ଭୁବନେଶ୍ୱର: ପାହାଡ ପର୍ବତ ଘେରା ଅଞ୍ଚଳ । ସେଠାକାର ସରଳ ଆଦିବାସୀ। ପ୍ରକୃତିକୁ ଭଲ ପାଉଥିବା ମଣିଷ। ଚାଷ କାର୍ଯ୍ୟ ହେଉଛି କୁଳ ବେଉସା । କିଷାନ ଜାତିର କାହାଣୀକୁ ନେଇ ସିନେମା ‘ହେଏଲୁ’। ‘ହେଏଲୁ’ର ଅର୍ଥ ମାଦଳ। ଆଦିବାସୀ ଲୋକଙ୍କ ମନୋରଞ୍ଜନ ମାଧ୍ୟମ ମାଦଳ । ଏଭଳି କାହାଣୀ ରହିଛି ସିନେମା ହେଏଲୁରେ। ଏଥିରେ ଅଭିନୟ କରିଥିବା କଳାକାର ମାନେ ବି ଏହି କିଷାନ ସମ୍ପଦ୍ରାୟର।
କର୍ମସସିଆଲ ଅପେକ୍ଷା ଆର୍ଟ ସିନେମା ମୋହରେ ଏହି ଟିମ୍। ଏହାର ମ୍ୟୁଜିକ୍ ଖୁବ୍ ସୁନ୍ଦର ହୋଇଛି। ରଙ୍ଗବତୀ ଗୀତର ଗୀତିକାର ମିତ୍ରଭାନୁ ଗୌତିଆ ଏହାର ଗୀତ ଲେଖିଛନ୍ତି। ଏହି ଫିଲ୍ମକୁ ନିର୍ମାଣ କରିବାକୁ ହେଏଲୁର ଟିମକୁ ଦୀର୍ଘ ୪ବର୍ଷ ଲାଗିଛି।
ମଙ୍ଗଲୁ ଏବଂ ଚମ୍ପାଙ୍କ ଶାସ୍ୱତ ପ୍ରେମ ସହ ସଙ୍ଗୀତର ମୂର୍ଚ୍ଛନା ଭରି ରହିଛି ଏଥିରେ। ଏହା ସହିତ ସାମାଜିକ ବାର୍ତ୍ତା ରହିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ଫିଲ୍ମ ନିର୍ଦ୍ଦେଶକ ବବି ଇସଲାମଙ୍କୁ ହତ୍ୟା ଧମକ, କାହିଁକି କହିଲେ ମନୋଜ ଓ ତାଙ୍କ ଟିମ୍ ଦାୟୀ ରହିବେ
ଯଦି ତାଙ୍କର କିଛି କ୍ଷତି ହେଲା, ତା’ହେଲେ ମନୋଜ ମିଶ୍ର ଓ ତାଙ୍କ ଟିମ୍ ଦାୟୀ ରହିବେ ବୋଲି କାହିଁକି କହିଲେ ବବି?
Bollywood
ଭୋଟ ଦେଉଛି ବଲିଉଡ; ସବୁଠୁ ଆଗରେ ଖିଲାଡ଼ି କୁମାର
ବଲିଉଡର ଖିଲାଡି କୁମାର ଭୋଟ ଦେବାରେ ଆଗୁଆ ରହିଛନ୍ତି। ଆଜି ସକାଳୁ ସକାଳୁ ସେ ଜୁହୁ ବୁଥ୍ରେ ପହଞ୍ଚି ସେଠାରେ ଭୋଟ ଦେଇଛନ୍ତି।
Bollywood
ନିକାର ୨୯ ବର୍ଷ ପରେ ଏଆର ରହମାନଙ୍କ ଠାରୁ ଅଲଗା ହେଲେ ସାଇରା
ସାଇରାଙ୍କ କହିବା କଥା ଯେ ରହମାନଙ୍କ ସହ ତାଙ୍କ ସମ୍ପର୍କ ଯୋଗୁ ସେ ଅନେକ କଷ୍ଟ ସହ୍ୟ କରି ଆସୁଥିଲେ। ଏହାକୁ ସମ୍ଭାଳିବା ଆଉ ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ।
Entertainment
'ବନବାସ୍' ରିଲିଜ ପୂର୍ବରୁ ପୁରୀରେ ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା
ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା। ଆଗାମୀ ଚଳଚ୍ଚିତ୍ର 'ବନବାସ୍'ର ସଫଳତା କାମନା କଲେ।
Entertainment
ଅଭିନେତା ସିଦ୍ଦିକିଙ୍କୁ 'ସୁପ୍ରିମ୍' ଆଶ୍ୱସ୍ତି, ଦୁଷ୍କର୍ମ ମାମଲାରେ ମିଳିଲା ଆଗୁଆ ଜାମିନ
ହେମା କମିଟି ରିପୋର୍ଟ ଆସିବା ପରେ ମାଲୟାଲମ ଇଣ୍ଡଷ୍ଟ୍ରିର ଜଣେ ଅଭିନେତ୍ରୀ ତାଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ।