ସାଇକେଲ୍‌ରେ ଶିବାନୀଙ୍କୁ ଦିଲ୍ଲୀ ବୁଲାଉଛନ୍ତି ଅରିନ୍ଦମ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ନୂଆଦିଲ୍ଲୀର ଗଳିକନ୍ଦିରେ ସାଇକେଲ୍‌ ଧରି ବୁଲୁଛନ୍ତି ଅରିନ୍ଦମ। ସେ ଏକା ବୁଲୁ ନାହାନ୍ତି, ସାଙ୍ଗରେ ଅଭିନେତ୍ରୀ ଶିବାନୀ ମଧ୍ୟ ଅଛନ୍ତି। ସାଇକେଲ୍‌ର ଆଗରେ ନାଲି ରଙ୍ଗର ସାଲୱାର ପିନ୍ଧି ସେ ହସୁଛନ୍ତି। କାହିଁକି ବା ନ ହସିବେ ! ଅରିନ୍ଦମ ଯେ ତାଙ୍କୁ କହୁଛନ୍ତି ‘ତୁ ହେଇଯା ମୋ ପାଇଁ ଦିଲ୍ଲୀ କି ଗଲି’।… ଏହାକୁ ପଢ଼ି କିଛି ବୁଝି ପାରିଲେ ନା ନାହିଁ? ହଁ, ଆପଣ ଯାହା ଭାବୁଛନ୍ତି ସେୟା। ଏହା […]

arindam

arindam

Biswobandita Swain
  • Published: Friday, 06 September 2019
  • Updated: 06 September 2019, 12:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ନୂଆଦିଲ୍ଲୀର ଗଳିକନ୍ଦିରେ ସାଇକେଲ୍‌ ଧରି ବୁଲୁଛନ୍ତି ଅରିନ୍ଦମ। ସେ ଏକା ବୁଲୁ ନାହାନ୍ତି, ସାଙ୍ଗରେ ଅଭିନେତ୍ରୀ ଶିବାନୀ ମଧ୍ୟ ଅଛନ୍ତି। ସାଇକେଲ୍‌ର ଆଗରେ ନାଲି ରଙ୍ଗର ସାଲୱାର ପିନ୍ଧି ସେ ହସୁଛନ୍ତି। କାହିଁକି ବା ନ ହସିବେ ! ଅରିନ୍ଦମ ଯେ ତାଙ୍କୁ କହୁଛନ୍ତି ‘ତୁ ହେଇଯା ମୋ ପାଇଁ ଦିଲ୍ଲୀ କି ଗଲି’।... ଏହାକୁ ପଢ଼ି କିଛି ବୁଝି ପାରିଲେ ନା ନାହିଁ? ହଁ, ଆପଣ ଯାହା ଭାବୁଛନ୍ତି ସେୟା। ଏହା ହେଉଛି ସେମାନଙ୍କ ଅପ୍‌କମିଂ ଫିଲ୍ମ ‘ବାବୁ ଭାଇଜାନ୍‌’ର ଏକ ସିନ୍‌। ଏହି ଫିଲ୍ମରେ ଥିବା ରୋମାଣ୍ଟିକ୍‌ ଗୀତ ‘ତୁ ହେଇଯା ମୋ ପାଇଁ ଦିଲ୍ଲୀ କି ଗଲି’ର ଶୁଟିଂ ଦିଲ୍ଲୀରେ ହୋଇଥିଲା। ଆଉ ସେଥିରେ ଅରିନ୍ଦମ ଓ ଶିବାନୀ ସେଠାରେ ଏମିତି ସାଇକେଲ୍‌ରେ ବୁଲିଥିଲେ। ଏହି ରୋମାଣ୍ଟିକ୍‌ ଗୀତର କୋରିଓଗ୍ରାଫି କରିଛନ୍ତି ଗିରୀଶ ମହାନ୍ତି।

‘ବାବୁ ଭାଇଜାନ୍‌’ ଦଶହରାରେ ରିଲିଜ୍‌ ହେବ। ଏଥିରେ ପ୍ରଥମ ଥର ପାଇଁ ଅରିନ୍ଦମ ଓ ଶିବାନୀ ଏକାଠି ଅଭିନୟ କରୁଛନ୍ତି। ଫିଲ୍ମଟି ବାଲେଶ୍ୱରର ଉଦ୍ୟୋଗପତି ଅବଦୁଲ ଅମିନ୍‌ ଖାନ୍‌ଙ୍କ ଜୀବନୀକୁ ନେଇ ଫିଲ୍ମଟି ନିର୍ମାଣ ହେଉଛି। ଅବଦୁଲ୍‌ ତାଙ୍କ ଜୀବନରେ ଅନେକ ସଂଘର୍ଷ କରିଛନ୍ତି। ସିଲେଇ କରି ସେ କେମିତି ବାଲେଶ୍ୱରରୁ ଦିଲ୍ଲୀ ପହଞ୍ଚି ଜଣେ ଉଦ୍ୟୋଗପତି ହୋଇପାରିଲେ, ତାକୁ ନେଇ କାହଣୀ ଗତିଶୀଳ ହୋଇଛି।

‘ଖ୍ୱାଜା ଗରିବ୍ ନୱାଜ୍‌’ ପ୍ରଡକ୍ସନ୍‌ ନିବେଦିତ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ତାପସ ସରଘରିଆ। ସଂଳାପ ରଚନା କରିଛନ୍ତି ଦେବୀଦତ୍ତ ମହାନ୍ତି ଏବଂ ସନ୍ତୋଷ ନାରାୟଣ। ସ୍ୱର ସଂଯୋଜନା କରିଛନ୍ତି ମଳୟ ମିଶ୍ର। ଫିଲ୍ମରେ ଅନ୍ୟ କଳାକାରଙ୍କ ମଧ୍ୟରେ ସାମିଲ୍‌ ଅଛନ୍ତି ମିହିର୍‌ ଦାସ, ସମରେଶ, ବବି ମିଶ୍ର, ଚୌଧୁରୀ ବିକାଶ ଦାସ, ବିଦୁସ୍ମିତା, ପ୍ରଦ୍ୟୁମ୍ନ ଲେଙ୍କା ଓ ଦୀପକ ମିଶ୍ର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story