Advertisment

୧୨ବର୍ଷ ପରେ ଆଞ୍ଜେଲିନା ଏବଂ ବ୍ରଡ୍ ପିଟ୍ ହେବେ ଅଲଗା

ମୁମ୍ବାଇ: ହଲିଉଡର ପ୍ରସିଦ୍ଧ ଯୋଡି ଆଞ୍ଜେଲିନା ଜୋଲି ଏବଂ ବ୍ରଡ୍ ପିଟ୍ ଅଲଗା ହେବାକୁ ଯାଉଛନ୍ତି। ଆଞ୍ଜେଲିନା ଛାଡପତ୍ର ପାଇଁ ଆବେଦନ କରିସାରିଛନ୍ତି। ପିଲାଙ୍କ ଲାଳନପାଳନକୁ ନେଇ ଆଞ୍ଜେଲିନା ଏପରି ପଦକ୍ଷେପ ଉଠାଇଥିବାର ସୂଚନା ଦେଇଛନ୍ତି। ବ୍ରେଜଲିନା ନାମରେ ପ୍ରସିଦ୍ଧ ଏହି ଯୋଡି ୨୦୦୪ରୁ ଏକତ୍ର ରହି ୨୦୧୪ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଉଭୟଙ୍କ ସଂପର୍କରେ ବିବାଦ ଦେଖାଯିବାକୁ ନେଇ ପୂର୍ବରୁ ମିଡିଆରେ ଚର୍ଚ୍ଚା ହେଉଥିଲେ ମଧ୍ୟ ଆଞ୍ଜେଲିନା ଏହାକୁ ଖଣ୍ଡନ କରିଥିଲେ। ନିଜର ଛଅଟି […]

ଅଦ୍ୟତନ ହୋଇଛି
୧୨ବର୍ଷ ପରେ ଆଞ୍ଜେଲିନା ଏବଂ ବ୍ରଡ୍ ପିଟ୍ ହେବେ ଅଲଗା

angelina-jolie-brad-pitt

Advertisment

ମୁମ୍ବାଇ: ହଲିଉଡର ପ୍ରସିଦ୍ଧ ଯୋଡି ଆଞ୍ଜେଲିନା ଜୋଲି ଏବଂ ବ୍ରଡ୍ ପିଟ୍ ଅଲଗା ହେବାକୁ ଯାଉଛନ୍ତି। ଆଞ୍ଜେଲିନା ଛାଡପତ୍ର ପାଇଁ ଆବେଦନ କରିସାରିଛନ୍ତି।

Advertisment

ପିଲାଙ୍କ ଲାଳନପାଳନକୁ ନେଇ ଆଞ୍ଜେଲିନା ଏପରି ପଦକ୍ଷେପ ଉଠାଇଥିବାର ସୂଚନା ଦେଇଛନ୍ତି। ବ୍ରେଜଲିନା ନାମରେ ପ୍ରସିଦ୍ଧ ଏହି ଯୋଡି ୨୦୦୪ରୁ ଏକତ୍ର ରହି ୨୦୧୪ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଉଭୟଙ୍କ ସଂପର୍କରେ ବିବାଦ ଦେଖାଯିବାକୁ ନେଇ ପୂର୍ବରୁ ମିଡିଆରେ ଚର୍ଚ୍ଚା ହେଉଥିଲେ ମଧ୍ୟ ଆଞ୍ଜେଲିନା ଏହାକୁ ଖଣ୍ଡନ କରିଥିଲେ। ନିଜର ଛଅଟି ସନ୍ତାନଙ୍କ ସୁରକ୍ଷା ଆଧାରରେ ଆଞ୍ଜେଲିନା ଛାଡପତ୍ର ନିବେଦନ କରିଥିବାର ଏକ ବିଶେଷ ସୂତ୍ରରୁ ସୂଚନା ମିଳିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe