ଖୁସି ଖବର, ଆୟୁଷ୍ମାନ-ତାହିରାଙ୍କ ଘରକୁ ଆସିଲା ନୂଆ ଅତିଥି

ମୁମ୍ବାଇ: ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଘରକୁ ଆସିଲେ ନୂଆ ଅତିଥି । ତାଙ୍କ ପତ୍ନୀ ତାହିରା ଏବଂ ସେ ମିଶି ନୂଆ ଅତିଥିଙ୍କୁ ସ୍ୱାଗତ କରିଛନ୍ତି। ଏନେଇ ନିଜେ ତାହିରା ନିଜ ଅଫିସିଆଲ ଇନଷ୍ଟାଗ୍ରାମରେ ଫ୍ୟାନମାନଙ୍କୁ ସୂଚନା ଦେଇଛନ୍ତି । ପୂର୍ବରୁ ଆୟୁଷ୍ମନା-ତାହିରାଙ୍କ ଦୁଇଟି ସନ୍ତାନ ଅଛି । ଏବେ ପୁଣି ତାଙ୍କ ଘରକୁ ନୂଆ ଅତିଥି ଆସିବା ଖବର ସମସ୍ତଙ୍କୁ ଚକିତ କରି ଦେଇଛି। ତାହିରା ସୋଶାଲ ମିଡିଆରେ ଲେଖିଛନ୍ତି, ଆମ ଘରକୁ ଜଣେ […]

ayushman-and-tahira

ayushman-and-tahira

Madhupriya Mistry
  • Published: Monday, 14 December 2020
  • Updated: 14 December 2020, 04:57 PM IST

Sports

Latest News

ମୁମ୍ବାଇ: ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଘରକୁ ଆସିଲେ ନୂଆ ଅତିଥି । ତାଙ୍କ ପତ୍ନୀ ତାହିରା ଏବଂ ସେ ମିଶି ନୂଆ ଅତିଥିଙ୍କୁ ସ୍ୱାଗତ କରିଛନ୍ତି। ଏନେଇ ନିଜେ ତାହିରା ନିଜ ଅଫିସିଆଲ ଇନଷ୍ଟାଗ୍ରାମରେ ଫ୍ୟାନମାନଙ୍କୁ ସୂଚନା ଦେଇଛନ୍ତି । ପୂର୍ବରୁ ଆୟୁଷ୍ମନା-ତାହିରାଙ୍କ ଦୁଇଟି ସନ୍ତାନ ଅଛି । ଏବେ ପୁଣି ତାଙ୍କ ଘରକୁ ନୂଆ ଅତିଥି ଆସିବା ଖବର ସମସ୍ତଙ୍କୁ ଚକିତ କରି ଦେଇଛି।

ତାହିରା ସୋଶାଲ ମିଡିଆରେ ଲେଖିଛନ୍ତି, ଆମ ଘରକୁ ଜଣେ ନୂଆ ଅତିଥି ଆସିଛି । ଇଏ ଜଣେ ଶିଶୁ କନ୍ୟା ଏବଂ ତା’ ନାଁ ପିନଟ । ତାହିରା ପିନଟ ସହ ନିଜର ଫଟୋକୁ ମଧ୍ୟ ଶେଆର କରିଛନ୍ତି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।  ପ୍ରକୃତରେ ପିନଟ୍ ହେଉଛି ତାହିରା ଏବଂ ଆୟୁଷ୍ମାନଙ୍କ ନୂଆ ପୋଷା କୁକୁର।

ତାହିରାଙ୍କ ସୋଶାଲ ମିଡିଆ ଫଟୋରେ ତାଙ୍କ ଫ୍ୟାନଙ୍କ ବ୍ୟତୀତ ବଲିଉଡ ଷ୍ଟାରମାନ ମଧ୍ୟ କମେଣ୍ଟ କରିଛନ୍ତି । ଆୟୁଷ୍ମାନଙ୍କ ଭାଇ ଅପରାଶକ୍ତି ଖୁରାନା କହିଛନ୍ତି, ଆମ ଘରକୁ ଆସିଥିବା ନୂଆ ସଦସ୍ୟକୁ ମୁଁ ସ୍ୱାଗତ କରୁଛି । ଖୁବଶୀଘ୍ର ଘରକୁ ଫେରିବି । ସେହିପରି ଅଭିନେତ୍ରୀ କ୍ରିତି ସାନନ୍, ୟାମୀ ଗୌତମ୍, ନୁସରତ୍ ଭରୁଚା, ନୀତି ମୋହନ୍, ତାର ଶର୍ମା ଓ ଅନେକ ଅଭିନେତା ଅଭିନେତ୍ରୀ ପ୍ରତିକ୍ରିୟା ରଖିଛନ୍ତି ଓ କମେଣ୍ଟ ଦେଇଛନ୍ତି।

ଏବେ ଆୟୁଷ୍ମାନ ଏବଂ ତାଙ୍କ ପରିବାର ଚଣ୍ଡିଗଡରେ ଅଛନ୍ତି । ଆୟୁଷ୍ମାନ ଅଭିନେତ୍ରୀ ବାଣୀ କପୁରଙ୍କ ସହ ଚଣ୍ଡିଗଡରେ ନିଜର ଅପକମିଂ ଫିଲ୍ମର ଶୁଟିଂରେ ବ୍ୟସ୍ଥ ଅଛନ୍ତି । ଅଭିଷେକ କପୁରଙ୍କ ନିର୍ଦ୍ଦେଶନାରେ ତିଆରି ହେବାକୁ ଥିବା ଏହି ଫିଲ୍ମରେ ପ୍ରଥମ କରି ଆୟୁଷ୍ମାନଙ୍କୁ ଜଣେ ଆଥଲିଟ ଭୂମିକାରେ ଦେଖିବାକୁ ମିଳିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story