Advertisment

ବଞ୍ଜୋରେ ରିତେଶଙ୍କ ଚରିତ୍ରକୁ ପ୍ରଶଂସା କଲେ ଜେନେଲିଆ

ମୁମ୍ବାଇ: ଆସନ୍ତାକାଲି ରିଲିଜ ହେବାକୁ ଥିବା ଫିଲ୍ମ ‘ବଞ୍ଜୋ’ ଦେଖି ଜେନେଲିଆ ସ୍ୱାମୀ ରିତେଶଙ୍କ ଖୁବ୍ ପ୍ରଂଶସା କରିଛନ୍ତି। ଏହିଭଳି ମୁଭିକୁ ସେ ଅନେକ ଦିନରୁ ଅପେକ୍ଷା କରିଥିଲେ ବୋଲି ଟ୍ୱିଟ୍ ମାଧ୍ୟମରେ ଜଣାଇଛନ୍ତି। ଫିଲ୍ମରେ ରିତେଶଙ୍କୁ ନୂଆ ଭୂମିକାରେ ଦେଖି ସେ ଖୁବ୍ ଖୁସି ଅଛନ୍ତି। ଜେନେଲିଆ କହିଛନ୍ତି,“ଭବିଷ୍ୟତରେ ରିତେଶଙ୍କୁ ଏଭଳି ଭୂମିକାରେ କେବେ ଦେଖିବି ବୋଲି କଳ୍ପନା କରି ନ ଥିଲି।” ଫିଲ୍ମରେ ଥିବା ଅନ୍ୟ କଳାକାରଙ୍କୁ ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି ଜେନେଲିଆ। ରବି […]

ଅଦ୍ୟତନ ହୋଇଛି
ବଞ୍ଜୋରେ ରିତେଶଙ୍କ ଚରିତ୍ରକୁ ପ୍ରଶଂସା କଲେ ଜେନେଲିଆ

genelia-ritesh

Advertisment

ମୁମ୍ବାଇ: ଆସନ୍ତାକାଲି ରିଲିଜ ହେବାକୁ ଥିବା ଫିଲ୍ମ ‘ବଞ୍ଜୋ’ ଦେଖି ଜେନେଲିଆ ସ୍ୱାମୀ ରିତେଶଙ୍କ ଖୁବ୍ ପ୍ରଂଶସା କରିଛନ୍ତି। ଏହିଭଳି ମୁଭିକୁ ସେ ଅନେକ ଦିନରୁ ଅପେକ୍ଷା କରିଥିଲେ ବୋଲି ଟ୍ୱିଟ୍ ମାଧ୍ୟମରେ ଜଣାଇଛନ୍ତି। ଫିଲ୍ମରେ ରିତେଶଙ୍କୁ ନୂଆ ଭୂମିକାରେ ଦେଖି ସେ ଖୁବ୍ ଖୁସି ଅଛନ୍ତି।

Advertisment

ଜେନେଲିଆ କହିଛନ୍ତି,“ଭବିଷ୍ୟତରେ ରିତେଶଙ୍କୁ ଏଭଳି ଭୂମିକାରେ କେବେ ଦେଖିବି ବୋଲି କଳ୍ପନା କରି ନ ଥିଲି।”

ଫିଲ୍ମରେ ଥିବା ଅନ୍ୟ କଳାକାରଙ୍କୁ ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି ଜେନେଲିଆ। ରବି ଯାଦବଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ସଙ୍ଗୀତ ଦୁନିଆରେ ନିଜର ପରିଚୟ ସୃଷ୍ଟି ପାଇଁ ଚେଷ୍ଟା କରୁଥିବା ଜଣେ ମଣିଷର କାହାଣୀ ଉପରେ ଆଧାରିତ। ଫିଲ୍ମରେ ନର୍ଗିସ ନ୍ୟୁୟର୍କର(ଡିଜେ ଚରିତ୍ରରେ ଆସୁଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe