Advertisment

ବି-ଟାଉନକୁ ଆସିଲା ‘ଢିସୁମ୍’ର ଫାଷ୍ଟ ଲୁକ୍

ମୁମ୍ବାଇ: ବି-ଟାଉନକୁ ଆସିଛି ‘ଢିସୁମ୍’ର ଫ।ଷ୍ଟ ଲୁକ୍। ଯାହାର ଫ।ଷ୍ଟ ପୋଷ୍ଟରରେ ଦେଖିବାକୁ ମିଳିଛି ‘ୱେଲକମ ବ୍ୟାକ’ର ଷ୍ଟାର ଜନ ଆବ୍ରାହମ ଓ ‘ବଦଲାପୁର’ ଷ୍ଟାର ବରୁନ ଧାୱନଙ୍କୁ। ଏଥିରେ ଉଭୟେ ଷ୍ଟାର ପୁରା ଆକ୍ସନ ଇମେଜରେ ନଜରକୁ ଆସୁଛନ୍ତି। ଜନ ଆବ୍ରାହମ ବାଇକ ରାଇଡିଙ୍ଗ କରୁଥିବା ବେଳେ ବରୁନ ସାଇଡ କାର୍ଡରେ ଷ୍ଟଣ୍ଟ କରୁଥିବା ନଜର ଆସୁଛନ୍ତି । ଜନ ଓ ବରୁନଙ୍କ ଲିଡିଂ ଲେଡି ଭାବେ ‘ଢିସୁମ’ରେ ଆସିବେ ଶ୍ରୀଲଙ୍କା ବିଉଟି ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍। […]

author-image
Rakesh Mallick
ବି-ଟାଉନକୁ ଆସିଲା ‘ଢିସୁମ୍’ର ଫାଷ୍ଟ ଲୁକ୍

dhisoom

ମୁମ୍ବାଇ: ବି-ଟାଉନକୁ ଆସିଛି ‘ଢିସୁମ୍’ର ଫ।ଷ୍ଟ ଲୁକ୍। ଯାହାର ଫ।ଷ୍ଟ ପୋଷ୍ଟରରେ ଦେଖିବାକୁ ମିଳିଛି ‘ୱେଲକମ ବ୍ୟାକ’ର ଷ୍ଟାର ଜନ ଆବ୍ରାହମ ଓ ‘ବଦଲାପୁର’ ଷ୍ଟାର ବରୁନ ଧାୱନଙ୍କୁ। ଏଥିରେ ଉଭୟେ ଷ୍ଟାର ପୁରା ଆକ୍ସନ ଇମେଜରେ ନଜରକୁ ଆସୁଛନ୍ତି। ଜନ ଆବ୍ରାହମ ବାଇକ ରାଇଡିଙ୍ଗ କରୁଥିବା ବେଳେ ବରୁନ ସାଇଡ କାର୍ଡରେ ଷ୍ଟଣ୍ଟ କରୁଥିବା ନଜର ଆସୁଛନ୍ତି ।

Advertisment

ଜନ ଓ ବରୁନଙ୍କ ଲିଡିଂ ଲେଡି ଭାବେ ‘ଢିସୁମ’ରେ ଆସିବେ ଶ୍ରୀଲଙ୍କା ବିଉଟି ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍। ବହୁଦିନର ଗ୍ୟାପ ପରେ ଏହି ଫିଲ୍ମ ଜରିଆରେ କମବ୍ୟାକ୍ କରିବେ ଟାଲେଣ୍ଟଡ ଆକ୍ଟର ଅକ୍ଷୟ ଖନ୍ନା। ସାଜିଦ୍ ନାଡିଆବାଲା ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ବରୁନଙ୍କ ଭାଇ ରୋହିତ ଧାୱନ। ‘ଢିସୁମ’ ଫିଲ୍ମ ୨୯ ଜୁଲାଇରେ ରିଲିଜ ହେବ।