Advertisment

ଫଟୋରୁ ଚିହ୍ନନ୍ତୁ ଏହି ଅଭିନେତ୍ରୀ ଜଣକ କିଏ ?

ମୁମ୍ବାଇ: ଆଜି ହେଉଛି ଅନୁଷ୍କା ଶର୍ମାଙ୍କର ୩୧ ତମ ଜନ୍ମଦିନ। ଅନୁଷ୍କା ବଲିଉଡ୍‌ର ବହୁ ଲୋକପ୍ରିୟ ଅଭିନେତ୍ରୀ ଭାବେ ଜଣାଶୁଣା। ୟସ୍‌ରାଜ୍‌ଙ୍କ ଫିଲ୍ମ ‘ରବ୍‌ ନେ ବନାଦି ଯୋଡ଼ି’ରୁ ସେ ତାଙ୍କ ଫିଲ୍ମ ଜୀବନ ଆରମ୍ଭ କରିଥିଲେ। କିନ୍ତୁ ସିନେମା ଜଗତକୁ ଆସିବା ପୂର୍ବରୁ ଅନୁଷ୍କାଙ୍କୁ ବହୁତ ସଂଘର୍ଷ କରିବାକୁ ପଡ଼ିଥିଲା। ସେ ମଡେଲିଙ୍ଗ୍‌ କ୍ୟାରିୟର୍‌ରେ ଲମ୍ବା ସମୟ ବିତାଇଥିଲେ। ଏବେ କିନ୍ତୁ ସେହି  ସମୟର କିଛି ଫଟୋ ଦେଖିଲେ ଆପଣ ତାଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ିବ। […]

ଅଦ୍ୟତନ ହୋଇଛି
ଫଟୋରୁ ଚିହ୍ନନ୍ତୁ ଏହି ଅଭିନେତ୍ରୀ ଜଣକ କିଏ ?

111

Advertisment

ମୁମ୍ବାଇ: ଆଜି ହେଉଛି ଅନୁଷ୍କା ଶର୍ମାଙ୍କର ୩୧ ତମ ଜନ୍ମଦିନ। ଅନୁଷ୍କା ବଲିଉଡ୍‌ର ବହୁ ଲୋକପ୍ରିୟ ଅଭିନେତ୍ରୀ ଭାବେ ଜଣାଶୁଣା। ୟସ୍‌ରାଜ୍‌ଙ୍କ ଫିଲ୍ମ ‘ରବ୍‌ ନେ ବନାଦି ଯୋଡ଼ି’ରୁ ସେ ତାଙ୍କ ଫିଲ୍ମ ଜୀବନ ଆରମ୍ଭ କରିଥିଲେ।

Advertisment

କିନ୍ତୁ ସିନେମା ଜଗତକୁ ଆସିବା ପୂର୍ବରୁ ଅନୁଷ୍କାଙ୍କୁ ବହୁତ ସଂଘର୍ଷ କରିବାକୁ ପଡ଼ିଥିଲା। ସେ ମଡେଲିଙ୍ଗ୍‌ କ୍ୟାରିୟର୍‌ରେ ଲମ୍ବା ସମୟ ବିତାଇଥିଲେ। ଏବେ କିନ୍ତୁ ସେହି  ସମୟର କିଛି ଫଟୋ ଦେଖିଲେ ଆପଣ ତାଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ିବ।

ତେବେ ଦେଖନ୍ତୁ  ସେହି ଫଟୋଗୁଡ଼ିକ।

publive-image

ଏହା ବହୁତ କମ୍‌ ଲୋକ ଜାଣିଛନ୍ତି ଯେ, ଅନୁଷ୍କା ୧୫ ବର୍ଷ ବୟସରୁ ମଡେଲିଙ୍ଗ୍‌ କରିବା ଆରମ୍ଭ କରିଦେଇଥିଲେ।

Advertisment

publive-image

ମଡେଲିଙ୍ଗ୍‌ କ୍ୟାରିୟର୍‌ରେ ମଧ୍ୟ ସେ ୫ ବର୍ଷ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ।

publive-image

ଶାହାରୁଖ୍‌ ଖାନ୍‌ଙ୍କ ସହ ଫିଲ୍ମ କରିବା ତାଙ୍କ ପାଇଁ ସବୁଠୁ ବଡ଼ ବ୍ରେକ୍‌ ଥିଲା।

publive-image

ଅନୁଷ୍କାଙ୍କ ଏହି ଫଟୋ ୨୦୦୭ ମସିହାର।

publive-image

 ଫ୍ୟାଶନ୍‌ ଡିଜାଇନର୍‌ଙ୍କ ଦ୍ୱାରା ଡିଜାଇନ୍‌ କରାଯାଇଥିବା ପୋଷାକ ପିନ୍ଧି ରାମ୍ପ ୱାକ୍‌ କରୁଛନ୍ତି ଅନୁଷ୍କା।

publive-image

ଏହି ଫଟୋ ଦେଖି ଅନୁଷ୍କାଙ୍କୁ ଚିହ୍ନିବା ଟିକେ କଷ୍ଟକର।

publive-image

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe