ରାୟ ଏମିତି, ରହିବେ କେମିତି ? | Odisha Reporter
ଏକାଠି ରହିବେନି କି ବିବାହ ବିଚ୍ଛେଦ ହେବନି ! ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କୁ ଅଦାଲତି ଝଟ୍କା। ଅନୁଭବଙ୍କ ବିବାହ ବିଚ୍ଛେଦ ଆବେଦନକୁ ଖାରଜ କଲେ କୋର୍ଟ । ପତ୍ନୀ ବର୍ଷା ମଧ୍ୟ କରିଥିବା ଆବେଦନକୁ ଖାରଜ କଲେ କୋର୍ଟ। ଉଭୟ ଆବେଦନକୁ ଖାରଜ କଲେ କଟକ ପରିବାର ଅଦାଲତ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
