କରୋନାରେ ଆକ୍ରାନ୍ତ ହେଲେ ଆଉ ଜଣେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ସେଲିବ୍ରିଟିଙ୍କ ପିଛା ଛାଡୁନି କରୋନା । ଜଣଙ୍କ ପରେ ଜଣେ ଅଭିନେତା ତଥା ଅଭିନେତ୍ରୀଙ୍କୁ କରୋନା ଆକ୍ରାନ୍ତ କରୁଛି । ଅଭିନେତା ବରୁଣ ଧୱନ ଓ ନୀତୁ କପୁରଙ୍କ ପରେ ଏବେ ଆଉ ଜଣେ ଅଭିନେତ୍ରୀ କରୋନା କବଳରେ ଫସିଛନ୍ତି । ବି-ଟାଉନର ଜଣେ ଜଣାଶୁଣା ଅଭିନେତ୍ରୀ ଏହି ମାରାତ୍ମକ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ରାବ୍‌ତା ଗାର୍ଲ କ୍ରିତି ସାନନ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି […]

kriti

kriti

Madhupriya Mistry
  • Published: Tuesday, 08 December 2020
  • Updated: 08 December 2020, 08:26 AM IST

Sports

Latest News

ମୁମ୍ବାଇ: ବଲିଉଡ ସେଲିବ୍ରିଟିଙ୍କ ପିଛା ଛାଡୁନି କରୋନା । ଜଣଙ୍କ ପରେ ଜଣେ ଅଭିନେତା ତଥା ଅଭିନେତ୍ରୀଙ୍କୁ କରୋନା ଆକ୍ରାନ୍ତ କରୁଛି । ଅଭିନେତା ବରୁଣ ଧୱନ ଓ ନୀତୁ କପୁରଙ୍କ ପରେ ଏବେ ଆଉ ଜଣେ ଅଭିନେତ୍ରୀ କରୋନା କବଳରେ ଫସିଛନ୍ତି । ବି-ଟାଉନର ଜଣେ ଜଣାଶୁଣା ଅଭିନେତ୍ରୀ ଏହି ମାରାତ୍ମକ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି ।

ରାବ୍‌ତା ଗାର୍ଲ କ୍ରିତି ସାନନ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ସୋମବାର ସେ କରୋନା ପଜିଟିଭ ହୋଇଥିବା ନେଇ ତାଙ୍କର ଜଣେ ବ୍ୟକ୍ତିଗତ ସୂତ୍ରରୁ ଜଣାପଡିଛି । କିନ୍ତୁ କ୍ରିତି ନିଜେ ଏନେଇ କୌଣସି ସୂଚନା ଦେଇନାହାନ୍ତି । ତାଙ୍କର କ'ଣ ସବୁ କରୋନା ଲକ୍ଷଣ ରହିଛି ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା କିଭଳି ରହିଛି ସେ ନେଇ ମଧ୍ୟ କିଛି ଖବର ସାମ୍ନାକୁ ଆସିନାହିଁ ।

କ୍ରିତି ତାଙ୍କ ଅପକମିଂ ଫିଲ୍ମ ପାଇଁ ଚଣ୍ଡିଗଡ ଶୁଟିଂ ପାଇଁ ଯାଇଥିଲେ । ତାଙ୍କ ସହ ଅଭିନେତା ରାଜକୁମାର ରାଓ ମଧ୍ୟ ଥିଲେ । ଗୋଟିଏ ଦିନ ପୂର୍ବରୁ ହିଁ ସେ ତାଙ୍କ ଶୁଟିଂ ସେଡ୍ୟୁଲ ପୂରଣ କରି ମୁମ୍ବାଇ ଫେରିଛନ୍ତି । ଏହାପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଶୁଣିବାକୁ ମିଳିଛି ।

କ୍ରିତିଙ୍କୁ ଶେଷଥର ପାଇଁ ସଞ୍ଜୟ ଦତ୍ତଙ୍କ ଫିଲ୍ମ `ପାନିପତ'ରେ ଦେଖିବାକୁ ମିଳିଥିଲା। ଏବେ ଆଗକୁ ତାଙ୍କର `ମିମି' ଫିଲ୍ମ ଆସୁଛି । ଏହି ଫିଲ୍ମରେ କ୍ରିତିଙ୍କୁ ସରୋଗେଟ ମଦର ଭୂମିକାରେ ଦେଖିବାକୁ ମିଳିବ । ଏଥିରେ ତାଙ୍କ ସହ ପଙ୍କଜ ତ୍ରିପାଠୀ ଏବଂ ସଇ ତମହାନକର ନଜର ଆସିବେ । ଏହା ବ୍ୟତୀତ କ୍ରିତିଙ୍କ ହାତରେ  ପ୍ରଭାସଙ୍କ `ଆଦିପୁରୁଷ' ଏବଂ ଅକ୍ଷୟ କୁମାରଙ୍କ `ବଚ୍ଚନ ପାଣ୍ଡେ' ଭଳି ୨ଟି ବିଗ୍‌ବଜେଟ ମୁଭି ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story