Advertisment

ବର୍ଷାଙ୍କୁ ଝୁରୁଛନ୍ତି ଅନୁଭବ !

ବର୍ଷାଙ୍କୁ ଅନୁଭବଙ୍କ ଆବେଗଭରା ଅପିଲ। ପ୍ରେମ କଲେ, ଭଲ ପାଇଲେ, ବାହା ହେଲେ ଏବେ ବିଚ୍ଛେଦ ସୁନିଶ୍ଚିତ। ବାକି ଲାଇଫରେ କିନ୍ତୁ ଆମେ ସମ୍ପର୍କରେ ରହିବା।

Advertisment

ଓଲିଉଡ୍ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପାରିବାରିକ ବିବାଦ ଦୀର୍ଘ ଦିନ ଧରି ଚାଲିଛି। ଏହି ବିବାଦ ଭିତରେ ସୋଶାଲ ମିଡିଆରେ ଆଜି ଏକ ଭାବପ୍ରବଣ ପୋଷ୍ଟ କରିଛନ୍ତି ଅନୁଭବ। ସୋଶାଲ ମିଡିଆରେ ଅନୁଭବ ପତ୍ନୀ ବର୍ଷାଙ୍କ ପାଇଁ ଦେଇଛନ୍ତି ବନ୍ଧୁତାର ସଂଦେଶ। ଅନୁଭବଙ୍କର ଏହି ପୋଷ୍ଟକୁ ଚର୍ଚ୍ଚା ଜୋର ଧରିଛି।

Advertisment
Anubhav Mohanty Barsha-Anubhav Controversy Varsha Priyadarshini
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe