‘ବାହୁବଳୀ: ଦି କନ୍‌କ୍ଲୋଜନ’ ଲୋଗୋ ଉନ୍ମୋଚିତ

ହାଇଦ୍ରାବାଦ: ଏସ୍‌ଏସ୍‌ ରାଜମୌଲୀଙ୍କ ଆଗାମୀ ଫିଲ୍ମ ‘ବାହୁବଳୀ: ଦି କନ୍‌କ୍ଲୋଜନ’ (ବହୁବଳୀ-୨) ଲୋଗୋ ଉନ୍ମୋଚିତ ହୋଇଛି। ଏହା ହେଉଛି ‘ବହୁବଳୀ: ଦି ବିଗନିଂ’ର ଦ୍ୱିତୀୟ ଭାଗ।

ଫିଲ୍ମର ପ୍ରଥମ ଝଲକ ନାୟକ ପ୍ରଭାସଙ୍କ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ୨୨ ଅକ୍ଟୋବରରେ ଆସିବ ବୋଲି ରାଜମୌଲୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି,“ଡିସେମ୍ୱର ସୁଦ୍ଧା ଫିଲ୍ମର ସୁଟିଂ ସରିଯିବ। ଏବେ ଦୁଇଟି ଗୀତର କିଛି ଦୃଶ୍ୟ ସୁଟିଂ ବାକି ରହିଛି। ଏହି ଫିଲ୍ମ ୨୦୧୭ ଏପ୍ରିଲ ୨୮ ତାରିଖରେ ରିଲିଜ୍‌ ହେବ।”

ଆହୁରି ପଢ଼ନ୍ତୁ

ଗୀତ ଗାଇ ଲୋକଙ୍କ ହୃଦୟ ଚୋରି କରୁଛନ୍ତି ଶେହନାଜ୍

ଦର୍ଶକଙ୍କୁ କିମିଆ କରୁଛି ନୋରାଙ୍କ ନୂଆ ଗୀତ

ଲୁଡୋ: ଏଥର ଦୀପାବଳିକୁ ମଜାଦାର କରିବେ ରାଜକୁମାର ଓ ଅଭିଷେକ

ପରଲୋକରେ ‘ଇନ୍ଦୁ ଦାଦୀ’

କଙ୍ଗନାଙ୍କୁ ଦୁଷ୍କର୍ମ ଧମକ ଦେଲେ ଓଡ଼ିଶାର ଆଇନଜୀବୀ

ହାପି ବର୍ଥ ଡେ’ ସ୍ମିତା ପାଟିଲ୍: ଅଭିନେତ୍ରୀ ପୂର୍ବରୁ ସେ ଥିଲେ ଟିଭି ଉପସ୍ଥାପିକା

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ଓ ସ୍ତ୍ରୀଙ୍କ ନାମରେ ମାମଲା ରୁଜୁ କଲା ମୁମ୍ୱାଇ ପୁଲିସ୍

ପ୍ରଖ୍ୟାତ କଣ୍ଠଶିଳ୍ପୀ କୁମାର ସାନୁଙ୍କୁ କରୋନା

କଙ୍ଗନାଙ୍କ ନୂଆ ଟ୍ୱିଟ୍: କେଉଁଥିରେ ମଜା ଓ କେଉଁଥିରେ ସଜା

ଆସନ୍ତାକାଲିଠାରୁ ଖୋଲିବ ସିନେମା ହଲ୍

ଏବେ ବି ଅଧୁରା ରହିଛି ଅମିତାଭ ଏବଂ ଜୟାଙ୍କ ଫିଲ୍ମ