Advertisment

‘ଏ ଦିଲ୍ ହେ ମୁସକିଲ’ରେ ବୋଲ୍ଡ ସିନ ରଖିବାକୁ ଡିମାଣ୍ଡ କରିଥିଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: କରଣ ଜୋହରଙ୍କ ଅପ୍‌ କମିଂ ଫିଲ୍ମ ‘ଏ ଦିଲ୍ ହେ ମୁସକିଲ’କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହଁ। କେତେବେଳେ ପାକିସ୍ତାନୀ ଆକ୍ଟର ଫୱାଦ ଖାନଙ୍କୁ ନେଇ ଚର୍ଚ୍ଚାରେ ତ ଆଉ କେତେବେଳେ ଐଶ୍ୱର୍ଯ୍ୟା-ରଣବୀରଙ୍କ ବୋଲ୍ଡ ସିନକୁ ନେଇ। ଧର୍ମା ପ୍ରଡକ୍ସନର ଏହି ଫିଲ୍ମରେ ରଣବୀର-ଐଶ୍ୱର୍ଯ୍ୟାଙ୍କ ଆଉ ଏକ ବୋଲ୍ଡ ଫଟୋ ସେୟାର ହୋଇଛି। ଫଟୋରେ ଐଶ୍ୱର୍ଯ୍ୟାଙ୍କ ବୋଲ୍ଡ ସିନ ଦେଖିଲେ ଆପଣ ବି ଚମକି ପଡିବେ। ଫଟୋରେ ଡିପ୍‌ନେକ ନୀଳ ଗାଉନରେ ଐଶ୍ୱର୍ଯ୍ୟାଙ୍କ କୋଳରେ […]

author-image
Rakesh Mallick
‘ଏ ଦିଲ୍ ହେ ମୁସକିଲ’ରେ ବୋଲ୍ଡ ସିନ ରଖିବାକୁ ଡିମାଣ୍ଡ କରିଥିଲେ ଐଶ୍ୱର୍ଯ୍ୟା

ranveer

ମୁମ୍ବାଇ: କରଣ ଜୋହରଙ୍କ ଅପ୍‌ କମିଂ ଫିଲ୍ମ ‘ଏ ଦିଲ୍ ହେ ମୁସକିଲ’କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହଁ। କେତେବେଳେ ପାକିସ୍ତାନୀ ଆକ୍ଟର ଫୱାଦ ଖାନଙ୍କୁ ନେଇ ଚର୍ଚ୍ଚାରେ ତ ଆଉ କେତେବେଳେ ଐଶ୍ୱର୍ଯ୍ୟା-ରଣବୀରଙ୍କ ବୋଲ୍ଡ ସିନକୁ ନେଇ।

Advertisment

ଧର୍ମା ପ୍ରଡକ୍ସନର ଏହି ଫିଲ୍ମରେ ରଣବୀର-ଐଶ୍ୱର୍ଯ୍ୟାଙ୍କ ଆଉ ଏକ ବୋଲ୍ଡ ଫଟୋ ସେୟାର ହୋଇଛି। ଫଟୋରେ ଐଶ୍ୱର୍ଯ୍ୟାଙ୍କ ବୋଲ୍ଡ ସିନ ଦେଖିଲେ ଆପଣ ବି ଚମକି ପଡିବେ। ଫଟୋରେ ଡିପ୍‌ନେକ ନୀଳ ଗାଉନରେ ଐଶ୍ୱର୍ଯ୍ୟାଙ୍କ କୋଳରେ ରଣବୀର ମୁଣ୍ଡ ରଖି ବହି ପଢ଼ୁଥିବାର ନଜର ଆସୁଛନ୍ତି।

ଫିଲ୍ମରେ ବୋଲ୍ଡ ସିନ ପାଇଁ ନିଜେ ଐଶ୍ୱର୍ଯ୍ୟା ଡିମାଣ୍ଡ କରିଥିବା ଶୁଣିବାକୁ ମିଳିଛି।

Advertisment