Advertisment

ବାପା ହେଲେ ଶାହିଦ କପୁର

ମୁମ୍ବାଇ: ବଲିଉଡ୍‌ ଅଭିନେତା ଶାହିଦ କପୁର ବାପା ହୋଇଛନ୍ତି। ଶାହିଦ କପୁରଙ୍କ ପତ୍ନୀ ମୀରା ରାଜପୁତ୍‌ ଶୁକ୍ରବାର ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ମୀରାଙ୍କୁ ଗୁରୁବାର ହିନ୍ଦୁଜା ହେଲଥ୍‌ କେୟାର ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଝିଅ ଜନ୍ମ ପରେ ଶାହିଦ୍‌ ଟ୍ୱିଟ୍‌ କରି ନିଜର ଖୁସି ଜାହରି କରିଛନ୍ତି। ସେ କହିଛନ୍ତି, “ଯାହାକୁ ଅପେକ୍ଷା ଥିଲା ସେ ଆସିଯାଇଛି। ସେଥିପାଇଁ ମୁଁ ବହୁତ ଖୁସି ଅଛି। ଶୁଭକାମନା ଜଣାଇଥିବାରୁ ମୁଁ ସମସ୍ତଙ୍କୁ  ଧନ୍ୟବାଦ ଜଣାଉଛି।” କିଛିଦିନ ପୂର୍ବରୁ […]

ବାପା ହେଲେ ଶାହିଦ କପୁର

shahid-mira

Advertisment

ମୁମ୍ବାଇ: ବଲିଉଡ୍‌ ଅଭିନେତା ଶାହିଦ କପୁର ବାପା ହୋଇଛନ୍ତି। ଶାହିଦ କପୁରଙ୍କ ପତ୍ନୀ ମୀରା ରାଜପୁତ୍‌ ଶୁକ୍ରବାର ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ମୀରାଙ୍କୁ ଗୁରୁବାର ହିନ୍ଦୁଜା ହେଲଥ୍‌ କେୟାର ହସପିଟାଲରେ ଭର୍ତ୍ତି କରାଯାଇଥିଲା।

Advertisment

ଝିଅ ଜନ୍ମ ପରେ ଶାହିଦ୍‌ ଟ୍ୱିଟ୍‌ କରି ନିଜର ଖୁସି ଜାହରି କରିଛନ୍ତି। ସେ କହିଛନ୍ତି, “ଯାହାକୁ ଅପେକ୍ଷା ଥିଲା ସେ ଆସିଯାଇଛି। ସେଥିପାଇଁ ମୁଁ ବହୁତ ଖୁସି ଅଛି। ଶୁଭକାମନା ଜଣାଇଥିବାରୁ ମୁଁ ସମସ୍ତଙ୍କୁ  ଧନ୍ୟବାଦ ଜଣାଉଛି।”

କିଛିଦିନ ପୂର୍ବରୁ ମୀରାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶାହିଦ ଗତବର୍ଷ ମୀରାଙ୍କୁ ବିବାହ କରିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe