Advertisment

ବାଘ ବି ‘ବିଗ୍ ବି’ଙ୍କ ଫ୍ୟାନ୍

ମୁମ୍ବାଇ: ବିଗ୍ ବି ଅମିତାଭ୍ ଯେଉଁ ଆଡେ ବି ଯାଆନ୍ତି, ତାଙ୍କ ଫ୍ୟାନ୍ ସେଠି ପହଞ୍ଚି ଯାଆନ୍ତି। ଏବେ ବିଗ୍ ବିଙ୍କ  ଫ୍ୟାନ୍ ତାଲିକାରେ ସାମିଲ ହୋଇଛି ଗୋଟିଏ ଜଙ୍ଗଲି ବାଘ। ନିକଟରେ ଅମିତାଭ ମୁମ୍ୱାଇର ସଞ୍ଜୟ ଗାନ୍ଧି ନ୍ୟାସନାଲ୍ ପାର୍କରେ ବୁଲୁଥିବା ବେଳେ ଏକ ବାଘ ତାଙ୍କ ପଛରେ ପଡ଼ି ଯାଇଥିଲା। ଏମିତିକି ୪ କିଲୋମିଟର ଧରି ତାଙ୍କ ପଛେ ପଛେ ଚାଲିଥିଲା। ଏହା ବିଗ୍ ବିଙ୍କୁ ବେଶ ପ୍ରଭାବିତ କରିଥିଲା। ଆଉ ଫେସ୍ ବୁକ୍, […]

ବାଘ ବି ‘ବିଗ୍ ବି’ଙ୍କ ଫ୍ୟାନ୍

6amitabh-tiger4

Advertisment

1amitabhbachchan-tigerମୁମ୍ବାଇ: ବିଗ୍ ବି ଅମିତାଭ୍ ଯେଉଁ ଆଡେ ବି ଯାଆନ୍ତି, ତାଙ୍କ ଫ୍ୟାନ୍ ସେଠି ପହଞ୍ଚି ଯାଆନ୍ତି। ଏବେ ବିଗ୍ ବିଙ୍କ  ଫ୍ୟାନ୍ ତାଲିକାରେ ସାମିଲ ହୋଇଛି ଗୋଟିଏ ଜଙ୍ଗଲି ବାଘ। ନିକଟରେ ଅମିତାଭ ମୁମ୍ୱାଇର ସଞ୍ଜୟ ଗାନ୍ଧି ନ୍ୟାସନାଲ୍ ପାର୍କରେ ବୁଲୁଥିବା ବେଳେ ଏକ ବାଘ ତାଙ୍କ ପଛରେ ପଡ଼ି ଯାଇଥିଲା। ଏମିତିକି ୪ କିଲୋମିଟର ଧରି ତାଙ୍କ ପଛେ ପଛେ ଚାଲିଥିଲା। ଏହା ବିଗ୍ ବିଙ୍କୁ ବେଶ ପ୍ରଭାବିତ କରିଥିଲା। ଆଉ ଫେସ୍ ବୁକ୍, ଟ୍ୱିଟର୍ ଏବଂ ନିଜ ବ୍ଲଗରେ ନିଜର ଏହି ଅନୁଭୂତିକୁ ବଖାଣିଛନ୍ତି ଅମିତାଭ। ବାଘଟି ତାଙ୍କ ଆଡ଼କୁ ଅନାଇବାର ଚିତ୍ର ମଧ୍ୟ ସେ ପୋଷ୍ଟ୍ କରିଛନ୍ତି।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe