କଂଗ୍ରେସରେ ଯୋଗଦେଲେ ଅର୍ଶୀ ଖାନ୍‌

ମୁମ୍ବାଇ: ଆଗକୁ ସାଧାରଣ ନିର୍ବାଚନ ଆସୁଛି। ଏଥିପାଇଁ ଏବେଠୁ ସେଲିବ୍ରିଟିମାନେ ବିଭିନ୍ନ ଦଳରେ ଯୋଗଦେଇ ଚର୍ଚ୍ଚା ସାଉଁଟୁଛନ୍ତି। ଯେଉଁଥିରୁ ବାଦ୍‌ ପଡିନାହାନ୍ତି ବିଗ୍‌ ବସ୍‌-୧୧ ଫେମ୍‌ ଅର୍ଶୀ ଖାନ୍‌। ବିଗ ବସ୍‌-୧୧ର ବିଜୟୀ ଶିଳ୍ପା ସିନ୍ଧେଙ୍କ ପରେ ଏବେ ଅର୍ଶୀ ଖାନ ମଧ୍ୟ ରାଜନୀତିରେ ପାଦ ଥାପିଛନ୍ତି। ସେ ମହାରାଷ୍ଟ୍ରରେ କଂଗ୍ରେସର ଉପାଧ୍ୟକ୍ଷ ଭାବେ ପଲିଟିକାଲ ଇନିଙ୍ଗସ ଆରମ୍ଭ କରିଛନ୍ତି। ଗତକାଲି ସେ କଂଗ୍ରେସରେ ଯୋଗ ଦେଇଥିବାର ଖବର ମିଳିଛି। କଂଗ୍ରେସରେ ଯୋଗ ଦେବା ପରେ ଅର୍ଶୀ […]

b

b

Mihir Pattnayak
  • Published: Friday, 01 March 2019
  • Updated: 01 March 2019, 06:10 PM IST

Sports

Latest News

ମୁମ୍ବାଇ: ଆଗକୁ ସାଧାରଣ ନିର୍ବାଚନ ଆସୁଛି। ଏଥିପାଇଁ ଏବେଠୁ ସେଲିବ୍ରିଟିମାନେ ବିଭିନ୍ନ ଦଳରେ ଯୋଗଦେଇ ଚର୍ଚ୍ଚା ସାଉଁଟୁଛନ୍ତି। ଯେଉଁଥିରୁ ବାଦ୍‌ ପଡିନାହାନ୍ତି ବିଗ୍‌ ବସ୍‌-୧୧ ଫେମ୍‌ ଅର୍ଶୀ ଖାନ୍‌। ବିଗ ବସ୍‌-୧୧ର ବିଜୟୀ ଶିଳ୍ପା ସିନ୍ଧେଙ୍କ ପରେ ଏବେ ଅର୍ଶୀ ଖାନ ମଧ୍ୟ ରାଜନୀତିରେ ପାଦ ଥାପିଛନ୍ତି। ସେ ମହାରାଷ୍ଟ୍ରରେ କଂଗ୍ରେସର ଉପାଧ୍ୟକ୍ଷ ଭାବେ ପଲିଟିକାଲ ଇନିଙ୍ଗସ ଆରମ୍ଭ କରିଛନ୍ତି। ଗତକାଲି ସେ କଂଗ୍ରେସରେ ଯୋଗ ଦେଇଥିବାର ଖବର ମିଳିଛି।

କଂଗ୍ରେସରେ ଯୋଗ ଦେବା ପରେ ଅର୍ଶୀ କହିଛନ୍ତି, ସେ ଦେଶ ପାଇଁ କାମ କରିବେ ଏବଂ ଦେଶର ଉନ୍ନତିରେ ତାଙ୍କର ସମ୍ପୂର୍ଣ୍ଣ ଭୂମିକା ରହିବ। ଏଥିସହ ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧ କଥା କହି ଦୁଃଖ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ଅର୍ଶୀ ଖାନଙ୍କୁ ବିବାଦୀୟ କୁଇନ୍‌ କୁହାଯାଏ। ସେ ପାକିସ୍ତାନ କ୍ରିକେଟର ସାହିଦ ଆଫ୍ରିଦୀଙ୍କୁ ପ୍ରେମ କରୁଥିଲେ। ମଝିରେ ସେ ସାହିଦ ଆଫ୍ରିଦଙ୍କ ସନ୍ତାନର ମା’ ହେବାକୁ ଯାଉଛନ୍ତି କହି ମଧ୍ୟ ଚର୍ଚ୍ଚାରେ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story