/odisha-reporter/media/post_attachments/uploads/2016/09/anupam-kher.jpg)
anupam-kher
ନ୍ୟୁୟର୍କ: ଓସ୍କାର ବିଜୟୀ ହଲିଉଡ୍ ଷ୍ଟାର୍ ରୋବର୍ଟ ଡି ନିରୋଙ୍କୁ ଭେଟିଲେ ଅନୁପମ୍ ଖେର୍। ନ୍ୟୁୟର୍କ ଗସ୍ତ ସମୟରେ ଅନୁପମ ତାଙ୍କୁ ଭେଟିଥିଲେ। ଅନୁପମ୍ କହିଛନ୍ତି,“ରୋବର୍ଟଙ୍କୁ ସାକ୍ଷାତ କଲେ ଏକ ଅଲଗା ପ୍ରକାରର ପ୍ରେରଣା ମିଳେ।”
Advertisment
୭୩ ବର୍ଷୀୟ ରୋବର୍ଟ ଡି ନିରୋଙ୍କ ସହ କାମ କରିଛନ୍ତି ଅନୁପମ୍। ୨୦୧୨ରେ ଡାଭିଡ୍ ଓ ରସେଲ୍ଙ୍କ ନିର୍ଦ୍ଦେଶିତ “ସିଲଭର୍ ଲାଇନିଂସ୍ ପ୍ଲେବୁକ୍”ରେ ଅନୁପମ ଏହି ସୁଯୋଗ ପାଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
