ବିରାଟଙ୍କ କେଶ କାଟିଲେ ଅନୁଷ୍କା, ଭିଡିଓ ଭାଇରାଲ...

ମୁମ୍ବାଇ: କରୋନା କବଳରୁ ରକ୍ଷା ପାଇବାକୁ ସମସ୍ତେ ବର୍ତ୍ତମାନ ନିଜ ନିଜ ଘରେ ରହୁଛନ୍ତି। ଅତ୍ୟାବଶ୍ୟକ ଜିନିଷ ସଂଗ୍ରହ କରି ରଖୁଛନ୍ତି। ଜରୁରୀ ନ ପଡ଼ିଲେ ଘରୁ ବାହାରକୁ ପାଦ କାଢ଼ୁନାହାନ୍ତି। ଯେତିକି ଅଛି, ସେତିକିରେ ଚଳୁଛନ୍ତି। ବଲିଉଡ୍ ସେଲିବ୍ରେଟିମାନେ ମଧ୍ୟ ମୋଦୀଙ୍କ ଲକ୍‌ଡାଉନ୍ ନିର୍ଦ୍ଦେଶକୁ ପାଳନ କରି ଘରେ ରହୁଛନ୍ତି। ଲକ୍‌ଡାଉନ୍ ବେଳେ ଘରେ ରହି ମଧ୍ୟ ସେଲିବ୍ରିଟିମାନେ ସୋଶାଲ ମିଡିଆ ଯୋଗେ ଫ୍ୟାନମାନଙ୍କ ସହ ଯୋଡ଼ିହୋଇ ରହିଛନ୍ତି। ତେବେ ନିକଟରେ ବିରୁଷ୍କାଙ୍କ ଏକ ଭିଡିଓ […]

virushka

virushka

Biswobandita Swain
  • Published: Saturday, 28 March 2020
  • Updated: 28 March 2020, 05:04 PM IST

ମୁମ୍ବାଇ: କରୋନା କବଳରୁ ରକ୍ଷା ପାଇବାକୁ ସମସ୍ତେ ବର୍ତ୍ତମାନ ନିଜ ନିଜ ଘରେ ରହୁଛନ୍ତି। ଅତ୍ୟାବଶ୍ୟକ ଜିନିଷ ସଂଗ୍ରହ କରି ରଖୁଛନ୍ତି। ଜରୁରୀ ନ ପଡ଼ିଲେ ଘରୁ ବାହାରକୁ ପାଦ କାଢ଼ୁନାହାନ୍ତି। ଯେତିକି ଅଛି, ସେତିକିରେ ଚଳୁଛନ୍ତି। ବଲିଉଡ୍ ସେଲିବ୍ରେଟିମାନେ ମଧ୍ୟ ମୋଦୀଙ୍କ ଲକ୍‌ଡାଉନ୍ ନିର୍ଦ୍ଦେଶକୁ ପାଳନ କରି ଘରେ ରହୁଛନ୍ତି।

ଲକ୍‌ଡାଉନ୍ ବେଳେ ଘରେ ରହି ମଧ୍ୟ ସେଲିବ୍ରିଟିମାନେ ସୋଶାଲ ମିଡିଆ ଯୋଗେ ଫ୍ୟାନମାନଙ୍କ ସହ ଯୋଡ଼ିହୋଇ ରହିଛନ୍ତି। ତେବେ ନିକଟରେ ବିରୁଷ୍କାଙ୍କ ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ବଲିଉଡ୍ ନାୟିକା ଅନୁଷ୍କା ଶର୍ମା ନିଜ ସ୍ୱାମୀ ତଥା ଲୋକପ୍ରିୟ କ୍ରିକେଟର ବିରାଟ କୋହଲିଙ୍କ କେଶ କାଟୁଥିବା ଦେଖିବାକୁ ମିଳିଛି।

https://www.instagram.com/p/B-Q8gWZpYPw/?utm_source=ig_web_copy_link

ଭିଡିଓଟିକୁ ଅନୁଷ୍କା ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶେୟାର କରିଛନ୍ତି। ଏହାସହ କ୍ୟାପସନରେ ଲେଖିଛନ୍ତି, ଏକାନ୍ତବାସ ସମୟରେ ଘରେ ଏହି କାମ ଚାଲିଛି...। ସେହିପରି ଲକ୍‌ଡାଉନ୍ ସମୟରେ ମୋ ପତ୍ନୀ ମୋ କେଶ କାଟି ଦେଉଛନ୍ତି ବୋଲି ବିରାଟ ଭିଡିଓରେ କହୁଛନ୍ତି।

https://www.instagram.com/p/B9_QRsTp0qK/?utm_source=ig_web_copy_link

ବିରୁଷ୍କାଙ୍କ ଏହି ଭିଡିଓଟି ଫ୍ୟାନମାନଙ୍କୁ ବେଶ ପସନ୍ଦ ଆସିଛି। ଏହାକୁ ଅନେକ ସଂଖ୍ୟାରେ ଲାଇକ, କମେଣ୍ଟ ଓ ଭ୍ୟୁ ମିଳିଚାଲିଛି।

https://www.instagram.com/p/B-JKXK0Jtt6/?utm_source=ig_web_copy_link

ସୂଚନାଯୋଗ୍ୟ, ଦେଶରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୪୯ଟି ନୂଆ କରୋନା ମାମଲା ରୁଜୁ ହୋଇଛି। ଏହାସହ ଭାରତରେ ଏହି ଭୂତାଣୁ ଦ୍ୱାରା ପୀଡ଼ିତ ଲୋକଙ୍କ ସଂଖ୍ୟା ୯୨୨କୁ ବୃଦ୍ଧି ପାଇଛି। କୋଭିଡ୍-୧୯ ଯୋଗୁ ସାରା ଦେଶରେ ଏପର୍ଯ୍ୟନ୍ତ ୨୦ଜଣ ପ୍ରାଣ ହରାଇଛନ୍ତି। ଅନ୍ୟପଟେ ଓଡ଼ିଶାରେ ମଧ୍ୟ ୩ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story