Advertisment

ମାମୀ ଫିଲ୍ମ ଉତ୍ସବରେ ରିଲିଜ୍‌ ହେବ ‘ବାହୁବଳୀ-୨ର ପ୍ରଥମ ପୋଷ୍ଟର

ମୁମ୍ୱାଇ: ମୁମ୍ୱାଇରେ ଆୟୋଜିତ ହେବାକୁ ଥିବା ମାମୀ ଫିଲ୍ମ ଉତ୍ସବରେ ରିଲିଜ୍‌  ହେବ ଫିଲ୍ମ ‘ବାହୁବଳୀ’ ସିକ୍ୟୁଲ୍‌ ‘ବାହୁବଳୀ-୨’ର ପ୍ରଥମ ପୋଷ୍ଟର । ୨୨ ଅକ୍ଟୋବରରେ ‘ବାହୁବଳୀ’ ସିକ୍ୟୁଲର ପୋଷ୍ଟର ରିଲିଜ୍‌ କରାଯିବ ବୋଲି ମାମୀ ଫିଲ୍ମ ଉତ୍ସବ କର୍ମକତ୍ତାଙ୍କ ପକ୍ଷରୁ କୁହାଯାଇଛି। ଏହି ଅବସରରେ ଫିଲ୍ମ ନିର୍ଦ୍ଦେଶକ ଓ କଳାକାରମାନେ ଉପସ୍ଥିତ ରହିବେ। ଫିଲ୍ମର ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଲୀ କହିଛନ୍ତି,“ ବାହୁବଳୀ ଫିଲ୍ମ ସକ୍ୟୁଲ୍‌ ପୋଷ୍ଟର ମାମି ଫିଲ୍ମ ଉତ୍ସବରେ ରିଲିଜ୍‌ ହେବାକୁ ଯାଉଥିବାରୁ ମୁଁ […]

author-image
Rakesh Mallick
ମାମୀ ଫିଲ୍ମ ଉତ୍ସବରେ ରିଲିଜ୍‌ ହେବ ‘ବାହୁବଳୀ-୨ର ପ୍ରଥମ ପୋଷ୍ଟର

bahubali-2

ମୁମ୍ୱାଇ: ମୁମ୍ୱାଇରେ ଆୟୋଜିତ ହେବାକୁ ଥିବା ମାମୀ ଫିଲ୍ମ ଉତ୍ସବରେ ରିଲିଜ୍‌  ହେବ ଫିଲ୍ମ ‘ବାହୁବଳୀ’ ସିକ୍ୟୁଲ୍‌ ‘ବାହୁବଳୀ-୨’ର ପ୍ରଥମ ପୋଷ୍ଟର । ୨୨ ଅକ୍ଟୋବରରେ ‘ବାହୁବଳୀ’ ସିକ୍ୟୁଲର ପୋଷ୍ଟର ରିଲିଜ୍‌ କରାଯିବ ବୋଲି ମାମୀ ଫିଲ୍ମ ଉତ୍ସବ କର୍ମକତ୍ତାଙ୍କ ପକ୍ଷରୁ କୁହାଯାଇଛି।

Advertisment

ଏହି ଅବସରରେ ଫିଲ୍ମ ନିର୍ଦ୍ଦେଶକ ଓ କଳାକାରମାନେ ଉପସ୍ଥିତ ରହିବେ।

ଫିଲ୍ମର ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଲୀ କହିଛନ୍ତି,“ ବାହୁବଳୀ ଫିଲ୍ମ ସକ୍ୟୁଲ୍‌ ପୋଷ୍ଟର ମାମି ଫିଲ୍ମ ଉତ୍ସବରେ ରିଲିଜ୍‌ ହେବାକୁ ଯାଉଥିବାରୁ ମୁଁ ବହୁତ ଖୁସି ଅଛି।”

୨୦ ଅକ୍ଟୋବରରୁ ଆରମ୍ଭ ହେବାକୁ ଥିବା ଏହି ଉତ୍ସବରେ ୫୪ଟି ଦେଶର ପ୍ରାୟ  ୧୮୦ ଫିଲ୍ମ ପ୍ରଦର୍ଶିତ ହେବ।

Advertisment