Advertisment

ଆର୍ଟ ସିନେମା ‘ହେଏଲୁ’

ଭୁବନେଶ୍ୱର: ପାହାଡ ପର୍ବତ ଘେରା ଅଞ୍ଚଳ । ସେଠାକାର ସରଳ ଆଦିବାସୀ। ପ୍ରକୃତିକୁ ଭଲ ପାଉଥିବା ମଣିଷ। ଚାଷ କାର୍ଯ୍ୟ ହେଉଛି କୁଳ ବେଉସା । କିଷାନ ଜାତିର କାହାଣୀକୁ ନେଇ ସିନେମା ‘ହେଏଲୁ’। ‘ହେଏଲୁ’ର ଅର୍ଥ ମାଦଳ। ଆଦିବାସୀ ଲୋକଙ୍କ ମନୋରଞ୍ଜନ ମାଧ୍ୟମ ମାଦଳ । ଏଭଳି କାହାଣୀ ରହିଛି ସିନେମା ହେଏଲୁରେ। ଏଥିରେ ଅଭିନୟ କରିଥିବା କଳାକାର ମାନେ ବି ଏହି କିଷାନ ସମ୍ପଦ୍ରାୟର। କର୍ମସସିଆଲ ଅପେକ୍ଷା ଆର୍ଟ ସିନେମା ମୋହରେ ଏହି ଟିମ୍। […]

ଅଦ୍ୟତନ ହୋଇଛି
ଆର୍ଟ ସିନେମା ‘ହେଏଲୁ’

film

Advertisment

ଭୁବନେଶ୍ୱର: ପାହାଡ ପର୍ବତ ଘେରା ଅଞ୍ଚଳ । ସେଠାକାର ସରଳ ଆଦିବାସୀ। ପ୍ରକୃତିକୁ ଭଲ ପାଉଥିବା ମଣିଷ। ଚାଷ କାର୍ଯ୍ୟ ହେଉଛି କୁଳ ବେଉସା । କିଷାନ ଜାତିର କାହାଣୀକୁ ନେଇ ସିନେମା ‘ହେଏଲୁ’। ‘ହେଏଲୁ’ର ଅର୍ଥ ମାଦଳ। ଆଦିବାସୀ ଲୋକଙ୍କ ମନୋରଞ୍ଜନ ମାଧ୍ୟମ ମାଦଳ । ଏଭଳି କାହାଣୀ ରହିଛି ସିନେମା ହେଏଲୁରେ। ଏଥିରେ ଅଭିନୟ କରିଥିବା କଳାକାର ମାନେ ବି ଏହି କିଷାନ ସମ୍ପଦ୍ରାୟର।

Advertisment

କର୍ମସସିଆଲ ଅପେକ୍ଷା ଆର୍ଟ ସିନେମା ମୋହରେ ଏହି ଟିମ୍। ଏହାର ମ୍ୟୁଜିକ୍ ଖୁବ୍ ସୁନ୍ଦର ହୋଇଛି। ରଙ୍ଗବତୀ ଗୀତର ଗୀତିକାର ମିତ୍ରଭାନୁ ଗୌତିଆ ଏହାର ଗୀତ ଲେଖିଛନ୍ତି। ଏହି ଫିଲ୍ମକୁ ନିର୍ମାଣ କରିବାକୁ ହେଏଲୁର ଟିମକୁ ଦୀର୍ଘ  ୪ବର୍ଷ ଲାଗିଛି।

ମଙ୍ଗଲୁ ଏବଂ ଚମ୍ପାଙ୍କ ଶାସ୍ୱତ ପ୍ରେମ ସହ  ସଙ୍ଗୀତର ମୂର୍ଚ୍ଛନା ଭରି ରହିଛି ଏଥିରେ। ଏହା ସହିତ ସାମାଜିକ ବାର୍ତ୍ତା ରହିଛି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe