Advertisment

‘ବାଙ୍ଗିସ୍ଥାନର’ ଟ୍ରେଲର ରିଲିଜ୍

ମୁମ୍ୱାଇ: ରିଲିଜ୍ ହୋଇଛି କମିକାଲ ସାଟାୟର ଫିଲ୍ମ ବାଙ୍ଗିସ୍ଥାନର ଟ୍ରେଲର । ରିଲିଜ ପୂର୍ବରୁ ଏହି ଫିଲ୍ମକୁ ନେଇ ଜୋରଦାର ଚର୍ଚ୍ଚା ହୋଇଛି। ଆତଙ୍କବାଦ ଏବଂ ଆତଙ୍କବାଦୀଙ୍କ କାର୍ଯ୍ୟକଳାପକୁ  ଚତୁରତାର ସହ  କାହାଣୀ ଜରିଆରେ ପ୍ରଦର୍ଶିତ କରିଛନ୍ତି ନିର୍ଦ୍ଦେଶକ କରନ ଅଂଶୁମାନ । ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ରିତେଶ ଦେଶମୁଖ, ପୁଲକିତ ସମ୍ରାଟ, ଚନ୍ଦନ ରୟ ସାନିୟାଲ। ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଛନ୍ତି ଶ୍ରୀଲାଙ୍କନ ସୁନ୍ଦରୀ  ଜ୍ୟାକଲିନ୍  ଫର୍ଣ୍ଣାଡିସ୍। ଏହି ଫିଲ୍ମର ପ୍ରଯୋଜନା ଭାର […]

author-image
Rakesh Mallick
‘ବାଙ୍ଗିସ୍ଥାନର’ ଟ୍ରେଲର ରିଲିଜ୍

Bangisthan

ମୁମ୍ୱାଇ: ରିଲିଜ୍ ହୋଇଛି କମିକାଲ ସାଟାୟର ଫିଲ୍ମ ବାଙ୍ଗିସ୍ଥାନର ଟ୍ରେଲର । ରିଲିଜ ପୂର୍ବରୁ ଏହି ଫିଲ୍ମକୁ ନେଇ ଜୋରଦାର ଚର୍ଚ୍ଚା ହୋଇଛି। ଆତଙ୍କବାଦ ଏବଂ ଆତଙ୍କବାଦୀଙ୍କ କାର୍ଯ୍ୟକଳାପକୁ  ଚତୁରତାର ସହ  କାହାଣୀ ଜରିଆରେ ପ୍ରଦର୍ଶିତ କରିଛନ୍ତି ନିର୍ଦ୍ଦେଶକ କରନ ଅଂଶୁମାନ । ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ରିତେଶ ଦେଶମୁଖ, ପୁଲକିତ ସମ୍ରାଟ, ଚନ୍ଦନ ରୟ ସାନିୟାଲ। ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଛନ୍ତି ଶ୍ରୀଲାଙ୍କନ ସୁନ୍ଦରୀ  ଜ୍ୟାକଲିନ୍  ଫର୍ଣ୍ଣାଡିସ୍। ଏହି ଫିଲ୍ମର ପ୍ରଯୋଜନା ଭାର ଫରହାନ୍ ଅଖତାର ଏବଂ ରିତେଶ ସିଦ୍‌ୱାନି ସମ୍ଭାଳିଥିବାବେଳେ ମ୍ୟୁଜିକରେ ସଜେଇଛନ୍ତି ରାମ ସମ୍ପତ। ଏକ୍ସେଲ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଏହି  ଫିଲ୍ମ ଜୁଲାଇ ୩୧ରେ ଆସୁଛି ରୂପେଲି ପରଦାକୁ।

Advertisment