ଅର୍ଜୁନ ରାମପାଲଙ୍କ ଭଉଣୀକୁ ଏନସିବିରୁ ଡାକରା

ମୁମ୍ବାଇ: ‍ଅଭିନେତା ଅର୍ଜୁନ ରାମପାଲଙ୍କ ପରେ ଏବେ ଡ୍ରଗ୍ସ ମାମଲାରେ ଫସିଲେ ତାଙ୍କ ଭଉଣୀ । ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ କେସରେ ଡ୍ରଗ୍ସ ମାମଲାର ଯାଂଚ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରେ ବୁଧବାର ଅଭିନେତା ଅର୍ଜୁନ ରାମପାଲଙ୍କ ଉଉଣୀ କୋମଲ ରାଜପାଲଙ୍କୁ ନୋଟିସ ପଠାଇଛି । ଏନସିବି ଅଧିକାରୀଙ୍କ ମୁତାବକ, ଅର୍ଜୁନ ରାମପାଲ, ତାଙ୍କ ଗାର୍ଲଫ୍ରେଣ୍ଡ ଗାବ୍ରିଏଲା ଏବଂ ଅନ୍ୟ ଜଣେ ସହଯୋଗୀଙ୍କ ଡ୍ରଗ୍ସ କେସରେ କ’ଣ ସହଭାଗିତା ରହିଛି ସେ […]

arjun-rampal-sister

arjun-rampal-sister

Madhupriya Mistry
  • Published: Wednesday, 06 January 2021
  • Updated: 06 January 2021, 04:33 PM IST

Sports

Latest News

ମୁମ୍ବାଇ: ‍ଅଭିନେତା ଅର୍ଜୁନ ରାମପାଲଙ୍କ ପରେ ଏବେ ଡ୍ରଗ୍ସ ମାମଲାରେ ଫସିଲେ ତାଙ୍କ ଭଉଣୀ । ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ କେସରେ ଡ୍ରଗ୍ସ ମାମଲାର ଯାଂଚ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରେ ବୁଧବାର ଅଭିନେତା ଅର୍ଜୁନ ରାମପାଲଙ୍କ ଉଉଣୀ କୋମଲ ରାଜପାଲଙ୍କୁ ନୋଟିସ ପଠାଇଛି ।

ଏନସିବି ଅଧିକାରୀଙ୍କ ମୁତାବକ, ଅର୍ଜୁନ ରାମପାଲ, ତାଙ୍କ ଗାର୍ଲଫ୍ରେଣ୍ଡ ଗାବ୍ରିଏଲା ଏବଂ ଅନ୍ୟ ଜଣେ ସହଯୋଗୀଙ୍କ ଡ୍ରଗ୍ସ କେସରେ କ’ଣ ସହଭାଗିତା ରହିଛି ସେ ନେଇ ତାଙ୍କୁ ପଚରାଉଚରା କରାଯିବ । ଏହି ମାମଲାରେ ସମନ ପରେ ଆଜି କୋମଲ ରାଜପାଲ ଏନସିବି ଅଫିସରେ ପହଞ୍ଚିଥିଲେ। ସେଠାରେ ବହୁ ସମୟ ଧରି ଏନସିବି ତାଙ୍କୁ ଜେରା କରିଛି ।

ସୂଚନାଯୋଗ୍ୟ ଯେ, ଏନସିବି ମୁମ୍ବାଇ ସ୍ଥିତ ଅଭିନେତା ଅର୍ଜୁନ ରାମପାଲଙ୍କ ଘରେ ରେଡ କରିଥିଲା।  ସେତେବେଳେ ତାଙ୍କ ଘରୁ କିଛି ବିବାଦୀୟ ଔଷଧ ମିଳିଥିଲା । ଏହାପରେ ଅର୍ଜୁନ ଏବଂ ତାଙ୍କ ଗାର୍ଲଫ୍ରେଣ୍ଡଙ୍କୁ ଏନସିବି ଘଣ୍ଟା ଘଣ୍ଟା ଧରି ଜେରା କରିଥିଲା ।

ଏହାପୂର୍ବରୁ ମଧ୍ୟ ଏନସିବି ଗାବ୍ରିଏଲାଙ୍କ ଭାଇ ଅଗିସିୟାଲୋସ ଡେମୋଟ୍ରିଏଡସଙ୍କୁ ଗିରଫ କରିସାରିଛି । ସେ ଏକ ବଡ ଡ୍ରଗ୍ସ ରାକେଟ ସହ ଜିଡତ ଥିଲେ । ଏଥିସହ ଡ୍ରଗ୍ସ ପେଡଲରଙ୍କ ସହ ସମ୍ପର୍କ ଥିବା ଅଭିଯୋଗରେ ତାଙ୍କୁ ଏନସିବି ଗିରଫ କରିଥିଲା କିନ୍ତୁ ପରେ ସେ ଜାମିନରେ ମୁକୁଳି ସାରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story