ସଲ୍‌ମାନ୍‌ଙ୍କ ଘରେ ବାଜିବ ସାହାନାଇ!  

ମୁମ୍ବାଇ: ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନ୍‌ସଙ୍କ ନିର୍ବନ୍ଧ ପରେ ଆଗକୁ ଆସୁଛି ଦୀପିକା-ରଣବୀର୍‌ଙ୍କ ବାହାଘର। ଏହାରି ଭିତରେ କିନ୍ତୁ ବଲିଉଡ୍‌ରେ ଆଉ ଜଣେ ନାମୀ ସେଲିବ୍ରିଟିଙ୍କ ବାହାଘର ସମ୍ପର୍କରେ ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ଏହି ସାହାନାଇ ଆଉ କେଉଁଠି ନୁହେଁ, ବରଂ ‘ଦବଙ୍ଗ୍’ ଖାନ୍‌ ଘରେ ହିଁ ବାଜିବ। ଆପଣ ଭାବୁଥିବେ, ଏଯାଏ ବ୍ୟାଚ୍‌ଲର୍ ଥିବା ସଲମାନ୍ ବୋଧହୁଏ ଖୁବଶୀଘ୍ର ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ପ୍ରକୃତ କଥାଟି ତାହା ନୁହେଁ। […]

saluu

saluu

Abinash Pati
  • Published: Sunday, 19 August 2018
  • Updated: 19 August 2018, 02:33 AM IST

Sports

Latest News

ମୁମ୍ବାଇ: ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନ୍‌ସଙ୍କ ନିର୍ବନ୍ଧ ପରେ ଆଗକୁ ଆସୁଛି ଦୀପିକା-ରଣବୀର୍‌ଙ୍କ ବାହାଘର। ଏହାରି ଭିତରେ କିନ୍ତୁ ବଲିଉଡ୍‌ରେ ଆଉ ଜଣେ ନାମୀ ସେଲିବ୍ରିଟିଙ୍କ ବାହାଘର ସମ୍ପର୍କରେ ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, ଏହି ସାହାନାଇ ଆଉ କେଉଁଠି ନୁହେଁ, ବରଂ ‘ଦବଙ୍ଗ୍’ ଖାନ୍‌ ଘରେ ହିଁ ବାଜିବ।

ଆପଣ ଭାବୁଥିବେ, ଏଯାଏ ବ୍ୟାଚ୍‌ଲର୍ ଥିବା ସଲମାନ୍ ବୋଧହୁଏ ଖୁବଶୀଘ୍ର ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ପ୍ରକୃତ କଥାଟି ତାହା ନୁହେଁ। ବାସ୍ତବରେ, ସଲମାନ୍‌ଙ୍କ ଭାଇ ଅର୍‌ବାଜ୍‌ ଖାନ୍‌ ନିଜ ଗାର୍ଲଫ୍ରେଣ୍ଡ୍‌ଙ୍କୁ ବିବାହ କରୁଥିବାର ଖବର ଏବେ ଚର୍ଚ୍ଚାକୁ ଆସିଛି ।

ଅର୍‌ବାଜ୍‌ ଗତ କିଛି ମାସ ଧରି ମଡେଲ୍‌ ଜର୍ଜିୟା ଏଣ୍ଡ୍ରିଆନିଙ୍କୁ ଡେଟ୍‌ କରୁଛନ୍ତି। ଦୁହିଁଙ୍କୁ ଅନେକ ଥର ସାର୍ବଜନୀନ ସ୍ଥାନରେ ଏକାଠି ଦେଖିବାକୁ ମିଳିଛି। କିଛି ଦିନ ତଳେ ଅର୍‌ବାଜ୍‌ ନିଜ ୫୧ତମ ଜନ୍ମଦିନ ଜର୍ଜିୟାଙ୍କ ସହ ପାଳିଥିଲେ। ଜର୍ଜିୟା ଦୁହିଁଙ୍କ ଫଟୋକୁ ସୋଶାଲ୍‌ ମିଡିଆରେ ମଧ୍ୟ ପୋଷ୍ଟ୍‌ କରିଥିଲେ।

ଅର୍‌ବାଜ୍‌ ୨ ବର୍ଷ ପୂର୍ବେ ମଲାଇକା ଅରୋରାଙ୍କୁ ଛାଡ଼ପତ୍ର ଦେଇ ନିଜ ୧୮ ବର୍ଷର ବୈବାହିକ ସମ୍ପର୍କ ଭାଙ୍ଗି ଦେଇଥିଲେ। ତେବେ ତାଙ୍କର ଏହି ଦ୍ୱିତୀୟ ବିବାହ ସମ୍ପର୍କରେ ଅର୍‌ବାଜ୍‌ ଓ ତାଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ଅରବାଜ୍‌ ଓ ମଲାଇକାଙ୍କର ଜଣେ ପୁଅ ମଧ୍ୟ ରହିଛି। ପୁଅର ନାଁ ହେଉଛି ଆର୍‌ହାନ୍‌, ଯିଏ ଏବେ ମା’ ମଲାଇକାଙ୍କ ସହ ରହୁଛି।

ଅଭିନେତା ଭାବେ ବିଶେଷ କିଛି କମାଲ୍ କରି ପାରି ନଥିବା ଅରବାଜ୍‌ ସଲମାନ୍‌ ଖାନ୍‌ ଷ୍ଟାରର୍‌ ‘ଦବଙ୍ଗ’ର ପ୍ରଯୋଜକ ଥିଲେ। ଆଇପିଏଲ୍‌ର ମ୍ୟାଚ୍‌ ଫିକ୍ସିଂରେ ସଂପୃକ୍ତ ଥିବା ଅଭିଯୋଗରେ ଅର୍‌ବାଜ୍‌ଙ୍କୁ ମୁମ୍ବାଇ ପୁଲିସ୍ କିଛି ଦିନ ପୂର୍ବେ ଜେରା କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story