ammy
ମୁମ୍ବାଇ: ବୋଲ୍ଡନେସ୍ର ସବୁ ରେକର୍ଡ଼ ଭାଙ୍ଗି ଅଭିନେତ୍ରୀ ଆମି ଜ୍ୟାକ୍ସନ୍ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଶୋଆଲ୍ ମିଡିଆରେ ଆମିଙ୍କର ଏକ ବୋଲ୍ଡ ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋରେ ଆମିଙ୍କୁ ଟପଲେସ୍ ଦେଖିବାକୁ ମିଳିଛି।
ନିକଟରେ ଆମି ନିଜର ଫଟୋଶୁଟ୍ କରାଇଛନ୍ତି। ଆଉ ସୋଶାଲ୍ ମିଡିଆରେ ସେହି ଫଟୋଶୁଟରୁ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ସେ ବହୁତ ବୋଲ୍ଡ ଅବତାରରେ ନଜର ଆସିଛନ୍ତି। ଆମି ଏହା ପୂର୍ବରୁ ମଧ୍ୟ ବହୁ ବୋଲ୍ଡ ଫଟୋ ଶେଆର୍ କରିଛନ୍ତି। କିନ୍ତୁ ଏହି ଫଟୋରେ ତାଙ୍କ ଷ୍ଟାଇଲ୍ ସମ୍ପୂର୍ଣ୍ଣ ଅଲଗା ଏଥିରେ ସେ ଟପଲେସ୍ ନଜର ଆସିଛନ୍ତି। ଆମିଙ୍କ ଏହି ନ୍ୟୁଡ୍ ଫଟୋଟି ଟ୍ରେଣ୍ଡିଂରେ ରହିଛି। ତାଙ୍କ ଫିଟନେସ୍ ଓ ଚେହେରାରର ଚମକ ସମସ୍ତଙ୍କୁ ମତୁଆଲା କରିଦେଇଛି। ଏପର୍ଯ୍ୟନ୍ତ ଫଟୋଟିକୁ ଚାରି ଲକ୍ଷରୁ ଅଧିକ ଲାଇକ୍ ମିଳିସାରିଲାଣି। ଫ୍ୟାନ୍ମାନେ ଏଥିରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।
ସୂଚନାଯୋଗ୍ୟ, ଆମିଙ୍କ ପୂର୍ବରୁ ଅଭିନେତା ମିଲିନ୍ଦ ସୋମେନ ମଧ୍ୟ ନିଜର ଏକ ନ୍ୟୁଡ୍ ଫଟୋ ସୋଶାଲ୍ ମିଡିଆରେ ଶେଆର୍ କରିଥିଲେ। ନିଜ ଜନ୍ମଦିନ ଅବସରରେ ସେ ସମୁଦ୍ର କୂଳରେ ଦୌଡ଼ୁଥିବାର ଏକ ଫଟୋ ପୋଷ୍ଟ କରିଥିଲେ, ଯେଉଁଥିରେ ମିଲିନ୍ଦଙ୍କୁ ବିନା ପୋଷାକରେ ଦେଖିବାକୁ ମିଳିଥିଲା।
କିନ୍ତୁ ସେହି ଗୋଟିଏ ଫଟୋ ହେତୁ ମିଲିନ୍ଦଙ୍କ ବିରୋଧରେ ଗୋଆର କୋଲଭା ପୋଲିସ ଷ୍ଟେସନରେ ଆଇପିସିର ଧାରା ୨୯୪ ଏବଂ ଆଇଟି ଆକ୍ଟର ଧାରା ୬୭ ଅନୁଯାୟୀ ମାମଲା ରୁଜୁ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/11/ammy.jpg)