Advertisment

ଆଉ ଏକ ହଲିଉଡ୍ ମେଗା ସିରିଏଲରେ ପ୍ରିୟଙ୍କା

ମୁମ୍ବାଇ: ପ୍ରିୟଙ୍କା ଚୋପ୍ରାଙ୍କର ପୁଣି ଏକ ଆଚିଭ୍‌ମେଣ୍ଟ୍‌। ହଲିଉଡ୍‌ର ମେଗା ସିରିଏଲ୍ ‘କ୍ୱାଣ୍ଟିକୋ’ର ସଫଳତା ପରେ ଏବେ ପିସି ଷ୍ଟାର୍ଟ କରିବାକୁ ଯାଉଛନ୍ତି ନିଜର ସେକେଣ୍ତ ଶୋ’।  ଏନେଇ ସେ ଦେଇଛନ୍ତି ହିଣ୍ଟ୍‌। ସୋସିଆଲ୍‌ ସାଇଟ୍‌ରେ  ପିସିଙ୍କ ଏକ ଭିଡିଓକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି। ଏହି ଟିଭି ଶୋର ନାଁ ହେଉଛି ‘ବେୱାଚ୍’। ଗ୍ଲୋବାଲି ଏଇ ଟିଭି ଶୋ’ଟି ଖୁବ୍ ପପୁଲାର୍। ଏଥିରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ। ତାଙ୍କ ବିପକ୍ଷରେ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଆଉ ଏକ ହଲିଉଡ୍ ମେଗା ସିରିଏଲରେ ପ୍ରିୟଙ୍କା

priyanka2

priyanka2ମୁମ୍ବାଇ: ପ୍ରିୟଙ୍କା ଚୋପ୍ରାଙ୍କର ପୁଣି ଏକ ଆଚିଭ୍‌ମେଣ୍ଟ୍‌। ହଲିଉଡ୍‌ର ମେଗା ସିରିଏଲ୍ ‘କ୍ୱାଣ୍ଟିକୋ’ର ସଫଳତା ପରେ ଏବେ ପିସି ଷ୍ଟାର୍ଟ କରିବାକୁ ଯାଉଛନ୍ତି ନିଜର ସେକେଣ୍ତ ଶୋ’।  ଏନେଇ ସେ ଦେଇଛନ୍ତି ହିଣ୍ଟ୍‌। ସୋସିଆଲ୍‌ ସାଇଟ୍‌ରେ  ପିସିଙ୍କ ଏକ ଭିଡିଓକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି। ଏହି ଟିଭି ଶୋର ନାଁ ହେଉଛି ‘ବେୱାଚ୍’। ଗ୍ଲୋବାଲି ଏଇ ଟିଭି ଶୋ’ଟି ଖୁବ୍ ପପୁଲାର୍। ଏଥିରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ। ତାଙ୍କ ବିପକ୍ଷରେ ହଲିଉଡର ଟପ୍‌ ରାଙ୍କର ଅଭିନେତା ଅଭିନୟ କରିବେ। ଏହାକୁ ନେଇ ପିସି ବେଶ୍ ଉତ୍ସାହିତ ରହିଛନ୍ତି।

Advertisment