ସ୍ତ୍ରୀ ରୋଗ ବିଶେଷଜ୍ଞ ହେବେ ଆୟୁଷ୍ମାନ୍‌ !

ମୁମ୍ୱାଇ : ଗତ ଶୁକ୍ରବାର ଆୟୁଷ୍ମାନ୍‌ ଖୁରାନାଙ୍କ ଫିଲ୍ମ ‘ଶୁଭ୍‌ ମଙ୍ଗଲ୍‌ ଜ୍ୟାଦା ସାବଧାନ’ ରିଲିଜ୍ ହୋଇଥିବା ବେଳେ ୟା ଭିତରେ ସେ ଆଉ ଏକ ଫିଲ୍ମ ସାଇନ୍ କରିସାରିଛନ୍ତି ବୋଲି ଜଣାପଡ଼ିଛି। ‘ଜଙ୍ଗଲୀ ପିକ୍‌ଚର୍ସ’ ସହିତ ସେ ତାଙ୍କର ଆଗାମୀ ପ୍ରୋଜେକ୍ଟ ସାଇନ୍ କରିଥିବା ବେଳେ ଏଥିରେ ତାଙ୍କୁ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ ଭୂମିକାରେ ଦେଖିବାକୁ ମିଳିବ ବୋଲି ସୂଚନା ମିଳିଛି। ଏହା ଏକ କମେଡି ଫିଲ୍ମ ହେବ। ଏଥିରେ ତାଙ୍କ ବିପକ୍ଷରେ ରହିବେ […]

aa333

aa333

Puspanjali Panda
  • Published: Friday, 28 February 2020
  • Updated: 28 February 2020, 10:11 AM IST

Sports

Latest News

ମୁମ୍ୱାଇ : ଗତ ଶୁକ୍ରବାର ଆୟୁଷ୍ମାନ୍‌ ଖୁରାନାଙ୍କ ଫିଲ୍ମ ‘ଶୁଭ୍‌ ମଙ୍ଗଲ୍‌ ଜ୍ୟାଦା ସାବଧାନ’ ରିଲିଜ୍ ହୋଇଥିବା ବେଳେ ୟା ଭିତରେ ସେ ଆଉ ଏକ ଫିଲ୍ମ ସାଇନ୍ କରିସାରିଛନ୍ତି ବୋଲି ଜଣାପଡ଼ିଛି। ‘ଜଙ୍ଗଲୀ ପିକ୍‌ଚର୍ସ’ ସହିତ ସେ ତାଙ୍କର ଆଗାମୀ ପ୍ରୋଜେକ୍ଟ ସାଇନ୍ କରିଥିବା ବେଳେ ଏଥିରେ ତାଙ୍କୁ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ ଭୂମିକାରେ ଦେଖିବାକୁ ମିଳିବ ବୋଲି ସୂଚନା ମିଳିଛି। ଏହା ଏକ କମେଡି ଫିଲ୍ମ ହେବ। ଏଥିରେ ତାଙ୍କ ବିପକ୍ଷରେ ରହିବେ ଅଲାୟା ଫର୍ନିଚରୱାଲା, ଯିଏ ନୂଆ ନୂଆ ବଲିଉଡ୍‌ରେ ପାଦ ଥାପିଛନ୍ତି। ଚଳିତ ବର୍ଷ ଜାନୁଆରୀ ୩୧ ତାରିଖରେ ତାଙ୍କ ପ୍ରଥମ ଫିଲ୍ମ ‘ଜବାନୀ ଜାନେମନ୍‌’ ରିଲିଜ୍ ହୋଇଥିଲେ। ଏଥିରେ ସେ ସୈଫ୍ ଅଲୀ ଖାନ୍ ଓ ତବୁଙ୍କ ସହିତ ସ୍କ୍ରିନ୍ ଶେଆର କରିଥିଲେ।

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଓ ଫିଲ୍ମଫେୟାର ଆୱାର୍ଡ ସହିତ ଅନେକ ପୁରସ୍କାର ଜିତିଥିବା ଆୟୁଷ୍ମାନ ଖୁରାନା ଲଗାତାର ହିଟ୍ ଫିଲ୍ମ ଦେଇ ଚାଲିଛନ୍ତି। ଆଉ ସବୁଠୁ ବଡ଼ କଥା ହେଉଛି, ତାଙ୍କ ଫିଲ୍ମର କାହାଣୀ ସର୍ବଦା ଟିକେ ହଟ୍‌କେ ଥାଏ। ତାଙ୍କ ଚରିତ୍ର ଗୁଡ଼ିକୁ ମଧ୍ୟ ଲୋକେ ପସନ୍ଦ କରନ୍ତି। ତେଣୁ ଆଗାମୀ ଫିଲ୍ମରେ ମଧ୍ୟ ସେ କମାଲ କରିବେ ବୋଲି ଆଶା କରାଯାଉଛି।

ଜଙ୍ଗଲୀ ପିକ୍‌ଚର୍ସ ସହିତ ତୃତୀୟ ଥର ପାଇଁ ଆୟୁଷ୍ମାନ୍‌ ଫିଲ୍ମ ସାଇନ୍‌ କରିଛନ୍ତି। ଏହା ପୂର୍ବରୁ ଜଙ୍ଗଲୀ ପିକଚର୍ସର ଫିଲ୍ମ ‘ବରେଲୀ କି ବର୍ଫି’(୨୦୧୭) ଓ ‘ବଧାଇ ହୋ’ (୨୦୧୮)ରେ ସେ କାମ କରିଥିଲେ। ଏ ଦୁଇଟି ଯାକ ଫିଲ୍ମ ବକ୍ସ ଅଫିସରେ ହିଟ୍‌ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story