Advertisment

ଆସୁଛି ଅର୍ଜୁନ୍‌ କପୁର୍‌ଙ୍କ ଫିଲ୍ମ ‘ଇଣ୍ଡିଆସ୍‌ ମୋଷ୍ଟ ୱାଣ୍ଟେଡ୍‌’

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅର୍ଜୁନ କପୁର୍‌ ଏବେ ଫିଲ୍ମ “ଇଣ୍ଡିଆସ୍‌ ମୋଷ୍ଟ ୱାଣ୍ଟେଡ୍‌”ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମଟି ଇଣ୍ଟିଆନ୍‌ ମୁଜାହିଦିନ୍‌ ଆତଙ୍କବାଦୀଙ୍କ ଉପରେ ତିଆରି ହୋଇଛି। ଏହି ଫିଲ୍ମରେ ଅର୍ଜୁନ୍‌ କପୁର୍‌ ଏକ ଖାସ୍‌ ଚରିତ୍ରରେ ଅଭିନୟ କରୁଛନ୍ତି। ଫିଲ୍ମଟି ଚଳିତ ବର୍ଷ ୨୪ ମେ’ରେ ରିଲିଜ୍‌ ହେବ ବୋଲି କୁହାଯାଉଛି। ରାଜ୍‌ କୁମାର୍‌ ଗୁପ୍ତା ଏହି ଫିଲ୍ମର ନିର୍ଦ୍ଦେଶକ ଅଛନ୍ତି। ଅମିତ୍‌ ତ୍ରିବେଦୀ ଏହାର ସଙ୍ଗୀତ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି। https://www.instagram.com/p/BwQ0kHmgwiY/?utm_source=ig_web_copy_link ଏକ ଆତଙ୍କବାଦୀ […]

ଅଦ୍ୟତନ ହୋଇଛି
ଆସୁଛି ଅର୍ଜୁନ୍‌ କପୁର୍‌ଙ୍କ ଫିଲ୍ମ ‘ଇଣ୍ଡିଆସ୍‌ ମୋଷ୍ଟ ୱାଣ୍ଟେଡ୍‌’

a111

Advertisment

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅର୍ଜୁନ କପୁର୍‌ ଏବେ ଫିଲ୍ମ “ଇଣ୍ଡିଆସ୍‌ ମୋଷ୍ଟ ୱାଣ୍ଟେଡ୍‌”ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମଟି ଇଣ୍ଟିଆନ୍‌ ମୁଜାହିଦିନ୍‌ ଆତଙ୍କବାଦୀଙ୍କ ଉପରେ ତିଆରି ହୋଇଛି। ଏହି ଫିଲ୍ମରେ ଅର୍ଜୁନ୍‌ କପୁର୍‌ ଏକ ଖାସ୍‌ ଚରିତ୍ରରେ ଅଭିନୟ କରୁଛନ୍ତି। ଫିଲ୍ମଟି ଚଳିତ ବର୍ଷ ୨୪ ମେ’ରେ ରିଲିଜ୍‌ ହେବ ବୋଲି କୁହାଯାଉଛି। ରାଜ୍‌ କୁମାର୍‌ ଗୁପ୍ତା ଏହି ଫିଲ୍ମର ନିର୍ଦ୍ଦେଶକ ଅଛନ୍ତି। ଅମିତ୍‌ ତ୍ରିବେଦୀ ଏହାର ସଙ୍ଗୀତ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି।

Advertisment

https://www.instagram.com/p/BwQ0kHmgwiY/?utm_source=ig_web_copy_link

ଏକ ଆତଙ୍କବାଦୀ ଆଡ୍ଡାକୁ ଟ୍ରାକ୍‌ କରିବାରେ ସଫଳ ହୋଇ ବିନା ଗୁଳିରେ ସେଠାରେ ଥିବା  ଆତଙ୍କବାଦୀଙ୍କୁ ଗିରଫ୍‌ କରାଯିବା ଉପରେ ଫିଲ୍ମଟି ତିଆରି ହୋଇଛି। ଏହି ଫିଲ୍ମରେ ଅର୍ଜୁନ୍‌ କପୁର୍‌ଙ୍କ ଚରିତ୍ର କ’ଣ ରହିବ ତାହା ମଧ୍ୟ ସାମ୍ନାକୁ ଆସିଛି। ଫିଲ୍ମରେ ସେ ବିହାର୍‌ ପୁଲିସ୍‌ ଅଫିସର୍‌ ଭୂମିକାରେ ଅଭିନୟ କରୁଛନ୍ତି।

ଆତଙ୍କବାଦୀ ୟାସିନ୍‌ ଭଟ୍‌କଲ୍‌କୁ ଗିରଫ୍‌ କରିବା ପାଇଁ ବିହାର୍‌ ପୁଲିସ୍‌ ନେପାଳ ପର୍ଯ୍ୟନ୍ତ ଯାଇଥିଲା।

Advertisment

https://www.instagram.com/p/BwTdonzgQ7P/?utm_source=ig_web_copy_link

ତେବେ ଅର୍ଜୁନ୍‌ ଏହି ଫିଲ୍ମରେ ବିହାର୍‌ ପୁଲିସ୍‌ ଭୂମିକାରେ ଅଭିନୟ କରୁଥିବା ନିଜେ ନିଶ୍ଚିତ କରିଛନ୍ତି। ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ଏହି ଆତଙ୍କବାଦୀଙ୍କୁ   ଗୁଳି ନ ଚଳାଇ ଗିରଫ୍‌ କରାଯାଇଥିଲା।

ଫିଲ୍ମରେ ଆତଙ୍କବାଦୀ ୟାସିନ୍‌ଙ୍କୁ ଧରିବା ପାଇଁ ଗୁଇନ୍ଦା ବିଭାଗ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା। ତାଙ୍କୁ ଧରିବା ପାଇଁ ବିହାର ପୁଲିସ୍‌ ଓ ଗୁଇନ୍ଦା ବିଭାଗକୁ  ବହୁ ପ୍ରତିକୂଳ ପରିସ୍ଥିତିର ସାମନା କରିବାକୁ ପଡ଼ିଥିଲା। ଏହିଭଳି କିଛି ଘଟଣାକ୍ରମକୁ ନେଇ ଫିଲ୍ମଟି ଗତିଶୀଳ ହେଉଛି।

ୟୁଟ୍ୟୁବ୍‌

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe