ମୁମ୍ୱାଇ: ରିଲିଜ୍ ହୋଇଛି କମିକାଲ ସାଟାୟର ଫିଲ୍ମ ବାଙ୍ଗିସ୍ଥାନର ଟ୍ରେଲର । ରିଲିଜ ପୂର୍ବରୁ ଏହି ଫିଲ୍ମକୁ ନେଇ ଜୋରଦାର ଚର୍ଚ୍ଚା ହୋଇଛି। ଆତଙ୍କବାଦ ଏବଂ ଆତଙ୍କବାଦୀଙ୍କ କାର୍ଯ୍ୟକଳାପକୁ ଚତୁରତାର ସହ କାହାଣୀ ଜରିଆରେ ପ୍ରଦର୍ଶିତ କରିଛନ୍ତି ନିର୍ଦ୍ଦେଶକ କରନ ଅଂଶୁମାନ । ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ରିତେଶ ଦେଶମୁଖ, ପୁଲକିତ ସମ୍ରାଟ, ଚନ୍ଦନ ରୟ ସାନିୟାଲ। ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଛନ୍ତି ଶ୍ରୀଲାଙ୍କନ ସୁନ୍ଦରୀ ଜ୍ୟାକଲିନ୍ ଫର୍ଣ୍ଣାଡିସ୍। ଏହି ଫିଲ୍ମର ପ୍ରଯୋଜନା ଭାର ଫରହାନ୍ ଅଖତାର ଏବଂ ରିତେଶ ସିଦ୍ୱାନି ସମ୍ଭାଳିଥିବାବେଳେ ମ୍ୟୁଜିକରେ ସଜେଇଛନ୍ତି ରାମ ସମ୍ପତ। ଏକ୍ସେଲ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଏହି ଫିଲ୍ମ ଜୁଲାଇ ୩୧ରେ ଆସୁଛି ରୂପେଲି ପରଦାକୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
'ସବୁ ରାଜ୍ୟକୁ ମଦମୁକ୍ତ କର', ଦିଲଜିତଙ୍କ ଓପନ ଚ୍ୟାଲେଞ୍ଜ୍
ମାଦକ ଦ୍ରବ୍ୟକୁ ପ୍ରୋତ୍ସାହିତ କଲା ଭଳି ଗୀତ ନଗାଇବାକୁ ନୋଟିସ ପାଇଥିଲେ। ସବୁ ରାଜ୍ୟରେ ମଦ ବ୍ୟାନ୍ କରିବାକୁ କଲେ ଆହ୍ୱାନ କଲେ ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଜ।
Bollywood
କଙ୍ଗନାଙ୍କ Emergencyକୁ ନେଇ ଆସିଲା ବଡ଼ ଖବର, ଏହି ତାରିଖରେ ରିଲିଜ୍ ହେବ
କଙ୍ଗନାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି, ଅନୁପମ୍ ଖେରଙ୍କୁ ଜୟପ୍ରକାଶ ନାରାୟଣ, ଶ୍ରେୟସ ତାଲପଡ଼େଙ୍କୁ ଅଟ୍ଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ଦେଖିବାକୁ ମିଳିବ।
Entertainment
ବିବାହ ବନ୍ଧନରେ ବାନ୍ଧି ହେଲେ ଏଲିନା; ଫ୍ୟାନଙ୍କୁ ଦେଲେ ସରପ୍ରାଇଜ୍
ଦୀର୍ଘ ବର୍ଷ ଧରି ଏଲିନା ଓ ଅନୁରାଗ ଘନିଷ୍ଠ ବନ୍ଧୁ ଥିଲେ। ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିଲା।
Entertainment
ଅନନ୍ତ, ଶ୍ରୀନିବାସ ଓ ଜୟୀ ଗ୍ରହଣ କଲେ ‘ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର’
୨୦୨୧ ବର୍ଷ ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ‘ପ୍ରତୀକ୍ଷା’ ଚଳଚ୍ଚିତ୍ର ପାଇଁ ଦୀପନ୍ୱିତ ଦାସ ମହାପାତ୍ର ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ‘ଡାଲଚିନି’ ଚଳଚ୍ଚିତ୍ର ପାଇଁ ସୂର୍ଯ୍ୟମୟୀ ମହାପାତ୍ରଙ୍କୁ ପୁରସ୍କୃତ କରାଯାଇଛି।
Entertainment
ମିସ୍ ୟୁନିଭର୍ସ ୨୦୨୪; ମୁକୁଟରେ ଲାଗିଛି ହୀରା ସାଙ୍ଗକୁ ୨୩ ପ୍ରକାରର ସୁବର୍ଣ୍ଣ ମୋତି
୭୩ତମ ମିସ୍ ୟୁନିଭର୍ସ କ୍ରାଉନର ଏକ ସ୍ୱତନ୍ତ୍ର ନାଁ ମଧ୍ୟ ଦିଆଯାଇଛି।