Advertisment

‘ବାଜିରାଓ ମସ୍ତାନି’ର ଟ୍ରେଲର ଆଉଟ୍

ମୁମ୍ବାଇ: ସଞ୍ଜୟଲୀଲା ଭଂସାଲୀଙ୍କ ହିଷ୍ଟ୍ରୀ ବେସଡ ଡ୍ରାମା ମୁଭି ‘ବାଜିରାଓ ମସ୍ତାନି’ର ଟ୍ରେଲର ରିଲିଜ ହୋଇଛି। ଏକ ନୂଆ ଅନ୍ଦାଜରେ ପରଦାକୁ ଆସିଛନ୍ତି ବଲିଉଡର ତିନି ରକଷ୍ଟାର ପ୍ରିୟଙ୍କା, ଦୀପିକା ଓ ରଣବୀର। ୩ ମିନିଟ୍ ୪୫ ସେକେଣ୍ଡର ଟ୍ରେଲରରେ ଦୀପିକା,ରଣବୀର ଓ ପ୍ରିୟଙ୍କାଙ୍କର କେମେଷ୍ଟ୍ରୀ ସହ ଦମଦାର ଡାଏଲଗ୍ ରହିଛି। ଐତିହାସିକ ପୃଷ୍ଠଭୂମିରେ ଡେଭେଲପ୍ ହୋଇଛି ତ୍ରିକୋଣୀୟ ପ୍ରେମକାହାଣୀ। କଲରଫୁଲ ବ୍ୟାକଡ୍ରପ ସହ ଦେଖିବାକୁ ମିଳିବ ଜବରଦସ୍ତ ଆକ୍ସନର ତଡକା। ପ୍ରଥମ ଥର ପାଇଁ ଦୀପିକା ନଜର […]

author-image
Rakesh Mallick
ଅଦ୍ୟତନ ହୋଇଛି
‘ବାଜିରାଓ ମସ୍ତାନି’ର ଟ୍ରେଲର ଆଉଟ୍

bajirao matani

[embed] style="text-align: justify">ମୁମ୍ବାଇ: ସଞ୍ଜୟଲୀଲା ଭଂସାଲୀଙ୍କ ହିଷ୍ଟ୍ରୀ ବେସଡ ଡ୍ରାମା ମୁଭି ‘ବାଜିରାଓ ମସ୍ତାନି’ର ଟ୍ରେଲର ରିଲିଜ ହୋଇଛି। ଏକ ନୂଆ ଅନ୍ଦାଜରେ ପରଦାକୁ ଆସିଛନ୍ତି ବଲିଉଡର ତିନି ରକଷ୍ଟାର ପ୍ରିୟଙ୍କା, ଦୀପିକା ଓ ରଣବୀର। ୩ ମିନିଟ୍ ୪୫ ସେକେଣ୍ଡର ଟ୍ରେଲରରେ ଦୀପିକା,ରଣବୀର ଓ ପ୍ରିୟଙ୍କାଙ୍କର କେମେଷ୍ଟ୍ରୀ ସହ ଦମଦାର ଡାଏଲଗ୍ ରହିଛି। ଐତିହାସିକ ପୃଷ୍ଠଭୂମିରେ ଡେଭେଲପ୍ ହୋଇଛି ତ୍ରିକୋଣୀୟ ପ୍ରେମକାହାଣୀ। କଲରଫୁଲ ବ୍ୟାକଡ୍ରପ ସହ ଦେଖିବାକୁ ମିଳିବ ଜବରଦସ୍ତ ଆକ୍ସନର ତଡକା। ପ୍ରଥମ ଥର ପାଇଁ ଦୀପିକା ନଜର ଆସିବେ ଯୋଦ୍ଧା ଅବତାରରେ। ଦର୍ଶକଙ୍କୁ ଆକୃଷ୍ଟ କରିବ ଏହାର ସୁନ୍ଦର ଲୋକେସନ ଆଣ୍ଡ ହାଇବଜେଟ ସେଟ୍।

Advertisment

ଟିଜର ପରି ଏହାର ଟ୍ରେଲରକୁ ମଧ୍ୟ ସୋସିଆଲ ମିଡିଆରେ ସିନେଲଭର୍ସଙ୍କର ଭାଷ୍ଟ ଆପ୍ରିସିଏସନ ମିଳିଛି। ୟୁଟ୍ୟୁବରେ ଅପଲୋଡ ହେବାର ମାତ୍ର କେଇ ଘଣ୍ଟା ମଧ୍ୟରେ ୨ଲକ୍ଷ ୧୯ହଜାର ୪୯୨ ଦର୍ଶକ ଏହାକୁ ଦେଖି ସାରିଲେଣି।

ଡିସେମ୍ୱର ୧୮ରେ ପରଦାକୁ ଆସିବ ‘ବାଜିରାଓ ମସ୍ତାନୀ’।