Advertisment

ବଦଳି ଯାଇଛି ବାବୁସାନ୍‌ଙ୍କ ଚେହେରା, ନୂଆ ଫିଲ୍ମରେ ତାଙ୍କ ସହ ଅଛନ୍ତି ତିନି ହିରୋଇନ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦଶହରାରେ ରିଲିଜ୍ ହେବ ବାବୁସାନ୍‌ଙ୍କ ଆଉ ଏକ ଫିଲ୍ମ।  ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ ହେଉଥିବା ଏହି ଫିଲ୍ମର ନାଁ ‘ମିଷ୍ଟର ମଜନୁ’। ଫିଲ୍ମର ମହୁରତ ହୋଇଯାଇଛି। ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ବାବୁସାନ୍‌। ଆଉ ଏଥିରେ ତାଙ୍କ ବିପକ୍ଷରେ ୩ ଜଣ ହିରୋଇନ୍‌ ଅଛନ୍ତି। ସେମାନେ ହେଉଛନ୍ତି- ସୁର୍ଯ୍ୟମୟୀ, ଦିବ୍ୟା ଓ ଶୀତଲ। ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଶୋକ ପତି। ଫିଲ୍ମଟି ଦଶହରାରେ ରିଲିଜ୍‌ ହେବ ବୋଲି […]

ବଦଳି ଯାଇଛି ବାବୁସାନ୍‌ଙ୍କ ଚେହେରା, ନୂଆ ଫିଲ୍ମରେ ତାଙ୍କ ସହ ଅଛନ୍ତି ତିନି ହିରୋଇନ୍‌

babushan

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦଶହରାରେ ରିଲିଜ୍ ହେବ ବାବୁସାନ୍‌ଙ୍କ ଆଉ ଏକ ଫିଲ୍ମ।  ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ ହେଉଥିବା ଏହି ଫିଲ୍ମର ନାଁ ‘ମିଷ୍ଟର ମଜନୁ’। ଫିଲ୍ମର ମହୁରତ ହୋଇଯାଇଛି। ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ବାବୁସାନ୍‌। ଆଉ ଏଥିରେ ତାଙ୍କ ବିପକ୍ଷରେ ୩ ଜଣ ହିରୋଇନ୍‌ ଅଛନ୍ତି। ସେମାନେ ହେଉଛନ୍ତି- ସୁର୍ଯ୍ୟମୟୀ, ଦିବ୍ୟା ଓ ଶୀତଲ।

Advertisment

majnuଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଶୋକ ପତି। ଫିଲ୍ମଟି ଦଶହରାରେ ରିଲିଜ୍‌ ହେବ ବୋଲି ସୂଚନା ମିଳିଛି।

ଏହି ଫିଲ୍ମରେ ମାଧ୍ୟମରେ ବହୁତ ଦିନ ପରେ ଶୀତଲ୍‌ କମ୍‌ବ୍ୟାକ୍‌ କରୁଛନ୍ତି। ପୂର୍ବରୁ ବାବୁସାନ୍‌, ଶୀତଲ୍‌ ଏବଂ ସୂର୍ଯ୍ୟମୟୀଙ୍କୁ ଫିଲ୍ମ ‘ଭଲ ପାଏ ତତେ ଶହେରୁ ଶହେ’ରେ ଦେଖିବାକୁ ମିଳିଥିଲା। ସେହିଭଳି ଦିବ୍ୟା ତାଙ୍କ ଡେବ୍ୟୁ ଫିଲ୍ମ ’ସୁନ୍ଦରଗଡର ସଲମାନ୍‌ ଖାନ୍‌’ରେ ବାବୁସାନ୍‌ଙ୍କ ସହ ଅଭିନୟ କରିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe