ଆସିଲା ବପ୍ପୀ ଲହିରୀଙ୍କ ନୂଆ ଗୀତ

ମୁମ୍ବାଇ: ଅଭିନେତା ସଞ୍ଜୟ ମିଶ୍ରା ଷ୍ଟାରର୍‌ ଫିଲ୍ମ ‘କାମ୍‌ୟାବ’ର ନୂଆ ଗୀତ ‘ଟିମ୍‌ ଟିମ୍‌ ଟିମ୍‌’ ରିଲିଜ୍ ହୋଇଯାଇଛି। ଏହି ଗୀତଟିକୁ ବଲିଉଡ୍‌ର ପୁରୁଣା ଯୁଗର କଳାକାରଙ୍କୁ ସମର୍ପିତ କରାଯାଇଛି। ଗୀତଟିକୁ ବଲିଉଡ୍‌ର ଡିସ୍କୋ କିଙ୍ଗ୍ ବପ୍ପୀ ଲହିରୀ ଗାଇଥିବାବେଳେ ନିରଜ ପାଣ୍ଡେ ଏହାକୁ ଲେଖିଛନ୍ତି। ଗୀତଟିକୁ ଜି ମ୍ୟୁଜିକ୍‌ କମ୍ପାନୀ ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍‌ କରିଛି। ବପ୍ପୀଙ୍କ କଣ୍ଠରେ ଏହି ଗୀତଟି ବେଶ୍ ଭଲ ଲାଗୁଛି। ଏହା ପୁଣିଥରେ ପୁରୁଣା ଯୁଗର ଯାଦୁକୁ ଫେରାଇ ଆଣିଛି। କିଛିଦିନ […]

bappi

bappi

Chinmayee Roy
  • Published: Thursday, 27 February 2020
  • Updated: 27 February 2020, 11:19 AM IST

ମୁମ୍ବାଇ: ଅଭିନେତା ସଞ୍ଜୟ ମିଶ୍ରା ଷ୍ଟାରର୍‌ ଫିଲ୍ମ ‘କାମ୍‌ୟାବ’ର ନୂଆ ଗୀତ ‘ଟିମ୍‌ ଟିମ୍‌ ଟିମ୍‌’ ରିଲିଜ୍ ହୋଇଯାଇଛି। ଏହି ଗୀତଟିକୁ ବଲିଉଡ୍‌ର ପୁରୁଣା ଯୁଗର କଳାକାରଙ୍କୁ ସମର୍ପିତ କରାଯାଇଛି। ଗୀତଟିକୁ ବଲିଉଡ୍‌ର ଡିସ୍କୋ କିଙ୍ଗ୍ ବପ୍ପୀ ଲହିରୀ ଗାଇଥିବାବେଳେ ନିରଜ ପାଣ୍ଡେ ଏହାକୁ ଲେଖିଛନ୍ତି। ଗୀତଟିକୁ ଜି ମ୍ୟୁଜିକ୍‌ କମ୍ପାନୀ ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍‌ କରିଛି।

https://youtu.be/TrysdWgeItQ

ବପ୍ପୀଙ୍କ କଣ୍ଠରେ ଏହି ଗୀତଟି ବେଶ୍ ଭଲ ଲାଗୁଛି। ଏହା ପୁଣିଥରେ ପୁରୁଣା ଯୁଗର ଯାଦୁକୁ ଫେରାଇ ଆଣିଛି। କିଛିଦିନ ତଳେ ଏହି ଫିଲ୍ମର ଟ୍ରେଲର୍‌ ମଧ୍ୟ ରିଲିଜ୍‌ ହୋଇଯାଇଛି। ଦର୍ଶକଙ୍କୁ ଏହା ବେଶ୍ ମଜାଦାର ଲାଗିଛି। ଦର୍ଶକ ଏହାକୁ ପସନ୍ଦ କରୁଛନ୍ତି ଓ ଏଥିରେ ଅଭିନେତା ସଞ୍ଜୟ ମିଶ୍ରାଙ୍କ ଅଭିନୟର ପ୍ରଶଂସା ମଧ୍ୟ କରୁଛନ୍ତି।

ସୂଚନାଯୋଗ୍ୟ, ଫିଲ୍ମ ‘କାମ୍‌ୟାବ’ରେ ସଞ୍ଜୟ ମିଶ୍ରାଙ୍କ ବ୍ୟତୀତ ଦୀପକ ଡୋବରିୟାଲ୍, ସାରିକା ସିଂହ ଓ ଈଶା ତଲୱାର୍ ଭଲି କଳାକାରମାନେ ଅଭିନୟ କରିଛନ୍ତି। ହାର୍ଦ୍ଦିକ୍ ମେହେତା ଏହାର ନିର୍ଦ୍ଦେଶନା ଦେବା ସହ କାହାଣୀ ମଧ୍ୟ ଲେଖିଛନ୍ତି। ଫିଲ୍ମଟି ମାର୍ଚ୍ଚ ୬ରେ ପରଦାକୁ ଆସିବ।

https://youtu.be/8KwQkxW1bVc

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story