Advertisment

‘ବାଜି ରାଓ ମସ୍ତାନୀ’ର ଗୀତ ‘ପିଙ୍ଗା’ ରିଲିଜ୍

ମୁମ୍ୱାଇ: ସଞ୍ଜୟ ଲୀଳା ଭଂସାଲୀଙ୍କ ଆଗାମୀ ଫିଲ୍ମ ‘ବାଜିରାଓ ମସ୍ତାନୀ’ର ଏକ ଗୀତ ‘ପିଙ୍ଗା’ ଆଜି ରିଲିଜ୍ ହୋଇଛି। ପ୍ୟାରିସରେ ଆତଙ୍କୀ ଆକ୍ରମଣ ଯୋଗୁଁ ଗତକାଲି ଏହି ଗୀତ ଲଞ୍ଚ କରାଯାଇ ନ ଥିଲା। ଏହି ଗୀତରେ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ଦୀପିକା ପାଦୁକନଙ୍କୁ କାଶୀବାଈ ଚରିତ୍ରରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିବ। ମରାଠୀ ବେଶଭୂଷାରେ ଉଭୟ ଡ୍ୟାନ୍ସ କରୁଥିବା ଦର୍ଶକ ଦେଖିପାରିବେ। ଏହି ଗୀତକୁ ସିଦ୍ଧାର୍ଥ ଗରିମା ଲେଖିଥିବା ବେଳେ ଶ୍ରେୟା ଘୋଷାଲା […]

‘ବାଜି ରାଓ ମସ୍ତାନୀ’ର ଗୀତ ‘ପିଙ୍ଗା’ ରିଲିଜ୍

deepika

Advertisment

ମୁମ୍ୱାଇ: ସଞ୍ଜୟ ଲୀଳା ଭଂସାଲୀଙ୍କ ଆଗାମୀ ଫିଲ୍ମ ‘ବାଜିରାଓ ମସ୍ତାନୀ’ର ଏକ ଗୀତ ‘ପିଙ୍ଗା’ ଆଜି ରିଲିଜ୍ ହୋଇଛି। ପ୍ୟାରିସରେ ଆତଙ୍କୀ ଆକ୍ରମଣ ଯୋଗୁଁ ଗତକାଲି ଏହି ଗୀତ ଲଞ୍ଚ କରାଯାଇ ନ ଥିଲା। ଏହି ଗୀତରେ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ଦୀପିକା ପାଦୁକନଙ୍କୁ କାଶୀବାଈ ଚରିତ୍ରରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିବ। ମରାଠୀ ବେଶଭୂଷାରେ ଉଭୟ ଡ୍ୟାନ୍ସ କରୁଥିବା ଦର୍ଶକ ଦେଖିପାରିବେ।
ଏହି ଗୀତକୁ ସିଦ୍ଧାର୍ଥ ଗରିମା ଲେଖିଥିବା ବେଳେ ଶ୍ରେୟା ଘୋଷାଲା ଏବଂ ବୈଶାଳୀ ମାଡ଼େ ଗାଇଛନ୍ତି। ମ୍ୟୁଜିକ୍ ଦେଇଛନ୍ତି ନିଜେ ସଞ୍ଜୟ ଲୀଳା ଭଂସାଲୀ।
ଫିଲ୍ମରେ ରଣବୀର ସିଂ, ପ୍ରିୟଙ୍କା ଚୋପ୍ରା ଏବଂ ଦୀପିକା ପାଦୁକୋନ ଅଛନ୍ତି। ଆସନ୍ତା ଡିସେମ୍ବର ୧୮ରେ ଫିଲ୍ମଟି ରିଲିଜ୍ ହେବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe