ବିବାଦରେ ବାଦଶାହ-ଜ୍ୟାକଲିନଙ୍କ ଗୀତ 'ଗେନ୍ଦା ଫୁଲ୍'

ମୁମ୍ବାଇ: କିଛିଦିନ ପୂର୍ବରୁ ରିଲିଜ୍ ହୋଇଥିବା ବାଦଶାହ-ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ଗୀତ ‘ଗେନ୍ଦା ଫୁଲ୍’ ସେଶାଲ୍ ମିଡିଆରେ ହଇଚଇ ସୃଷ୍ଟି କରଛି। ଲୋକପ୍ରିୟ ରାପର୍ ବାଦଶାହଙ୍କ ଏହି ବଙ୍ଗାଳୀ-ପଞ୍ଜାବୀ ଫ୍ୟୁଜନ୍ ୟୁଟ୍ୟୁବରେ ଟ୍ରେଣ୍ଡ କରୁଛି। ଏହି ଗୀତକୁ ବର୍ତ୍ତମାନ ପର୍ଯ୍ୟନ୍ତ ୬ କୋଟିରୁ ଅଧିକ ଥର ଦେଖାସରିଲାଣି। ହେଲେ ବର୍ତ୍ତମାନ କିନ୍ତୁ ଏହି ଗୀତଟି ଏକ ବିବାଦରେ ଫସିଯାଇଛି। https://www.instagram.com/p/B-FVtNnnA44/?utm_source=ig_web_copy_link ବାଦଶାହଙ୍କ ଏହି ଗୀତ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗୀତର କିଛି ବଙ୍ଗୀୟ ଲିରିକ୍ସ ଅରିଜିନାଲ୍ ବଙ୍ଗାଳୀ […]

genda-phool

genda-phool

Chinmayee Roy
  • Published: Tuesday, 31 March 2020
  • Updated: 31 March 2020, 05:11 PM IST

Sports

Latest News

ମୁମ୍ବାଇ: କିଛିଦିନ ପୂର୍ବରୁ ରିଲିଜ୍ ହୋଇଥିବା ବାଦଶାହ-ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ଗୀତ ‘ଗେନ୍ଦା ଫୁଲ୍’ ସେଶାଲ୍ ମିଡିଆରେ ହଇଚଇ ସୃଷ୍ଟି କରଛି। ଲୋକପ୍ରିୟ ରାପର୍ ବାଦଶାହଙ୍କ ଏହି ବଙ୍ଗାଳୀ-ପଞ୍ଜାବୀ ଫ୍ୟୁଜନ୍ ୟୁଟ୍ୟୁବରେ ଟ୍ରେଣ୍ଡ କରୁଛି। ଏହି ଗୀତକୁ ବର୍ତ୍ତମାନ ପର୍ଯ୍ୟନ୍ତ ୬ କୋଟିରୁ ଅଧିକ ଥର ଦେଖାସରିଲାଣି। ହେଲେ ବର୍ତ୍ତମାନ କିନ୍ତୁ ଏହି ଗୀତଟି ଏକ ବିବାଦରେ ଫସିଯାଇଛି।

https://www.instagram.com/p/B-FVtNnnA44/?utm_source=ig_web_copy_link

ବାଦଶାହଙ୍କ ଏହି ଗୀତ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗୀତର କିଛି ବଙ୍ଗୀୟ ଲିରିକ୍ସ ଅରିଜିନାଲ୍ ବଙ୍ଗାଳୀ ଲୋକଗୀତ ‘ବଡ଼ଲୋକେର ବେଟିଲୋ’ ସହ ମିଶି ଯାଉଛି। ତେଣୁ ଏହି ଅରିଜିନାଲ୍ ଲୋକଗୀତର ଲେଖକ ରତନ କହର ତାଙ୍କୁ ଶ୍ରେୟ ଦେଇନଥିବା ଅଭିଯୋଗ କରିଛନ୍ତି। ଯାହାକି ସିଧାସଳଖ କପିରାଇଟ୍ ଆକ୍ଟର ଉଲ୍ଲଂଘନ କରୁଛି। ଫ୍ରାନ୍ସର ଡକ୍ଟରାଲ୍ ଗବେଷକ ଅର୍ଗିଆ ବୋଷ ପଶ୍ଚିମବଙ୍ଗର ସିଏମ୍ ମମତା ବାନାର୍ଜୀଙ୍କୁ ଏକ ଚିଠି ଲେଖିଛନ୍ତି। ସେ ଲେଖକ ରତନ କହରଙ୍କୁ ତାଙ୍କ ଚିଠିରେ ସମର୍ଥନ କରିବାକୁ ଦାବି କରିଛନ୍ତି।

https://www.instagram.com/p/B-OmhMcHE8a/?utm_source=ig_web_copy_link

ସୂଚନାଯୋଗ୍ୟ, ଏହି ଡ୍ୟାନ୍ସ ନମ୍ବରଟି ବେଶ୍ ହିଟ୍ ହେଉଛି। ଏହି ଗୀତକୁ ବାଦଶାହଙ୍କ ସହ ପାୟଲ ଦେବ ଗାଇଛନ୍ତି। ଆଜି ପର୍ଯ୍ୟନ୍ତ ବାଦଶାହ ଗାଇଥିବା ଗୀତଗୁଡ଼ିକ ମଧ୍ୟରୁ ଏହା ସବୁଠାରୁ ନିଆରା ହୋଇଛି। ବାଦଶାହ ତାଙ୍କର ପ୍ରତ୍ୟେକ ମ୍ୟୁଜିକ୍ ଆଲବମରେ ଏକ ନୂଆ ଚେହେରାକୁ ସୁଯୋଗ ଦିଅନ୍ତି। ଅନେକ ନବାଗତ ମଡେଲ ତାଙ୍କ ଗୀତର ଅଂଶ ହୋଇ ଲୋକପ୍ରିୟ ହୋଇପାରିଛନ୍ତି। ତେବେ ଏଥର କିନ୍ତୁ ବାଦଶାହ ତାଙ୍କ ବଙ୍ଗାଳୀ-ପଞ୍ଜାବୀ ଫ୍ୟୁଜନ୍ ଗୀତ ପାଇଁ ବଲିଉଡ୍ ସୁନ୍ଦରୀ ଜ୍ୟାକଲିନଙ୍କୁ ବାଛିଛନ୍ତି। ଏଥିରେ ବଙ୍ଗୀୟ ଲୁକରେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଏହି ଭିଡିଓକୁ ସ୍ନେହା ଶେଟ୍ଟୀ କୋହଲି ନିର୍ଦ୍ଦେଶନା ଦେଇଛନ୍ତି। ଗୀତରେ ବାଦଶାହ ଏବଂ ଜ୍ୟାକଲିନଙ୍କ ଜବରଦସ୍ତ କେମେଷ୍ଟ୍ରି ମଧ୍ୟ ଦେଖିବାକୁ ମିଳୁଛି।

https://youtu.be/SD4Z8dlZPd8

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story