Advertisment

ଟିପ୍‌ ଟିପ୍‌ ବର୍ଷା ପାଣିରେ ଝୁମିଲେ ଦର୍ଶକ

୨ ବର୍ଷର କରୋନା କଟକଣା ହଟିବା ପରେ ଖଣ୍ତଗିରିରେ ଅନୁଷ୍ଠିତ ହେଉଛି ଖଣ୍ତଗିରିମେଳା। ଚଳିତ ଥର ୫ଟି ଯାତ୍ରା ପାର୍ଟିକୁ ନାଟକ ପରିବେଷଣ କରିବା ପାଇଁ ଅନୁମତି ଦିଆଯାଇଛି।

author-image
Manoj Swain
Bhubaneswar Khandagiri Mela