ଆପତ୍ତି ଉଠାଇଲା ବାୟୁସେନା, କ୍ଷମା ମାଗିଲେ ଅନୀଲ

ମୁମ୍ବାଇ: ବଢ଼ିଲା ବଲିଉଡର ମିଷ୍ଟର ଇଣ୍ଡିଆଙ୍କ ବିବାଦ । ଭିଡିଓ ଜାରି କରି କ୍ଷମା ମାଗିଲେ ଅନୀଲ କପୁର । ଭାରତୀୟ ବାୟୁ ସେନାକୁ ଅନୀଲ କପୁର ଏବଂ ନେଟଫ୍ଲିକ୍ସ ମିଶି କ୍ଷମା ମାଗିଛନ୍ତି । ନିକଟରେ ଅପକମିଂ ଫିଲ୍ମ AK vs AK ର ଟ୍ରେଲର ରିଲିଜ ହୋଇଥିଲା । ଏଥିରେ ଅନୀଲ କପୁରଙ୍କ ଭୂମିକାକୁ ନେଇ ଭାରତୀୟ ବାୟୁସେନା ଆପତ୍ତି ଉଠାଇଛି । ଗତ ଦୁଇ ଦିନ ତଳେ ନେଟଫ୍ଲିକ୍ସରେ ଅନୁରାଗ କଶ୍ୟପ ଏବଂ ଅନୀଲ […]

anil-kapoor

anil-kapoor

Madhupriya Mistry
  • Published: Thursday, 10 December 2020
  • Updated: 10 December 2020, 10:28 AM IST

Sports

Latest News

ମୁମ୍ବାଇ: ବଢ଼ିଲା ବଲିଉଡର ମିଷ୍ଟର ଇଣ୍ଡିଆଙ୍କ ବିବାଦ । ଭିଡିଓ ଜାରି କରି କ୍ଷମା ମାଗିଲେ ଅନୀଲ କପୁର । ଭାରତୀୟ ବାୟୁ ସେନାକୁ ଅନୀଲ କପୁର ଏବଂ ନେଟଫ୍ଲିକ୍ସ ମିଶି କ୍ଷମା ମାଗିଛନ୍ତି । ନିକଟରେ ଅପକମିଂ ଫିଲ୍ମ AK vs AK ର ଟ୍ରେଲର ରିଲିଜ ହୋଇଥିଲା । ଏଥିରେ ଅନୀଲ କପୁରଙ୍କ ଭୂମିକାକୁ ନେଇ ଭାରତୀୟ ବାୟୁସେନା ଆପତ୍ତି ଉଠାଇଛି ।

ଗତ ଦୁଇ ଦିନ ତଳେ ନେଟଫ୍ଲିକ୍ସରେ ଅନୁରାଗ କଶ୍ୟପ ଏବଂ ଅନୀଲ କପୁରଙ୍କ AK vs AK ର ଟ୍ରେଲର ରିଲିଜ ହୋଇଛି । ଫିଲ୍ମର ଏକ ଦୃଶ୍ୟରେ ଅନୀଲ କପୁର ଭାରତୀୟ ବାୟୁସେନାର ୟୁନିଫର୍ମକୁ ଭୁଲ ଢ଼ଙ୍ଗରେ ପିନ୍ଧିବା ଏବଂ ଅଶାଳୀନ ଭାଷାରେ ଗାଳିଗୁଲଜ କରୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଭାରତୀୟ ବାୟୁସେନା ପ୍ରଶ୍ନ ଉଠାଇଛି । ସଶସ୍ତ୍ର ସେନାରେ ଏଭଳି ବ୍ୟବହାର ନିୟମ ବିରୋଧରେ ଯାଉଛି। ଏହି ଦୃଶ୍ୟକୁ ଫିଲ୍ମରୁ ହଟାଇବା ପାଇଁ ଭାରତୀୟ ବାୟୁସେନା ଦାବି କରିଛି ।

ଏହା ପରେ ଅନୀଲ କପୁର ଏକ ଭଡିଓ ଜାରି କରି ବାୟୁସେନାକୁ ହାତ ଯୋଡି କ୍ଷମା ମାଗିବା ସହ କହିଛନ୍ତି ଯେ, ବାୟୁସେନାର ଭାବନାକୁ ଆଘାତ ଦେବା ଆମର କୌଣସି ଉଦ୍ଦେଶ୍ୟ ନଥିଲା । ଏଥିପାଇଁ ଯଦି ଆପଣଙ୍କୁ କିଛି କଷ୍ଟ ହୋଇଥାଏ ତେବେ ମୁଁ କ୍ଷମା ମାଗୁଛି । ସେପଟେ ନେଟଫ୍ଲିକ୍ସ ମଧ୍ୟ ବାୟୁସେନାକୁ କ୍ଷମା ମାଗିଛି । ସେ ଟ୍ୱିଟ କରି କହିଛି, ଭାରତୀୟ ସଶସ୍ତ୍ର ବଳକୁ ଆଘାତ ଦେବା କିମ୍ବା ଅନାଦର କିରବା ଆମର ଉଦ୍ଦେଶ୍ୟ ନଥିଲା । ଆମେ ଦେଶର ସୁରକ୍ଷା କରୁଥିବା ବାହାଦୁର ଯବାନମାନଙ୍କୁ ସର୍ବୋଚ୍ଚ ସମ୍ମାନ ଦୃଷ୍ଟିରେ ଦେଖୁଛୁ ।

ବିକ୍ରମାଦିତ୍ୟ ମୋଟୱାନିଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମର ଲିଡ ରୋଲରେ ଅନୀଲ କପୁର ଓ ଅନୁରାଗ କଶ୍ୟପ ଅଛନ୍ତି । ଅନ୍ୟ ପ୍ରମୁଖ ଭୂମିକାରେ ସୋନମ କପୁରଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଆସନ୍ତା ୨୪ ଡିସେମ୍ବରେ ଓଟିଟି ପ୍ଲାଟଫର୍ମ ନେଟଫିଲ୍କରେ ରିଲିଜ ହେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story