Advertisment

‘ବାଗୀ: ରେବେଲ ଇନ ଲଭ୍‌’ରେ ଶ୍ରଦ୍ଧା ଓ ଟାଇଗରଙ୍କ ରୋମାନ୍ସ

ମୁମ୍ବାଇ: ଆଗକୁ ରିଲିଜ୍ ହେବାକୁ ଯାଉଛି ବଲିଉଡର ଅପକମିଂ ସିନେମା ‘ବାଗୀ: ରେବେଲ ଇନ୍ ଲଭ୍’। ଯେଉଁଥିରେ ଦେଖିବାକୁ ମିଳିବ ଆସିକ-୨ ଗାର୍ଲ ଶ୍ରଦ୍ଧା କାପୁର ଏବଂ ହିରୋପନ୍ଥି ଷ୍ଟାର ଟାଇଗର୍ ଶ୍ରଫଙ୍କ ରୋମାନ୍ସ। ଏହି ଫିଲ୍ମକୁ ଶବରୀ ଖାନ୍ ନିର୍ଦ୍ଦେଶନା ଦେଉଥିବା ବେଳେ ପ୍ରଯୋଜନା ଦାୟିତ୍ୱରେ ରହିଛନ୍ତି ସାଜିଦ୍ ନଡିଆୱାଲା। ଏହା ଆସନ୍ତା ଏପ୍ରିଲ ୨୯ ତାରିଖରେ ବି-ଟାଉନକୁ ଆସିବ। ଟାଇଗର ଶ୍ରଫ୍ ତାଙ୍କ ଲେଡି ଲଭ୍ ଶ୍ରାଦ୍ଧା କାପୁରଙ୍କ ପାଇଁ କିପରି ବିଭିନ୍ନ ସମସ୍ୟାର […]

‘ବାଗୀ: ରେବେଲ ଇନ ଲଭ୍‌’ରେ ଶ୍ରଦ୍ଧା ଓ ଟାଇଗରଙ୍କ ରୋମାନ୍ସ

tiger-shraddha

Advertisment

ମୁମ୍ବାଇ: ଆଗକୁ ରିଲିଜ୍ ହେବାକୁ ଯାଉଛି ବଲିଉଡର ଅପକମିଂ ସିନେମା ‘ବାଗୀ: ରେବେଲ ଇନ୍ ଲଭ୍’। ଯେଉଁଥିରେ ଦେଖିବାକୁ ମିଳିବ ଆସିକ-୨ ଗାର୍ଲ ଶ୍ରଦ୍ଧା କାପୁର ଏବଂ ହିରୋପନ୍ଥି ଷ୍ଟାର ଟାଇଗର୍ ଶ୍ରଫଙ୍କ ରୋମାନ୍ସ। ଏହି ଫିଲ୍ମକୁ ଶବରୀ ଖାନ୍ ନିର୍ଦ୍ଦେଶନା ଦେଉଥିବା ବେଳେ ପ୍ରଯୋଜନା ଦାୟିତ୍ୱରେ ରହିଛନ୍ତି ସାଜିଦ୍ ନଡିଆୱାଲା। ଏହା ଆସନ୍ତା ଏପ୍ରିଲ ୨୯ ତାରିଖରେ ବି-ଟାଉନକୁ ଆସିବ। ଟାଇଗର ଶ୍ରଫ୍ ତାଙ୍କ ଲେଡି ଲଭ୍ ଶ୍ରାଦ୍ଧା କାପୁରଙ୍କ ପାଇଁ କିପରି ବିଭିନ୍ନ ସମସ୍ୟାର ମୁକାବିଲା କରୁଛନ୍ତି, ଆଉ ପ୍ରେମ ପାଇଁ କିପରି ନିଜ ଜୀବନକୁ ବାଜି ଲଗାଉଛନ୍ତି ତାହାକୁ ନେଇ ଗତିଶୀଳ ହୋଇଛି ଏହି ଫିଲ୍ମ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe