‘ବିବାଦର ମଞ୍ଜି ବୁଣିଛନ୍ତି ମନୋଜ ମିଶ୍ର’

ତେଜୁଛି ଓଲିଉଡ୍ କଳି । ଓଲିଉଡରେ ଆରମ୍ଭ ହୋଇଥିବା ବିବାଦ ଏବେ ବଢିବାରେ ଲାଗିଛି ।

Manoj Swain
  • Published: Sunday, 29 October 2023
  • Updated: 29 October 2023, 01:48 PM IST

Sports

Latest News

ତେଜୁଛି ଓଲିଉଡ୍ କଳି । ଓଲିଉଡରେ ଆରମ୍ଭ ହୋଇଥିବା ବିବାଦ ଏବେ ବଢିବାରେ ଲାଗିଛି । ଅଭିନେତା ମନୋଜ ମିଶ୍ରଙ୍କୁ ପ୍ରଜୋଜକ ସଂଘ ଦୁଇ ବର୍ଷ ପାଇଁ ବ୍ୟାନ କରିଛନ୍ତି। ତେବେ ଏହି ବିବାଦକୁ ନେଇ ଜିତୁ ମଙ୍ଗରାଜ କଣ କହିଛନ୍ତି ଶୁଣନ୍ତୁ। । 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos