Advertisment

ରାୟ ଏମିତି, ରହିବେ କେମିତି ?

ଉଭୟ ଆବେଦନକୁ ଖାରଜ କଲେ କଟକ ପରିବାର ଅଦାଲତ ।

Advertisment

ଏକାଠି ରହିବେନି କି ବିବାହ ବିଚ୍ଛେଦ ହେବନି ! ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କୁ ଅଦାଲତି ଝଟ୍‌କା। ଅନୁଭବଙ୍କ ବିବାହ ବିଚ୍ଛେଦ ଆବେଦନକୁ ଖାରଜ କଲେ କୋର୍ଟ । ପତ୍ନୀ ବର୍ଷା ମଧ୍ୟ କରିଥିବା ଆବେଦନକୁ ଖାରଜ କଲେ କୋର୍ଟ। ଉଭୟ ଆବେଦନକୁ ଖାରଜ କଲେ କଟକ ପରିବାର ଅଦାଲତ ।

Advertisment
Odisha Anubhav Mohanty Cuttack Varsha Priyadarshini
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe