Advertisment

ବି-ଟାଉନକୁ ଆସୁଛି ବାୟୋପିକ ଫିଲ୍ମ ‘ମେ ଔର ଚାଲ୍ସ’

ମୁମ୍ବାଇ: ବି-ଟାଉନକୁ ଆସୁଛି ଆଉ ଏକ ବାୟୋପିକ ଫିଲ୍ମ। ତେବେ ଐତିହାସିକ ଚରିତ୍ର ଓ କ୍ରୀଡାବିତଙ୍କ ଜୀବନୀକୁ ନେଇ ଫିଲ୍ମ କରିବାର ଟ୍ରେଣ୍ଡ ମଧ୍ୟରେ ଆସୁଛି ଜଣେ କ୍ରିମିନାଲର କାହାଣୀ। କୁଖ୍ୟାତ ଅପରାଧୀ ‘ଚାର୍ଲସ ଶୋଭରାଜ’ଙ୍କ ରିୟଲ ଲାଇଫ ଷ୍ଟୋରୀକୁ ନେଇ ନିର୍ମିତ ଫିଲ୍ମ ‘ମେ ଔର ଚାଲ୍ସ’ ଆସନ୍ତା ସପ୍ତାହରେ ରିଲିଜ ହେବ। ଆରିଷ୍ଟ୍ରୋକାଟ ଅନ୍ଦାଜ ସହ ଲାଭିଶ୍ ଲାଇଫ ଷ୍ଟାଇଲରେ ଦେଖିବାକୁ ମିଳିବ ମୁଖ୍ୟ ଚରିତ୍ରକୁ। ବିକିନି କିଲର ନାମରେ ଜଣାଶୁଣା କୁଖ୍ୟାତ ଅପରାଧୀ […]

ବି-ଟାଉନକୁ ଆସୁଛି ବାୟୋପିକ ଫିଲ୍ମ ‘ମେ ଔର ଚାଲ୍ସ’

main aur charles

Advertisment

[embed] style="text-align: justify">ମୁମ୍ବାଇ: ବି-ଟାଉନକୁ ଆସୁଛି ଆଉ ଏକ ବାୟୋପିକ ଫିଲ୍ମ। ତେବେ ଐତିହାସିକ ଚରିତ୍ର ଓ କ୍ରୀଡାବିତଙ୍କ ଜୀବନୀକୁ ନେଇ ଫିଲ୍ମ କରିବାର ଟ୍ରେଣ୍ଡ ମଧ୍ୟରେ ଆସୁଛି ଜଣେ କ୍ରିମିନାଲର କାହାଣୀ। କୁଖ୍ୟାତ ଅପରାଧୀ ‘ଚାର୍ଲସ ଶୋଭରାଜ’ଙ୍କ ରିୟଲ ଲାଇଫ ଷ୍ଟୋରୀକୁ ନେଇ ନିର୍ମିତ ଫିଲ୍ମ ‘ମେ ଔର ଚାଲ୍ସ’ ଆସନ୍ତା ସପ୍ତାହରେ ରିଲିଜ ହେବ। ଆରିଷ୍ଟ୍ରୋକାଟ ଅନ୍ଦାଜ ସହ ଲାଭିଶ୍ ଲାଇଫ ଷ୍ଟାଇଲରେ ଦେଖିବାକୁ ମିଳିବ ମୁଖ୍ୟ ଚରିତ୍ରକୁ। ବିକିନି କିଲର ନାମରେ ଜଣାଶୁଣା କୁଖ୍ୟାତ ଅପରାଧୀ ଚାଲ୍ସ ଶୋଭରାଜର ଜୀବନୀ ଏବେ ରୂପେଲି ପରଦାକୁ ଆସୁଛି। ରିଲିଜ ଅପେକ୍ଷାରେ ରହିଛି ଫିଲ୍ମ ‘ମେ ଔର ଚାଲ୍ସ’। ଏଥିରେ ଚାଲ୍ସ ଶୋଭରାଜଙ୍କ ଭୂମିକାରେ ଦେଖା ଦେଉଛନ୍ତି ରଣଦୀପ ହୁଡା। ୮୦ ଦଶକର ପୃଷ୍ଠଭୂମିର କାହାଣୀକୁ ନେଇ ନିର୍ମିତ ହୋଇଥିବା ଏହି ଫିଲ୍ମଟି ରେଟ୍ରୋ ଲୁକରେ ସୁଟ୍ କରାଯାଇଛି। ଶୋଭରାଜ ଓ ପୋଲିସ ମଧ୍ୟରେ ଚାଲିଥିବା ଛକାପଞ୍ଝା, ମୁଖ୍ୟ ଚରିତ୍ରରେ ଥିବା ରଣଦୀପ ହୁଡାଙ୍କ ଚରିତ୍ର, ଏକାଧିକ ମହିଳାଙ୍କ ସହ ପ୍ରେମ ଓ ପ୍ରତାରଣାର ସତ କାହାଣୀ ଉପରେ ଆଧାରିତ ହୋଇଛି ଏହି ଫିଲ୍ମ। ଏଥିରେ ତତକାଳୀନ ଟପ କପ୍ ମୁମ୍ୱାଇ କମିଶନର ଅମୋଦ କାନ୍ତଙ୍କ ଭୂମିକାରେ ଅଛନ୍ତି ଆଦିଲ ହୁସେନ। ସିରିଅଲ କିଲର ଶୋଭରାଜଙ୍କ ଲେଡି ଲଭ ସାଜିଛନ୍ତି ରିଚା ଚଢା ଓ ଟିସ୍କା ଚୋପ୍ରା। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପ୍ରୱଲ ରମଣ। ଅକ୍ଟୋବର ୩୦ରେ ରିଲିଜ ହେବ ‘ମେଁ ଔର ଚାଲର୍ସ’।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe