Advertisment

ପୁଣି ପୂଜାରେ ସଞ୍ଜୁ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଥର ପୂଜା ଆମର ବୋଲି ଘୋଷଣା କରିସାରେଲାଣି ମିଷ୍ଟର ମଜନୁ ଟିମ୍‌। ଦଶହରାରେ ସବୁଥର ପରି ଏଥର ବି ତରଙ୍ଗ ସିନେ ପ୍ରଡକ୍ସନ୍ସ ପ୍ରସ୍ତୁତ କରୁଛି ନୂଆ ଓଡିଆ ଚଳଚ୍ଚିତ୍ର ‘ମିଷ୍ଟର ମଜ୍‌ନୁ’। ଏଥିରେ ମୁଖ୍ୟ ଭୂମିକାରେ ଅଭନୟ କରୁଛନ୍ତି ବାବୁସାନ୍‌, ଶୀତଲ୍, ସୁର୍ଯ୍ୟମୟୀ ଏବଂ ଦିବ୍ୟା। ଫିଲ୍ମରେ ୩ ଜଣ ନାୟିକା ଥିବାବେଳେ ଜଣେ ନାୟକ ରହିଛନ୍ତ। ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଶୋକ ପତି। ଫିଲ୍ମର ଶୁଟିଂ ଚାଲିଥିବା ବେଳେ ଏଥର ମଧ୍ୟ […]

ପୁଣି ପୂଜାରେ ସଞ୍ଜୁ!

qqqqqqqqqqqqqqqqqqqqqqqqqqq

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଥର ପୂଜା ଆମର ବୋଲି ଘୋଷଣା କରିସାରେଲାଣି ମିଷ୍ଟର ମଜନୁ ଟିମ୍‌। ଦଶହରାରେ ସବୁଥର ପରି ଏଥର ବି ତରଙ୍ଗ ସିନେ ପ୍ରଡକ୍ସନ୍ସ ପ୍ରସ୍ତୁତ କରୁଛି ନୂଆ ଓଡିଆ ଚଳଚ୍ଚିତ୍ର ‘ମିଷ୍ଟର ମଜ୍‌ନୁ’। ଏଥିରେ ମୁଖ୍ୟ ଭୂମିକାରେ ଅଭନୟ କରୁଛନ୍ତି ବାବୁସାନ୍‌, ଶୀତଲ୍, ସୁର୍ଯ୍ୟମୟୀ ଏବଂ ଦିବ୍ୟା। ଫିଲ୍ମରେ ୩ ଜଣ ନାୟିକା ଥିବାବେଳେ ଜଣେ ନାୟକ ରହିଛନ୍ତ। ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଶୋକ ପତି। ଫିଲ୍ମର ଶୁଟିଂ ଚାଲିଥିବା ବେଳେ ଏଥର ମଧ୍ୟ ନିର୍ଦ୍ଦେଶକ ଅଶୋକ ପତି ଫିଲ୍ମରେ ବାବୁସାନ୍‌ଙ୍କ ନାଁ ସଞ୍ଜୁ ରଖିଛନ୍ତି। ଏହି ଫିଲ୍ମକୁ ମିଶାଇ ୧୦ଟି ଫିଲ୍ମରେ ବାବୁସାନ୍‌ ସଞ୍ଜୁ ଚରିତ୍ରରେ ଅଭିନୟ କରିସାରିଲେଣି। ଏଥିସହ ପ୍ରଥମ ଥର ପାଇଁ ଫିଲ୍ମରେ ବାବୁସାନ୍‌ଙ୍କ ୬ ପ୍ୟାକ୍‌ ବଡି ଦେଖିବାକୁ ମିଳିବ ବୋଲି ଶୁଣିବାକୁ ମିଳୁଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe