/odisha-reporter/media/post_attachments/uploads/2016/10/bahubali-2.jpg)
bahubali-2
ହାଇଦ୍ରାବାଦ: ଏସ୍ଏସ୍ ରାଜମୌଲୀଙ୍କ ଆଗାମୀ ଫିଲ୍ମ ‘ବାହୁବଳୀ: ଦି କନ୍କ୍ଲୋଜନ’ (ବହୁବଳୀ-୨) ଲୋଗୋ ଉନ୍ମୋଚିତ ହୋଇଛି। ଏହା ହେଉଛି ‘ବହୁବଳୀ: ଦି ବିଗନିଂ’ର ଦ୍ୱିତୀୟ ଭାଗ।
Advertisment
ଫିଲ୍ମର ପ୍ରଥମ ଝଲକ ନାୟକ ପ୍ରଭାସଙ୍କ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ୨୨ ଅକ୍ଟୋବରରେ ଆସିବ ବୋଲି ରାଜମୌଲୀ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି,“ଡିସେମ୍ୱର ସୁଦ୍ଧା ଫିଲ୍ମର ସୁଟିଂ ସରିଯିବ। ଏବେ ଦୁଇଟି ଗୀତର କିଛି ଦୃଶ୍ୟ ସୁଟିଂ ବାକି ରହିଛି। ଏହି ଫିଲ୍ମ ୨୦୧୭ ଏପ୍ରିଲ ୨୮ ତାରିଖରେ ରିଲିଜ୍ ହେବ।”
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
