ଛୁଆକୁ କାହାଠୁ ଦୂରେଇ ରଖିବେ ଅନୁଷ୍କା?

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଗର୍ଭବତୀ ଅଛନ୍ତି । ତାଙ୍କ ପ୍ରେଗ୍ନେନ୍ସିକୁ ନେଇ ସେ ଚର୍ଚ୍ଚାରେ ଥିବା ବେଳେ ପ୍ରତିଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି । ନିକଟରେ ସେ ପ୍ରସିଦ୍ଧ ‘ଭଗ’ ମାଗାଜିନର କଭର ପେଜ ପାଇଁ ଫଟୋ ସୁଟ୍ କରିଛନ୍ତି । ଏହି ଫଟୋକୁ ଅନୁଷ୍କା ତାଙ୍କ ଇନଷ୍ଟାଗ୍ରାଗରେ ଶେଆର କରିଛନ୍ତି । ଏଥିରେ ସେ ନିଜ ବେବି ବମ୍ପକୁ ଫ୍ଲଣ୍ଟ କରି ଠିଆ ହୋଇଥିବା ଦେଖିବାକୁ ମିଳିଛି […]

anushka-1

anushka-1

Madhupriya Mistry
  • Published: Thursday, 31 December 2020
  • Updated: 31 December 2020, 10:02 AM IST

Sports

Latest News

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଗର୍ଭବତୀ ଅଛନ୍ତି । ତାଙ୍କ ପ୍ରେଗ୍ନେନ୍ସିକୁ ନେଇ ସେ ଚର୍ଚ୍ଚାରେ ଥିବା ବେଳେ ପ୍ରତିଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି । ନିକଟରେ ସେ ପ୍ରସିଦ୍ଧ ‘ଭଗ’ ମାଗାଜିନର କଭର ପେଜ ପାଇଁ ଫଟୋ ସୁଟ୍ କରିଛନ୍ତି । ଏହି ଫଟୋକୁ ଅନୁଷ୍କା ତାଙ୍କ ଇନଷ୍ଟାଗ୍ରାଗରେ ଶେଆର କରିଛନ୍ତି । ଏଥିରେ ସେ ନିଜ ବେବି ବମ୍ପକୁ ଫ୍ଲଣ୍ଟ କରି ଠିଆ ହୋଇଥିବା ଦେଖିବାକୁ ମିଳିଛି ।

ଏହି ଫଟୋ ସୁଟ ସମୟରେ ଅନୁଷ୍କା ‘ଭଗ’ ମାଗାଜିନକୁ କହିଛନ୍ତି, ସେ ନିଜ ଛୁଆକୁ ସୋଶାଲ ମିଡଆ ଠାରୁ ଦୂରେଇ ରଖିବେ । ବିରାଟ ଏବଂ ସେ ମିଶି ଏନେଇ  ଖୁବ ଚିନ୍ତା କରିବା ପରେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି । କୌଣସି ବି ଛୁଆକୁ ଅନ୍ୟଠାରୁ ଅଧିକ ସ୍ପେଶାଲ ଅନୁଭବ କରାଇବା ଉଚିତ ନୁହେଁ । ଏହା ଆଗକୁ ଅସୁବିଧାରେ ପକାଇପାରେ । ମଡିଆ ଏବଂ ପବ୍ଲିକଲି ନିଜ ଛୁଆର ଲାଳନ ପାଳନ କରିବା ସେ ଚାହାନ୍ତି ନାହିଁ, ତେଣୁ ଛୁଆକୁ ସୋଶାଲ ମିଡିଆଠାରୁ ଦୂରେଇ ରଖିବାକୁ ଅନୁଷ୍କା ନିଷ୍ପତ୍ତି ନେଇଥିବା କହିଛନ୍ତି ।

ସେ କିଭଳି ବହୁ ଦିନ ପର୍ଯ୍ୟନ୍ତ ଗର୍ଭବତୀ ହେବା ଖବରକୁ ସୋଶାଲ ମିଡିଆଠାରୁ ଦୂରେଇ ରଖିଥିଲେ ସେ ନେଇ ମଧ୍ୟ କହିଛନ୍ତି ଅନୁଷ୍କା। ଲକଡାଉନ ଯୋଗୁଁ ଦୀର୍ଘ ଦିନ ଘରେ ବିତାଇବା ପାଇଁ ମଉକ ମିଳିଥିଲା । ଏହି ସମୟରେ କେହି ମଧ୍ୟ ତାଙ୍କ ଗର୍ଭବତୀ ହେବା ଖବର ଜାଣି ପାରିନଥିଲେ । ସେ ମଧ୍ୟ ନିଜ ପ୍ରେଗ୍ନେନ୍ସି ଖବରକୁ ସମସ୍ତଙ୍କଠାରୁ ସିକ୍ରେଟ ରଖିବା ପାଇଁ ଚାହୁଥିଲେ ବୋଲି ଅନୁଷ୍କା କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ମୁଁ ଆଉ ବିରାଟ ପଶୁ ପ୍ରେମୀ । ଆମେ ପୁଶ ପକ୍ଷୀଙ୍କୁ ଭଲପାଉ । ମୁଁ ଚାହୁଁଛି ମୋ ଛୁଆ ଭିତରେ ମଧ୍ୟ ଏହି ସବୁ ଗୁଣ ରହୁ, ସେ ମଧ୍ୟ ଏହି ବଣ୍ଡିଂକୁ ଅନୁଭବ କରୁ । ଏହା ଆମ ଜୀବନର ଏବଂ ବଡ ପରିବର୍ତ୍ତନ ବୋଲି ସାକ୍ଷାତକାରରେ ଅଭିନେତ୍ରୀ ଅନୁଷ୍କା କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story