Advertisment

ଚାହତ୍ ଓ ମିକାଙ୍କ 'କ୍ୱାରେଣ୍ଟାଇନ୍ ଲଭ୍'

ମୁମ୍ବାଇ: ଅଭିନେତ୍ରୀ ଚାହତ୍ ଖାନ୍ନାଙ୍କ ସହ ଲୋକପ୍ରିୟ ଗାୟକ ମିକା ସିଂହ ଆଜିକାଲି ରହୁଛନ୍ତି ଚର୍ଚ୍ଚାରେ। ତେବେ ସେମାନଙ୍କ ସୋଶାଲ ମିଡିଆରେ ପୋଷ୍ଟ ଯୋଗୁ ଏତେ ସବୁ ଚର୍ଚ୍ଚା ଚାଲିଛି। ବାସ୍ତବରେ, ଉଭୟଙ୍କ ‘କ୍ୱାରେଣ୍ଟାଇନ୍ ଲଭ୍‌’କୁ ଦେଖିଲେ ଅନୁମାନ କରାଯାଉଛି ଯେ ସେମାନେ ପରସ୍ପରକୁ ଡେଟ୍ କରୁଛନ୍ତି। https://www.instagram.com/p/B-zjetVnhHm/?utm_source=ig_web_copy_link ହେଲେ ନିକଟରେ ଚାହତ୍ ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏ ସବୁ କେବଳ ତାଙ୍କର ଅପକମିଂ ମ୍ୟୁଜିକ୍ ଆଲବମ୍ ‘କ୍ୱାରେଣ୍ଟାଇନ୍ ଲଭ୍’କୁ ପ୍ରମୋଟ୍ କରିବା ପାଇଁ ବୋଲି […]

ଅଦ୍ୟତନ ହୋଇଛି
ଚାହତ୍ ଓ ମିକାଙ୍କ 'କ୍ୱାରେଣ୍ଟାଇନ୍ ଲଭ୍'

mika singh and chahat

Advertisment
ମୁମ୍ବାଇ: ଅଭିନେତ୍ରୀ ଚାହତ୍ ଖାନ୍ନାଙ୍କ ସହ ଲୋକପ୍ରିୟ ଗାୟକ ମିକା ସିଂହ ଆଜିକାଲି ରହୁଛନ୍ତି ଚର୍ଚ୍ଚାରେ। ତେବେ ସେମାନଙ୍କ ସୋଶାଲ ମିଡିଆରେ ପୋଷ୍ଟ ଯୋଗୁ ଏତେ ସବୁ ଚର୍ଚ୍ଚା ଚାଲିଛି। ବାସ୍ତବରେ, ଉଭୟଙ୍କ ‘କ୍ୱାରେଣ୍ଟାଇନ୍ ଲଭ୍‌’କୁ ଦେଖିଲେ ଅନୁମାନ କରାଯାଉଛି ଯେ ସେମାନେ ପରସ୍ପରକୁ ଡେଟ୍ କରୁଛନ୍ତି।
Advertisment

https://www.instagram.com/p/B-zjetVnhHm/?utm_source=ig_web_copy_link

ହେଲେ ନିକଟରେ ଚାହତ୍ ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏ ସବୁ କେବଳ ତାଙ୍କର ଅପକମିଂ ମ୍ୟୁଜିକ୍ ଆଲବମ୍ 'କ୍ୱାରେଣ୍ଟାଇନ୍ ଲଭ୍'କୁ ପ୍ରମୋଟ୍ କରିବା ପାଇଁ ବୋଲି ସେ କହିଛନ୍ତି | ସେ କହିଛନ୍ତି, "ଲୋକମାନେ ମୋ ମୁଣ୍ଡ ଖାଉଛନ୍ତି। ବାସ୍ତବରେ ଲୋକମାନେ କହୁଛନ୍ତି ମିକାଙ୍କୁ ଡେଟ୍ କରନ୍ତୁ ନାହିଁ! ସେ ଆମର ହୃଦୟ ଭାଙ୍ଗିଛନ୍ତି।"
View this post on Instagram

Lets be someone’s quarantine, Glad we found each other in this lockdown #quarantinelove ❤️🌈 @mikasingh #learningmusic

A post shared by CK (@chahattkhanna) on

Advertisment
ଚାହତ୍ ପୁଣି କହିଛନ୍ତି, ମିକା ସିଂହଙ୍କ ସହ ତାଙ୍କ ଯୋଡ଼ିକୁ ଅନେକ ପ୍ରଶଂସକ ବହୁତ ପସନ୍ଦ ମଧ୍ୟ କରନ୍ତି। ସେ ଏକ ସାକ୍ଷାତକାରରେ ଏହା କହିଥିଲେ। ସୂଚନା ଯେ, ଚାହତ୍ ଖାନ୍ନା ଏବଂ ମିକା ସିଂଙ୍କ ନୂତନ ଗୀତ 'କ୍ୱାରାଣ୍ଟାଇନ୍ ଲଭ୍' ଖୁବଶୀଘ୍ର ରିଲିଜ୍ ହେବାକୁ ଯାଉଛି।
View this post on Instagram

Twinning with 🖤 @mikasingh #quarantinelove #love #chahattkhanna

A post shared by CK (@chahattkhanna) on

ଏହି ଗୀତ ବିଷୟରେ ଚାହତ୍ କହିଛନ୍ତି, "ଆମେ ଏହି ଗୀତକୁ ଘରେ ଶୁଟ୍ କରିଛୁ। ବାସ୍ତବରେ ଆମେ ଦୁହେଁ ପଡ଼ୋଶୀ। ମୋତେ କେବଳ ମିକାଙ୍କ ଘରକୁ ଯିବାକୁ ପଡ଼ୁଥିଲା। ଆମେ ଦୁହେଁ ଫୋନର କ୍ୟାମେରା ସାହାଯ୍ୟରେ ଶୁଟିଂ କରିଛୁ। ଲୋକମାନେ ଜାଣନ୍ତି ନାହିଁ ଯେ ମୁଁ ଏହି ଗୀତକୁ ପ୍ରମୋସନ କରୁଛି। ସେମାନେ ଭାବୁଛନ୍ତି,  ଆମେ ଡେଟ୍ କରୁଛୁ।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe