ବଡ ପରଦାରେ ଏକାଠି ହେବେ ଦେଓଲ ପରିବାରର ୩ ପିଢ଼ି

ମୁମ୍ବାଇ: ଖୁବ୍ ଶୀଘ୍ର ବଡ ପରଦାରେ ଦେଓଲ ପରିବାରର ୩ ପିଢ଼ିଙ୍କୁ ଏକାଠି ଦେଖିବାକୁ ମିଳିବ । ଗୋଟିଏ ଫିଲ୍ମରେ ନଜର ଆସିବେ ଧର୍ମେନ୍ଦ୍ର, ସନ୍ନି ଦେଓଲ, ବବି ଦେଓଲ ଏବଂ କରଣ ଦେଓଲ । ଏନେଇ ବଲିଉଡର ହି ମ୍ୟାନ୍ ଧର୍ମେନ୍ଦ୍ର ଘୋଷଣା କରିଛନ୍ତି । ପାରିବାରିକ ଡ୍ରାମା ଉପରେ ଆଧାରିତ ଫିଲ୍ମ ‘ଅପନେ’ର ଆସିବ ସିକ୍ୱେଲ । ନିର୍ମାଣ ହେବ ‘ଅପନେ-୨’।  ବଲିଉଡର ଭେଟେରାନ ଅଭିନେତା ଧର୍ମେନ୍ଦ୍ର ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି […]

apne..

apne..

Madhupriya Mistry
  • Published: Monday, 30 November 2020
  • Updated: 30 November 2020, 04:00 PM IST

Sports

Latest News

ମୁମ୍ବାଇ: ଖୁବ୍ ଶୀଘ୍ର ବଡ ପରଦାରେ ଦେଓଲ ପରିବାରର ୩ ପିଢ଼ିଙ୍କୁ ଏକାଠି ଦେଖିବାକୁ ମିଳିବ । ଗୋଟିଏ ଫିଲ୍ମରେ ନଜର ଆସିବେ ଧର୍ମେନ୍ଦ୍ର, ସନ୍ନି ଦେଓଲ, ବବି ଦେଓଲ ଏବଂ କରଣ ଦେଓଲ । ଏନେଇ ବଲିଉଡର ହି ମ୍ୟାନ୍ ଧର୍ମେନ୍ଦ୍ର ଘୋଷଣା କରିଛନ୍ତି ।

ପାରିବାରିକ ଡ୍ରାମା ଉପରେ ଆଧାରିତ ଫିଲ୍ମ ‘ଅପନେ’ର ଆସିବ ସିକ୍ୱେଲ । ନିର୍ମାଣ ହେବ ‘ଅପନେ-୨’।  ବଲିଉଡର ଭେଟେରାନ ଅଭିନେତା ଧର୍ମେନ୍ଦ୍ର ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି । ଆଧୁନିକ ଯୁଗର ଯୁବପିଢ଼ି ଉପରେ ଫିଲ୍ମଟି ଆଧାରିତ ହେବ । ଆସନ୍ତା ବର୍ଷ ଦୀପାବଳିରେ ଫିଲ୍ମ ରିଲିଜ ହେବ ବୋଲି ଧର୍ମେନ୍ଦ୍ର ସୂଚନା ଦେଇଛନ୍ତି ।

ଅନିଲ ଶର୍ମାଙ୍କ ନିର୍ଦ୍ଦେଶନାରେ ଏହି ବିଗ୍ ବଜେଟ୍ ଫିଲ୍ମ ତିଆରି ହେବ । ଏଥିରେ ବବି, ସନ୍ନି ଏବଂ ଧର୍ମେନ୍ଦ୍ରଙ୍କ ସମେତ ସନ୍ନି ଦେଓଲଙ୍କ ପୁଅ କରନ ଦେଓଲଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଗତବର୍ଷ ରିଲିଜ ହୋଇଥିବା ଫିଲ୍ମ ‘ପଲ୍ ପଲ୍ ଦିଲ୍ କେ ପାସ’ରୁ କରନ ବଲିଉଡରେ ଡେବ୍ୟୁ କରିଥିଲେ ।

ସୂଚନାଯୋଗ୍ୟ ଯେ, ୨୦୦୭ରେ ରିଲିଜ ହୋଇଥିବା ଫିଲ୍ମ ‘ଅପନେ’ରେ ଧର୍ମେନ୍ଦ୍ରଙ୍କ ସମେତ ବବି ଦେଓଲ ଓ ସନ୍ନି ଦେଓଲଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ସେହି ସମୟରେ ଫିଲ୍ମଟି ହିଟ୍ ହେବା ସହ ବକ୍ସ ଅଫିସରେ ଭଲ ବ୍ୟବସାୟ ମଧ୍ୟ କରିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story