯେତେବେଳେ ମୁଁ  ରାଜ କପୁରଙ୍କ ଘରକୁ ଯାଉଥିଲି, ସେଠି ତାଙ୍କୁ ଭେଟୁଥିଲି। ତାଙ୍କ ଚାଲିବାର ଅନ୍ଦାଜରେ ଏକ ପ୍ରକାରର ଆତ୍ମବିଶ୍ୱାସ ଥିଲା। ଚାଲିବାର ତାଙ୍କର ଏକ ନିଆରା ଶୈଳୀ ଥିଲା। ଚାଲିବାବେଳେ ସେ ତାଙ୍କ ଜେଜେବାପା ପୃଥ୍ୱୀରାଜ କପୁରଙ୍କ ପରି ଦେଖାଯାଉଥିଲେ।’

https://twitter.com/SrBachchan/status/1257024507539152896?s=20

ଅମିତାଭ ଆହୁରି କହିଛନ୍ତି, ‘ମୁଁ ତାଙ୍କ ସହ ଅନେକ ଫିଲ୍ମରେ କାମ କରିଛି। ସେଥିରେ ‘ଅମର ଆକବର ଆନ୍ଥୋନୀ’, ‘କୁଲି’, ‘କଭି କଭି’ ଏବଂ ‘୧୦୨ ନଟ୍ ଆଉଟ୍’ ପ୍ରଭୃତି ସାମିଲ ରହିଛି। ଯେତେବେଳେ ସେ ଡାଇଲଗ୍ କହୁଥିଲେ, ତାଙ୍କ ସମ୍ମୁଖରେ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କର ସବୁ ଶବ୍ଦ ଉପରେ ବିଶ୍ୱାସ କରାଇଦେଉଥିଲେ। ତାଙ୍କ ବକ୍ତବ୍ୟରେ ଏକ ସତ୍ୟତା ଥିଲା ଏକ ବାସ୍ତବତା ଥିଲା।  ଅନ୍ୟ କୌଣସି ବ୍ୟକ୍ତି ଏଭଳି ନାହାଁନ୍ତି, ଯିଏ ତାଙ୍କ ଭଳି ଡାଇଲଗ୍ କହିପାରବେ କି ତାଙ୍କ ଭଳି ଗୀତରେ ଲିପସିଙ୍ଗ୍ କରିପାରିବେ।’

https://twitter.com/NadkarAmit/status/1257026261089566720?s=20

ବିଗ୍ ବି ଆହୁରି ବି କହିଛନ୍ତି,  ସେ ବେଶ୍ ଚଞ୍ଚଳ ସ୍ୱାଭାବର ଥିଲେ। ଏପରିକି ଗମ୍ଭୀର ଦୃଶ୍ୟର ଶୁଟିଂ କରିବା ମଝିରେ ହିଁ ସେ ଏମିତି କିଛି କମେଡି କରୁଥିଲେ, ଯାହା ପୂରା ମାହୋଲ ବଦଳେଇ ଦେଉଥିଲା। ଯଦି ଆମେ ଏକ ସିରିୟସ୍ ଇଭେଣ୍ଟରେ ଥିବୁ, ସେହି ସମୟରେ ମଧ୍ୟ ସେ ନିଜ ଚମତ୍କାର କମେଡି ସହିତ ପରିବେଶକୁ ହାଲୁକା କରିଦେଉଥିଲେ। ସେ କେବେବି ନିଜର ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ପରିପ୍ରକାଶ କରନ୍ତି ନାହିଁ। ସେ ସବୁବେଳେ କୁହନ୍ତି ଯେ, ମୁଁ କେବଳ ଡେଲି ଚେକଅପ୍ ପାଇଁ ଡାକ୍ତରଖାନା ଯାଉଛି। ମୁଁ ଶୀଘ୍ର ଫେରି ଆସିବି। ସେ ତାଙ୍କ ପିତା ରାଜ କପୁରଙ୍କଠାରୁ ଏକ ଜୀବନ୍ତ ବ୍ୟକ୍ତିତ୍ୱ ପାଇଥିଲେ। ସେ ପ୍ରତ୍ୟେକ ମୁହୂର୍ତ୍ତରେ ଉତ୍ସାହର ସହିତ ବଞ୍ଚୁଥିଲେ | ମୁଁ ତାଙ୍କୁ ଡାକ୍ତରଖାନାରେ ଦେଖିବାକୁ କେବେ ଯାଇ ନ ଥିଲି। ମୁଁ ତାଙ୍କ ହସୁଥିବା ମୁହଁରେ ନିରାଶା ଦେଖିପାରିଲି ନାହିଁ।

ସୂଚନାଯେଗ୍ୟ, ଋଷି କପୁର ୨ ବର୍ଷ ଧରି କର୍କଟ ରୋଗ ସହ ଲଢ଼େଇ କରୁଥିଲେ। କିନ୍ତୁ ଗତ ଏପ୍ରିଲ୍ ୩୦, ୨୦୨୦ ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସୂଚନା ମୁତାବକ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭୁତ ହେବା ଯୋଗୁ ତାଙ୍କୁ ପୂର୍ବଦିନ ରାତିରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story