Advertisment

ଫେରିଲେ ବାଳକୃଷ୍ଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସୁଛି ନୂଆ ଓଡ଼ିଆ ଫିଲ୍ମ ‘ହୀରାଲାଲ୍‌ ମୋତିଲାଲ୍‌’। ‘ମୁନ୍‌ ଟିଭି ମୁଭିଜ୍‌’ ବ୍ୟାନରେ ରିଲିଜ୍‌ ହେବାକୁ ଯାଉଥିବା ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ବାଳକୃଷ୍ଣ ନାୟକ। ଏ ଫିଲ୍ମର ଖାସିୟତ୍‌ ହେଉଛି ଏଥିରେ ୬ ଜଣ ନୂଆ ନାୟିକାଙ୍କୁ ନିଆଯାଇଛି। ‘ହୀରାଲାଲ୍‌ ମୋତିଲାଲ୍‌ ଫିଲ୍ମ’ ମାଧ୍ୟମରେ ଏହି ୬ଜଣ ନାୟିକା ଓଲିଉଡ୍‌ରେ ଡେବ୍ୟୁ କରିବା ପାଇଁ ଯାଉଛନ୍ତି। ସେଥିରୁ ୫ ଜଣ ଓଡ଼ିଆ ଏବଂ ଜଣେ ବଙ୍ଗୀୟ ଅଭିନେତ୍ରୀ ରହିଛନ୍ତି। ସୂଚନା […]

ଅଦ୍ୟତନ ହୋଇଛି
ଫେରିଲେ ବାଳକୃଷ୍ଣ

10orifilm

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସୁଛି ନୂଆ ଓଡ଼ିଆ ଫିଲ୍ମ ‘ହୀରାଲାଲ୍‌ ମୋତିଲାଲ୍‌’। ‘ମୁନ୍‌ ଟିଭି ମୁଭିଜ୍‌’ ବ୍ୟାନରେ ରିଲିଜ୍‌ ହେବାକୁ ଯାଉଥିବା ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ବାଳକୃଷ୍ଣ ନାୟକ। ଏ ଫିଲ୍ମର ଖାସିୟତ୍‌ ହେଉଛି ଏଥିରେ ୬ ଜଣ ନୂଆ ନାୟିକାଙ୍କୁ ନିଆଯାଇଛି।

Advertisment

‘ହୀରାଲାଲ୍‌ ମୋତିଲାଲ୍‌ ଫିଲ୍ମ’ ମାଧ୍ୟମରେ ଏହି ୬ଜଣ ନାୟିକା ଓଲିଉଡ୍‌ରେ ଡେବ୍ୟୁ କରିବା ପାଇଁ ଯାଉଛନ୍ତି। ସେଥିରୁ ୫ ଜଣ ଓଡ଼ିଆ ଏବଂ ଜଣେ ବଙ୍ଗୀୟ ଅଭିନେତ୍ରୀ ରହିଛନ୍ତି।

ସୂଚନା ଅନୁଯାୟୀ, ବାଳକୃଷ୍ଣଙ୍କ ସହ ଏହି ଫିଲ୍ମରେ ଅମର୍‌ ମହାପାତ୍ର  ମୁଖ୍ୟ ଭୂମିକାରେ ନଜର ଆସିବେ।

Advertisment

‘ମୁନ୍‌ ଟିଭି’ର ଏହା ସପ୍ତମ ଚଳଚ୍ଚିତ୍ର। ଏହି ଫିଲ୍ମର ନିର୍ଦ୍ଦେଶନା ଅଶ୍ୱିନୀ ଗଡ଼ନାୟକ ଦେଇଥିବା ବେଳେ ପ୍ରଯୋଜନା ଦାୟିତ୍ୱ ସମ୍ଭାଳିଛନ୍ତି ସଚ୍ଚିକାନ୍ତ ଜେନା ଓ ବିନି ପଟ୍ଟନାୟକ।

ବାଳକୃଷ୍ଣ ‘ଓଟିଭି’ରେ ପ୍ରସାରିତ ହେଉଥିବା ‘ଦି ଗ୍ରେଟ୍ ଓଡ଼ିଶା ପଲିଟିକାଲ୍ ସର୍କସ’ରେ ବ୍ୟଙ୍ଗ ମାଧ୍ୟମରେ ଲୋକଙ୍କୁ ବହୁତ ହସାଇଥିଲେ। ତେବେ ‘ଏକ୍ସକ୍ୟୁଜ୍ ମିଁ କ’ଣ କଲା ସେ’ରେ ମାଧ୍ୟମରେ ସେ ପ୍ରଥମେ ବଡ଼ ପରଦାରେ ଏଣ୍ଟ୍ରି ମାରିଥିଲେ। ଏଥିରେ ସେ ହୀରୋ ଭୂମିକାରେ ଅଭିନୟ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe