Advertisment

ଆସିଲା ‘ବାଜିରାଓ ମସ୍ତାନୀ’ର ନୂଆ ପୋଷ୍ଟର

ମୁମ୍ବାଇ: ‘ବାଜିରାଓ ମସ୍ତାନୀ’ର ଆସିଛି ଆଉ ଏକ ନୂଆ ପୋଷ୍ଟର। ଏହି ପୋଷ୍ଟରରେ ଉଭୟ ଦୀପିକା ଓ ରଣବୀର ମୁଭିର ଟାଇଟେଲକୁ ଖୁବ ଜଷ୍ଟିଫ।ଏ କରିଛନ୍ତି। ଉଭୟଙ୍କ ଲଭ କେମେଷ୍ଟ୍ରି ବିଲକୁଲ ବାରି ହୋଇପଡୁଛି। ଏହି ପୋଷ୍ଟର ରିଲିଜ ହେବା ପରେ ଏହା ଉଭୟଙ୍କ ଫ୍ୟାନମାନଙ୍କ ମନରେ ଟେମ୍ପରଚର ଆହୁରି ବଢାଇ ଦେଇଛି। ଏହି ପୋଷ୍ଟରରେ ରଣବୀର ପେଶାୱାର ଅବତାରରେ ଖୁବ ରୟାଲ ଓ ସ୍ପ୍ଲେଣ୍ଡିଡ ଦେଖାଯାଉଥିବା ବେଳେ ଦୀପିକା ମସ୍ତାନୀ ଅବତାରରେ ପ୍ରଂଶାସାର ପାତ୍ର ସାଜିଛନ୍ତି। […]

ଆସିଲା ‘ବାଜିରାଓ ମସ୍ତାନୀ’ର ନୂଆ ପୋଷ୍ଟର

barirao mastani poster

Advertisment

ମୁମ୍ବାଇ: ‘ବାଜିରାଓ ମସ୍ତାନୀ’ର ଆସିଛି ଆଉ ଏକ ନୂଆ ପୋଷ୍ଟର। ଏହି ପୋଷ୍ଟରରେ ଉଭୟ ଦୀପିକା ଓ ରଣବୀର ମୁଭିର ଟାଇଟେଲକୁ ଖୁବ ଜଷ୍ଟିଫ।ଏ କରିଛନ୍ତି। ଉଭୟଙ୍କ ଲଭ କେମେଷ୍ଟ୍ରି ବିଲକୁଲ ବାରି ହୋଇପଡୁଛି। ଏହି ପୋଷ୍ଟର ରିଲିଜ ହେବା ପରେ ଏହା ଉଭୟଙ୍କ ଫ୍ୟାନମାନଙ୍କ ମନରେ ଟେମ୍ପରଚର ଆହୁରି ବଢାଇ ଦେଇଛି। ଏହି ପୋଷ୍ଟରରେ ରଣବୀର ପେଶାୱାର ଅବତାରରେ ଖୁବ ରୟାଲ ଓ ସ୍ପ୍ଲେଣ୍ଡିଡ ଦେଖାଯାଉଥିବା ବେଳେ ଦୀପିକା ମସ୍ତାନୀ ଅବତାରରେ ପ୍ରଂଶାସାର ପାତ୍ର ସାଜିଛନ୍ତି। ରିଲିଜ ପୂର୍ବରୁ ମୁଭି ଏହାର ପ୍ଲଟ ଓ ପିକଚରାଇଜେସନକୁ ନେଇ ବିବାଦରେ ରହିଛି। ତଥାପି ଏହା ବଲିଉଡ ଇତିହାସରେ ଏକ ମେଜର ହିଟ ସାବ୍ୟସ୍ତ ହେବ ବୋଲି ଖୁବ ଚର୍ଚ୍ଚା ହେଉଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe