Advertisment

ଶୁଟିଂ ସେଟ୍‌ରେ ଅନୁଭାଙ୍କ କେଉଁ ଜିନିଷ ଉପରେ ଥାଏ ସମସ୍ତଙ୍କ ନଜର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ୟୁଟ୍‌, ସ୍ଲିମ୍‌ ଓ ଷ୍ଟାଇଲିସ୍‌ ଅଭିନେତ୍ରୀ ହେଉଛନ୍ତି ଅନୁଭା ସୌର୍ଯ୍ୟା। ଜବରଦସ୍ତ ଅଭିନୟ କରିବା ସହ ସେ ଭଲ ନାଚି ମଧ୍ୟ ପାରନ୍ତି। ‘ମୁଁ ପ୍ରେମି ମୁଁ ପାଗଳ’ ଫିଲ୍ମ ମାଧ୍ୟମରେ ସେ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ। ତେବେ ସେ ସବୁବେଳେ ଚୁପ୍‌ ଚାପ୍‌ ରହିବାକୁ ପସନ୍ଦ। ବେଶି ମଜାମସ୍ତି କରିବାକୁ ତାଙ୍କୁ ଭଲ ଲାଗେନି। ସେହିପରି ଅନୁଭା ଜଣେ ଖାଦ୍ୟପ୍ରିୟ ଅଭିନେତ୍ରୀ। ପ୍ରାୟ ସମୟରେ ସେ କିଛି ନା କିଛି ଖାଇବାକୁ ପସନ୍ଦ […]

ଅଦ୍ୟତନ ହୋଇଛି
ଶୁଟିଂ ସେଟ୍‌ରେ ଅନୁଭାଙ୍କ କେଉଁ ଜିନିଷ ଉପରେ ଥାଏ ସମସ୍ତଙ୍କ ନଜର

anubha

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ୟୁଟ୍‌, ସ୍ଲିମ୍‌ ଓ ଷ୍ଟାଇଲିସ୍‌ ଅଭିନେତ୍ରୀ ହେଉଛନ୍ତି ଅନୁଭା ସୌର୍ଯ୍ୟା। ଜବରଦସ୍ତ ଅଭିନୟ କରିବା ସହ ସେ ଭଲ ନାଚି ମଧ୍ୟ ପାରନ୍ତି। ‘ମୁଁ ପ୍ରେମି ମୁଁ ପାଗଳ’ ଫିଲ୍ମ ମାଧ୍ୟମରେ ସେ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ। ତେବେ ସେ ସବୁବେଳେ ଚୁପ୍‌ ଚାପ୍‌ ରହିବାକୁ ପସନ୍ଦ। ବେଶି ମଜାମସ୍ତି କରିବାକୁ ତାଙ୍କୁ ଭଲ ଲାଗେନି।

Advertisment

ସେହିପରି ଅନୁଭା ଜଣେ ଖାଦ୍ୟପ୍ରିୟ ଅଭିନେତ୍ରୀ। ପ୍ରାୟ ସମୟରେ ସେ କିଛି ନା କିଛି ଖାଇବାକୁ ପସନ୍ଦ କରନ୍ତି। ଏମିତିକି ଶୁଟିଂ ସେଟ୍‌ରେ ଟିକେ ଫ୍ରି ସମୟ ମିଳିଲେ ସେ କିଛି ନା କିଛି ଖାଆନ୍ତି।

ଥରେ ‘ରେଡ଼ିଓ ଟାଇମ୍‌ ୱିଥ୍‌ ଅନନ୍ୟା’କୁ ଆସି ଅନୁଭା କହିଥିଲେ ଯେ ଯିଏ ତାଙ୍କୁ ଇମ୍ପ୍ରେସ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଢେର୍‌ ସାରା ସ୍ୱାଦିଷ୍ଟ ଖାଦ୍ୟ ଆଣି ଦିଅନ୍ତୁ।

Advertisment

publive-imageଅନୁଭା କହିଥିଲେ ଯେ ସେ ଶୁଟିଂ ସେଟ୍‌କୁ ସବୁବେଳେ ଖାଇବା ନେଇ ଯାଆନ୍ତି। ଏକ ସ୍ୱତନ୍ତ୍ର ବ୍ୟାଗ୍‌ରେ ସେ ଖାଦ୍ୟ ନେଇ ଯାଆନ୍ତି। ଆଉ ଶୁଟିଂ ସେଟ୍‌ରେ ତାଙ୍କର ସେହି ବ୍ୟାଗ୍‌ ଉପରେ ସମସ୍ତଙ୍କ ନଜର ଥାଏ।

ସୂଚନାଯୋଗ୍ୟ, ‘ସ୍ୱିଟ୍‌ ହାର୍ଟ’, ‘ବଜରଙ୍ଗି’, ‘ସାଥି ତୁ ଫେରିଆ’, ‘ରିଭେଞ୍ଜ’ ଓ ‘ମୁଁ ପ୍ରେମି ମୁଁ ପାଗଳ’ ଆଦି ଫିଲ୍ମରେ ଅନୁଭା କାମ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe