ସ୍ୱାମୀଙ୍କ ଏହି ଖରାପ ଗୁଣ କଥା କହିଲେ ବେବୋ

ମୁମ୍ବାଇ: ବଲିଉଡ୍‌ର ନୱାବ ଯୋଡି ସୈଫ ଅଲ୍ଲୀ ଖାନ୍‌ ଏବଂ କରିନା କପୁର। ଦୁହେଁ ଅନ୍‌ସ୍କ୍ରିନ୍‌ ଯେତେ ସୁନ୍ଦର କେମିଷ୍ଟ୍ରି ଶେଆର କରନ୍ତି ବ୍ୟକ୍ତିଗତ ଜୀବନରେ ମଧ୍ୟ ସେପରି ଖୁସି ରହିବାକୁ ଚେଷ୍ଟା କରନ୍ତି। କରିନା ଆଜିକାଲି ତାଙ୍କ ଆଗାମୀ ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ର ପ୍ରମୋସନ୍‌ରେ ବ୍ୟସ୍ତ ଥିବାବେଳେ ତାଙ୍କର ଏକ ଭିଡିଓ ସେଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓରେ କରିନା ତାଙ୍କ ସ୍ୱାମୀ ସୈଫଙ୍କ ବିଷୟରେ କିଛି କଥା ଶେଆର କରିଛନ୍ତି। ସେ କହିଛନ୍ତି, ସୈଫ୍‌ ଏମିତି ଏକ ମଣିଷ ଯେ […]

saif

saif

Biswobandita Swain
  • Published: Thursday, 12 December 2019
  • Updated: 13 December 2019, 01:45 PM IST

Sports

Latest News

ମୁମ୍ବାଇବଲିଉଡ୍‌ର ନୱାବ ଯୋଡି ସୈଫ ଅଲ୍ଲୀ ଖାନ୍‌ ଏବଂ କରିନା କପୁର। ଦୁହେଁ ଅନ୍‌ସ୍କ୍ରିନ୍‌ ଯେତେ ସୁନ୍ଦର କେମିଷ୍ଟ୍ରି ଶେଆର କରନ୍ତି ବ୍ୟକ୍ତିଗତ ଜୀବନରେ ମଧ୍ୟ ସେପରି ଖୁସି ରହିବାକୁ ଚେଷ୍ଟା କରନ୍ତି। କରିନା ଆଜିକାଲି ତାଙ୍କ ଆଗାମୀ ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌ର ପ୍ରମୋସନ୍‌ରେ ବ୍ୟସ୍ତ ଥିବାବେଳେ ତାଙ୍କର ଏକ ଭିଡିଓ ସେଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓରେ କରିନା ତାଙ୍କ ସ୍ୱାମୀ ସୈଫଙ୍କ ବିଷୟରେ କିଛି କଥା ଶେଆର କରିଛନ୍ତି। ସେ କହିଛନ୍ତିସୈଫ୍‌ ଏମିତି ଏକ ମଣିଷ ଯେ ମତେ ନେଇ ନିରବରେ ଗର୍ବ ଅନୁଭବ କରନ୍ତି। ସେ ଚାହାଁନ୍ତି ମତେ ସେ ସମସ୍ତ ଜିନିଷ ମିଳୁ, ଯାହା ମୁଁ ଖୋଜୁଛି। ଏଥିସହ କରିନା ଏକଥା ମଧ୍ୟ କହିଥିଲେ ଯେସୈଫଙ୍କୁ ମନେଇବା ବହୁତ କଷ୍ଟ। ସେ ମୋ ସ୍ୱାମୀ କିନ୍ତୁ ସେ ମୋ ଚାଟ୍‌ ଶୋକୁ ଆସିବାକୁ ବହୁତ ଡ୍ରାମା କରନ୍ତି। ସେ ମୋ କାମକୁ ନେଇ ସବୁ କଥା ଜାଣନ୍ତି। କିନ୍ତୁ ବାରମ୍ବାର କିଛି ନ ଜାଣିବା ପରି ପ୍ରଶ୍ନ କରି ବହୁତ ନାଟକ କରନ୍ତି।

ସୂଚନାଯୋଗ୍ୟ, କରିନା କପୁର ‘ଇଷ୍କ’ ନାମକ ଏକ ରେଡିଓ ଶୋ କରୁଛନ୍ତି। ଏଥିରେ ସେ କଳାକାରଙ୍କ ସାକ୍ଷାତକାର କରନ୍ତି। ଶୋର ପ୍ରତ୍ୟେକ ବିଷୟବସ୍ତୁ ମହିଳାଙ୍କ ସମ୍ପର୍କିତ ଥାଏ। ଏହି ଶୋରେ ଗୋଟେ ନାରୀ ସାମ୍ନା କରୁଥିବା ଭିନ୍ନ ଭିନ୍ନ ସମସ୍ୟା ଏବଂ ତାର ସମାଧାନ କେମିତି ହୋଇପାରିବ, ସେ ବିଷୟରେ ଆଲୋଚନା କରାଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story