Advertisment

୩ଲକ୍ଷ ଟଙ୍କା ଦାନ କଲେ ଅର୍ଦ୍ଧେନ୍ଦୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ବର୍ଗର ଲୋକେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଅର୍ଥ ଦେଉଛନ୍ତି। ଆଉ ଏବେ ଏଥିରେ ସାମିଲ ହୋଇଛନ୍ତି ଓଲିଉଡ ଅଭିନେତା ତଥା ପ୍ରଦୀପ ମହାରଥୀଙ୍କ ଜ୍ୱାଇଁ ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ। ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩ ଲକ୍ଷ ଟଙ୍କା ଦେଇଛନ୍ତି।  ଯାହାର ଫଟୋ ସେ ତାଙ୍କ ସୋଶାଲ୍‌ ମିଡିଆରେ ଶେଆର କରିଛନ୍ତି। ଏହି ଫଟୋରେ ଅର୍ଦ୍ଧେନ୍ଦୁଙ୍କ ସହ ତାଙ୍କ ଡାକ୍ତରୀ ପତ୍ନୀ ପଲ୍ଲବୀ […]

ଅଦ୍ୟତନ ହୋଇଛି
୩ଲକ୍ଷ ଟଙ୍କା ଦାନ କଲେ ଅର୍ଦ୍ଧେନ୍ଦୁ

maha

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ବର୍ଗର ଲୋକେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଅର୍ଥ ଦେଉଛନ୍ତି। ଆଉ ଏବେ ଏଥିରେ ସାମିଲ ହୋଇଛନ୍ତି ଓଲିଉଡ ଅଭିନେତା ତଥା ପ୍ରଦୀପ ମହାରଥୀଙ୍କ ଜ୍ୱାଇଁ ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ।

Advertisment

ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩ ଲକ୍ଷ ଟଙ୍କା ଦେଇଛନ୍ତି।  ଯାହାର ଫଟୋ ସେ ତାଙ୍କ ସୋଶାଲ୍‌ ମିଡିଆରେ ଶେଆର କରିଛନ୍ତି। ଏହି ଫଟୋରେ ଅର୍ଦ୍ଧେନ୍ଦୁଙ୍କ ସହ ତାଙ୍କ ଡାକ୍ତରୀ ପତ୍ନୀ ପଲ୍ଲବୀ ମହାରଥୀଙ୍କୁ ଦେଖିବାକୁ ମିଳୁଛି। ଅର୍ଦ୍ଧେନ୍ଦୁ ଫଟୋରେ ସହ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କୁ ୩ଲକ୍ଷର ଚେକ୍‌ ଦେଉଥିବା ଦେଖିବାକୁ ମିଳିଛି।

ଫେସ୍‌ବୁକ୍‌ରେ ଏହି ଫଟୋ ଶେଆର କରି ଅର୍ଦ୍ଧେନ୍ଦୁ ଲେଖିଛନ୍ତି, ଚାଲ କରୋନା ବିରୋଧୀ ଲଢେଇରେ ଜିତିବା। ଅର୍ଦ୍ଧେନ୍ଦୁଙ୍କ ଏହି ସହଯୋଗ ପାଇଁ ତାଙ୍କ ପ୍ରଶଂସକ ମାନେ ତାଙ୍କୁ ଢେର୍‌ ପ୍ରଶଂସା କରିଛନ୍ତି।

Advertisment

ପୂର୍ବରୁ ଓଲିଉଡ୍‌ ଅଭିନେତା ସବ୍ୟସଚ୍ଚୀ ମିଶ୍ର ୧ଲକ୍ଷ ଟଙ୍କା ଦେଇଥିବା ବେଳେ ଆଇଟମ୍‌ ଗର୍ଲ ରାନୀ ପଣ୍ଡା ୫୦ହଜାର ଟଙ୍କା ଦାନ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe